ସୋଶାଲ୍‌ ମିଡିଆରେ ବିକିନି ପିନ୍ଧା ଫଟୋ ଛାଡ଼ି ଟ୍ରୋଲ୍‌ ହେଲେ ସୋନା

ମୁମ୍ବାଇ: ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର ସୋନା ମହାପାତ୍ର ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର କୌଣସି ବିବାଦୀୟ ମନ୍ତବ୍ୟ ନୁହେଁ,  ନିଜର ହଟ୍‌ ଅବତାର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ସେ ନିଜର ବିକିନି ପିନ୍ଧା ଫଟୋ ଛାଡ଼ିଛନ୍ତି।  ଆଉ ଏଥିରେ ତାଙ୍କୁ କିଛି ୟୁଜର ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି। ଯାହାପରେ ସୋନା ମଧ୍ୟ ସେମାନଙ୍କୁ କଡ଼ା ଯବାବ ଦେଇଛନ୍ତି। କିଛିଦିନ ତଳେ ସୋନା ସ୍ୱିମ୍‌ ସୁଟ୍‌ ପିନ୍ଧି ନିଜର ହଟ୍‌ ଫଟୋଶୁଟ୍‌ କରାଇଛନ୍ତି। […]

sona

sona

Chinmayee Roy
  • Published: Tuesday, 31 December 2019
  • Updated: 31 December 2019, 06:28 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ ପ୍ଲେବ୍ୟାକ୍‌ ସିଙ୍ଗର ସୋନା ମହାପାତ୍ର ଏବେ ପୁଣିଥରେ ଚର୍ଚ୍ଚାରେ। ଏଥର କୌଣସି ବିବାଦୀୟ ମନ୍ତବ୍ୟ ନୁହେଁ,  ନିଜର ହଟ୍‌ ଅବତାର ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସୋଶାଲ୍‌ ମିଡିଆରେ ସେ ନିଜର ବିକିନି ପିନ୍ଧା ଫଟୋ ଛାଡ଼ିଛନ୍ତି।  ଆଉ ଏଥିରେ ତାଙ୍କୁ କିଛି ୟୁଜର ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଛନ୍ତି। ଯାହାପରେ ସୋନା ମଧ୍ୟ ସେମାନଙ୍କୁ କଡ଼ା ଯବାବ ଦେଇଛନ୍ତି।

କିଛିଦିନ ତଳେ ସୋନା ସ୍ୱିମ୍‌ ସୁଟ୍‌ ପିନ୍ଧି ନିଜର ହଟ୍‌ ଫଟୋଶୁଟ୍‌ କରାଇଛନ୍ତି। ଏହି ଫଟୋକୁ ସେ ନିଜ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଯେଉଁଥିରେ ତାଙ୍କୁ ମିଶ୍ର ପ୍ରତିକ୍ରିୟା ମିଳିଛି। କିଛି ୟୁଜର୍‌ ତାଙ୍କର ହଟ୍‌ ଲୁକ୍‌ର ପ୍ରଶ୍ଂସା କରିଥିବାବେଳେ କିଛି ତାଙ୍କୁ ଟ୍ରୋଲ୍‌ କରିଛନ୍ତି। ସବୁଠୁ ମଜାଦାର କଥା ହେଉଛି। ଟ୍ରୋଲର୍‌ମାନେ ଏହି ଫଟୋକୁ ବାରମ୍ବାର ରି-ଟ୍ୱିଟ୍‌ କରିବା ଯୋଗୁ ଏଗୁଡ଼ିକ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଯାଇଛି।

