ସୋନାଙ୍କୁ ଜୀବନରେ ମାରିଦେବାକୁ ମିଳିଲା ଧମକ

ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କୁ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନା ଏହି ଧମକ ମିଳିଥିବା ମେଲ୍‌କୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଏହି ଟ୍ୱିଟ୍‌ କରି ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଅବଗତ କରାଇବା ସହ ତାଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି। ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍‌ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍‌ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି […]

s33

s33

Rosalin Rath
  • Published: Wednesday, 29 May 2019
  • Updated: 29 May 2019, 04:43 PM IST

ମୁମ୍ବାଇ: ଗାୟିକା ସୋନା ମହାପାତ୍ରଙ୍କୁ ସଲ୍‌ମାନ୍‌ଙ୍କ ଫ୍ୟାନ୍‌ ଜୀବନରେ ମାରିଦେବା ପାଇଁ ଧମକ ଦେଇଛନ୍ତି। ସୋନା ଏହି ଧମକ ମିଳିଥିବା ମେଲ୍‌କୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଶେଆର୍‌ କରିଛନ୍ତି। ଏହି ଟ୍ୱିଟ୍‌ କରି ସେ ରାଷ୍ଟ୍ରୀୟ ମହିଳା ଆୟୋଗକୁ ଅବଗତ କରାଇବା ସହ ତାଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି।

ସୋନାଙ୍କୁ ମିଳିଥିବା ଧମକ ଭରା ମେଲ୍‌ରେ ଲେଖାଯାଇଛି ଯେ, ଯଦି ତୁମେ ଆଉ ଥରେ ଖରାପ ମୁହଁରେ ସଲ୍‌ମାନଙ୍କୁ କିଛି ବି କହିଥିବ ତାହାଲେ ଘରେ ପଶି ତୁମର ହତ୍ୟା କରିବୁ। ଏହା ମୋର ଶେଷ ଚେତାବନୀ।

ସୋନା ଏହି ଟ୍ୱିଟ୍‌ କରି ସଲ୍‌ମାନ ଏବଂ ତାଙ୍କ ଫ୍ୟାନ୍ସଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କୁ ଅଭିନେତାଙ୍କ ଫଲୋଅର୍ସ ଆକାଉଣ୍ଟରୁ ଏପରି ମେଲ୍‌ ସବୁଦିନ ଆସେ। ଏହା ପରେ ସେ ସଲ୍‌ମାନ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଏହିପରି ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ଖରାପ ବ୍ୟବହାର କରିବାକୁ ପ୍ରେରିତ କରିଥାଏ। ସେ ଭାରତ ଭଳି ମହାନ୍‌ ଶବ୍ଦକୁ ନିଜ ସହ ନେଇ ବୁଲୁଛନ୍ତି।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, କିଛି ଦିନ ପୂର୍ବରୁ ସୋନା ସଲ୍‌ମାନ୍‌ଙ୍କୁ ବିଷାକ୍ତ ପୁରୁଷ କହି ଚର୍ଚ୍ଚାକୁ ଆସିଥିଲେ। ସଲମାନ୍ ଖାନଙ୍କ ସିନେମା “ଭାରତ୍”କୁ ଅଭିନେତ୍ରୀ ପ୍ରିୟଙ୍କା ନିଜ ବାହାଘର ପାଇଁ ଅଧାରୁ ଛାଡିଥିବା କଥା ସଲମାନଙ୍କୁ ପସନ୍ଦ ଆସିଲା ନାହିଁ। ତେଣୁ ସେବେଠୁ ସଲ୍‌ମାନ୍‌ ପ୍ରିୟଙ୍କାଙ୍କୁ ନେଇ ନକରାତ୍ମକ ଟିପ୍ପଣୀ ଦେଇ ଟାର୍ଗେଟ୍‌ କରିଆସିଛନ୍ତି। ଏ କଥା ସୋନାଙ୍କୁ ପସନ୍ଦ ନ ଆସିବାରୁ ସୋନା ସୋଶାଲ୍ ମିଡିଆରେ ସଲମାନ୍‌ଙ୍କୁ ଟାର୍ଗେଟ କରିଥିଲେ।

ପ୍ରିୟଙ୍କାଙ୍କୁ ସମର୍ଥନ କରି ସୋନା ଏକ ଟ୍ୱିଟ୍‌ କରିଥିଲେ। ସେହି ଟ୍ୱିଟ୍‌ରେ ସୋନା ସଲମାନଙ୍କୁ ସୋଶାଲ୍ ମିଡିଆରେ ବିଷାକ୍ତ ପୌରଷତ୍ୱର ପରାମର୍ଶଦାତା ବୋଲି କହି ଚର୍ଚ୍ଚାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story