Advertisment

ସୋସିଆଲ ମିଡିଆରେ ଅନୁଷ୍କା ଦେଲେ ଦୀପାବଳୀ ଶୁଭକାମନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ନିଜ ଲାବ୍ରାଡର କୁକୁର ଡୁଡ୍ ସହ ଏକ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ନଜର ଆସିଛନ୍ତି। ଏଥିରେ ସେ ଡୁଡ ସହ ଦୀପାବଳୀ ଶୁଭକାମନା ଜଣାଇଛନ୍ତି। କିଛିଦିନ ହେବ ଅନୁଷ୍କାଙ୍କୁ ଡୁଡ୍ ସହ ଇନଷ୍ଟାଗ୍ରାମରେ ବି ଦେଖିବାକୁ ମିଳୁଛି। ନିଜ ପୋଷା କୁକୁର ସହ ଅନୁଷ୍କା କିଛି ଭିଡିଓ ପୋଷ୍ଟ କରିଛନ୍ତି। ତିନୋଟି ଭିଡିଓ ମଧ୍ୟରୁ ଗୋଟେ  ଭିଡିଓରେ ସେ ଆସନ୍ତାକାଲି ରିଲିଜ ହେବାକୁ ଥିବା ‘ଏ […]

ସୋସିଆଲ ମିଡିଆରେ ଅନୁଷ୍କା ଦେଲେ ଦୀପାବଳୀ ଶୁଭକାମନା

anushka-sharma

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ନିଜ ଲାବ୍ରାଡର କୁକୁର ଡୁଡ୍ ସହ ଏକ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ନଜର ଆସିଛନ୍ତି। ଏଥିରେ ସେ ଡୁଡ ସହ ଦୀପାବଳୀ ଶୁଭକାମନା ଜଣାଇଛନ୍ତି। କିଛିଦିନ ହେବ ଅନୁଷ୍କାଙ୍କୁ ଡୁଡ୍ ସହ ଇନଷ୍ଟାଗ୍ରାମରେ ବି ଦେଖିବାକୁ ମିଳୁଛି। ନିଜ ପୋଷା କୁକୁର ସହ ଅନୁଷ୍କା କିଛି ଭିଡିଓ ପୋଷ୍ଟ କରିଛନ୍ତି।

Advertisment

ତିନୋଟି ଭିଡିଓ ମଧ୍ୟରୁ ଗୋଟେ  ଭିଡିଓରେ ସେ ଆସନ୍ତାକାଲି ରିଲିଜ ହେବାକୁ ଥିବା ‘ଏ ଦିଲ ହେ ମୁସକିଲ’ର ପ୍ରମୋସନ ଡୁଡ୍ ସହ ଫିଲ୍ମର ଗୀତ ବୋଲି କରିଛନ୍ତି। ଆଉ ଏକ ଭିଡିଓରେ ଦୀପାବଳୀର ଶୁଭକାମନା ସହ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପଶୁପକ୍ଷୀଙ୍କୁ କ୍ଷତି ନ ପହଁଞ୍ଚାଇବାକୁ ଅନୁରୋଧ କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe