ସୋସିଆଲ ମିଡିଆରେ ଭାଇରାଲ ହେଲା ‘ଗେରୁଆ’ର ମେକିଂ ଭିଡ଼ିଓ

ମୁମ୍ବାଇ: ଫିଲ୍ମ ‌‘ଦିଲୱାଲେ’ର ମୋଷ୍ଟ ରୋମାଣ୍ଟିକ ସଙ୍ଗ ଗେରୁଆର ପପୁଲାରିଟିକୁ ଦୃଷ୍ଟିରେ ରଖି  ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ଗୀତର ମେକିଂ ଭିଡିଓକୁ ସୋସିଆଲ ମିଡିଆକୁ ଛାଡ଼ିଛନ୍ତି। ଏହି ଭିଡିଓରେ ‘ଗେରୁଆ’ ସଙ୍ଗର ସୁଟିଂ ବେଳର ଦୃଶ୍ୟ ରହିଛି। ଶାହାରୁଖ-କାଜୋଲଙ୍କ ମୋଷ୍ଟ ରୋମାଣ୍ଟିକ ସଙ୍ଗ ହେଉଛି ଗେରୁଆ। ଏହା ବଲିଉଡର ସବୁଠୁ ଏକପେନସିଭ୍ ସଙ୍ଗ। ବିୟୁଟିଫୁଲ ଲୋକେସନ୍ ଓ କଷ୍ଟ୍ୟୁମ୍ ସହିତ କିଙ୍ଗଖାନ୍ ଓ କାଜୋଲଙ୍କ କେମେଷ୍ଟ୍ରି ଗୀତଟିକୁ କରିଛି ଏକଦମ୍ ହଟ୍। ହେଲେ ଏହି ହଟ୍ […]

gerua-making

gerua-making

Rakesh Mallick
  • Published: Tuesday, 01 December 2015
  • Updated: 01 December 2015, 05:51 PM IST

Sports

Latest News

[embed]https://www.youtube.com/watch?v=OJWe_yrHU84[/embed]

ମୁମ୍ବାଇ: ଫିଲ୍ମ ‌‘ଦିଲୱାଲେ'ର ମୋଷ୍ଟ ରୋମାଣ୍ଟିକ ସଙ୍ଗ ଗେରୁଆର ପପୁଲାରିଟିକୁ ଦୃଷ୍ଟିରେ ରଖି  ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ଗୀତର ମେକିଂ ଭିଡିଓକୁ ସୋସିଆଲ ମିଡିଆକୁ ଛାଡ଼ିଛନ୍ତି। ଏହି ଭିଡିଓରେ ‘ଗେରୁଆ’ ସଙ୍ଗର ସୁଟିଂ ବେଳର ଦୃଶ୍ୟ ରହିଛି। ଶାହାରୁଖ-କାଜୋଲଙ୍କ ମୋଷ୍ଟ ରୋମାଣ୍ଟିକ ସଙ୍ଗ ହେଉଛି ଗେରୁଆ। ଏହା ବଲିଉଡର ସବୁଠୁ ଏକପେନସିଭ୍ ସଙ୍ଗ। ବିୟୁଟିଫୁଲ ଲୋକେସନ୍ ଓ କଷ୍ଟ୍ୟୁମ୍ ସହିତ କିଙ୍ଗଖାନ୍ ଓ କାଜୋଲଙ୍କ କେମେଷ୍ଟ୍ରି ଗୀତଟିକୁ କରିଛି ଏକଦମ୍ ହଟ୍। ହେଲେ ଏହି ହଟ୍ ରୋମାଣ୍ଟିକ ଗୀତର ପରଦା ପଛର କାହାଣୀ ଥିଲା ସୋ କୋଲ୍ଡ। ଏହି ସୁନ୍ଦର ଗୀତଟି ସୁଟିଂ ହୋଇଛି ଏକଦମ୍ ଥଣ୍ଡା ପରିବେଶରେ। ଫିଲ୍ମର କ୍ରିଉ ମେମ୍ୱର ଜ୍ୟାକେଟ୍ ପିନ୍ଧିଥିବା ବେଳେ, ଶାହାରୁଖ-କାଜୋଲ ଏମିତି ଥଣ୍ଡାରେ ଏ ଗୀତ ସୁଟ୍ କରିଛନ୍ତି।

ସେମିତି ଶାଢ଼ି ପିନ୍ଧି ପାହାଡ଼ ଚଢିବାଟା ବି ଏତେ ଇଜି ନ ଥିଲା । ଏଥିପାଇଁ କାଜୋଲଙ୍କୁ ନାକେଦମ ହେବାକୁ ପଡିଛି। କିନ୍ତୁ ସବୁଠାରୁ କଷ୍ଟକର ସିନ୍ ଥିଲା ଆଇସ୍ ଖଣ୍ଡ ଉପରେ ସୁଟିଂ କରିବା। ସେଠି ଏତେ ଥଣ୍ଡା ଥିଲା ଯେ, ଫିଲ୍ମର ଷ୍ଟାରକାଷ୍ଟ ଲିପ୍ସିଙ୍କ ବି କରିପାରି ନ ଥିଲେ। ଆଉ ଗୀତ ପଛର ଏ ଡିଫିକଲ୍ଟ ଷ୍ଟୋରୀ ଫ୍ୟାନଙ୍କ ସହ ସେୟାର୍ କରିଛନ୍ତି କାଜୋଲ ଆଣ୍ଡ ଶାହାରୁଖ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story