https://twitter.com/sonamohapatra/status/1211841386489663488

କିଛି ୟୁଜର ତାଙ୍କ କମେଣ୍ଟ ବକ୍ସରେ ଭଲ ଭଲ କମେଣ୍ଟ ଦେଇଥିବାବେଳେ କିଛି ୟୁଜର ତାଙ୍କ ଭଳି ଜଣେ ଗମ୍ଭୀର ବ୍ୟକ୍ତି ସୋଶାଲ୍‌ମିଡିଆରେ ଏଭଳି ଅବତାର୍‌ରେ ଆସିବା ଯୋଗୁ ତାଙ୍କୁ କଟାକ୍ଷ କରିଥିଲେ।। କିଛି ୟୁଜର ଏଭଳି ବି ଥିଲେ ଯେଉଁମାନେ କୌଲାଶ ଖେର୍‌, ଅନୁ ମଲିକ୍ ଓ ମି-ଟୁ ସହ ଜୋଡ଼ି ତାଙ୍କ ଉପରେ ବହୁତ ନେଗେଟିଭ୍‌ କମେଣ୍ଟ ସବୁ ଦେଇଥିଲେ। ତେବେ ଟ୍ରୋଲ୍‌ ହେବାପରେ ସୋନା ବର୍ତ୍ତାମାନ କଡ଼ା ଜବାବ ଦେଇଛନ୍ତି ସେନା ଲେଖିଛନ୍ତି, ‘ମୁଁ ଗତ ସନ୍ଧ୍ୟାର ମୋର କିଛି ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ିଥିଲି, ଏଥିରେ ମୋତେ ବହୁତ ଲୋକ ବହୁତ ପ୍ରକାରର କଥା କହିଲେ। ଯେପରିକି ଛୋଟ ଡ୍ରେସ୍‌ ପିନ୍ଧିଛ, ପୁଣି ମି-ଠୁ ସହ ଜୋଡ଼ିଲେ ଓ କିଛି ମୋତେ ସିରିୟସ୍‌ ପର୍ସନ ହୋଇ ଏଭଳି ଫଟୋ ଛାଡ଼ିବାରୁ ସମାଲୋଚନା କଲେ। ମୁଁ କୌଣସି ଗୋଟିଏ ଢାଞ୍ଚାରେ ଫିଟ୍‌ ହେବାକୁ ଚାହେଁନା, ଠିକ୍‌ ଯେମିତି ମୁଁ ମୋ ବଢ଼ିଥିବା ପେଟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ। ୨୦୨୦ ମୁଁ ଆସୁଛି। ’

https://twitter.com/sapnabhavnani/status/1211842242215731201

https://twitter.com/sonamohapatra/status/1211844430002454529

ସୋନା ବିଗ୍‌ବସ୍‌ର ଏକ୍ସ ପ୍ରତିଯୋଗୀ ସପ୍ନା ଭଗନାନୀଙ୍କ କମେଣ୍ଟର ମଧ୍ୟ କଡ଼ା ଜବାବ ଦେଇଛନ୍ତି। ସପ୍ନା ସୋନାଙ୍କ ଫଟୋରେ କମେଣ୍ଟ ଦେଇ ଲେଖିଥିଲେ, ‘ଥକିଗଲିଣି ଏଭଳି ମହିଳାଙ୍କଠୁ ଯେଉଁମାନଙ୍କୁ ଛୋଟ ଛୋଟ ଡ୍ରେସ୍‌ ପିନ୍ଧି ଲାଗେ ଯେ ଏହା ଫେମିନିଜିମ୍‌। ୨୦୨୦ରେ ମୁଁ କିଛି ନୂଆ ଦେଖିବା ପସନ୍ଦ କରିବି।’ ସପ୍ନାଙ୍କର ଏଭଳି କମେଣ୍ଟରେ ସୋନା ଜବା ଦେଇ ଲେଖିଛନ୍ତି, ‘ବୋଧ୍‌ହୁଏ ତୁମେ ସେଇ ସ୍ଥାନରେ ବଢ଼ିଛ ଏବଂ ସେଇଠୁ ହିଁ ଆସିଛ। କାରଣ ପୃଥିବୀର ଅନ୍ୟ ସବୁ ଦେଶରେ ଏହା ଲିବେରାଲ୍‌ ନୁହେଁ। ତେଣୁ ଅନ୍ୟମାନଙ୍କୁ ତାଙ୍କ କାମ କରିବାକୁ ଦିଅ ଓ ତୁମେ ନିଜ କାମ କର। ଅନ୍ୟ ମହିଳାଙ୍କୁ ନୀଚା ଦେଖାଇବା ଓ ତାଙ୍କ ଅପମାନ କରିବାକୁ ତୁମେ ଯୋଗ୍ୟ ନୁହଁ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story