Advertisment

‘ଦବଙ୍ଗ-୩’ରେ ରହିବେ ସୋନାକ୍ଷୀ

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ‘ଦବଙ୍ଗ-୩’ର ମୁଖ୍ୟ ନାରୀ ଚରିତ୍ରରେ ନଜର ଆସିବେ ‘ଆକିରା’ ଷ୍ଟାର ସୋନାକ୍ଷୀ ସିହ୍ନା। ‘ଦବଙ୍ଗ’ ସିରିଜ୍‌ର ପୂର୍ବ ଦୁଇଟି ଫିଲ୍ମ ପରି ଏହି ଫିଲ୍ମରେ ସୋନାକ୍ଷୀ ରହିବେ କି ନାହିଁ ତାହା ସନ୍ଦେହରେ ଥିଲା। ପ୍ରଯୋଜକ ଅର୍ବାଜ ଖାନ୍‌ ଏନେଇ କିଛି ସ୍ପଷ୍ଟ କରି ନ ଥିଲେ। କିନ୍ତୁ ଆଜି ସେ ସ୍ପଷ୍ଟ କରିଛନ୍ତି ଯେ ସୋନାକ୍ଷୀ ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମରେ ‘ସୁଲତାନ୍’ […]

‘ଦବଙ୍ଗ-୩’ରେ ରହିବେ ସୋନାକ୍ଷୀ

sonakshi_

Advertisment

ନୂଆଦିଲ୍ଲୀ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ ‘ଦବଙ୍ଗ-୩’ର ମୁଖ୍ୟ ନାରୀ ଚରିତ୍ରରେ ନଜର ଆସିବେ ‘ଆକିରା’ ଷ୍ଟାର ସୋନାକ୍ଷୀ ସିହ୍ନା। ‘ଦବଙ୍ଗ’ ସିରିଜ୍‌ର ପୂର୍ବ ଦୁଇଟି ଫିଲ୍ମ ପରି ଏହି ଫିଲ୍ମରେ ସୋନାକ୍ଷୀ ରହିବେ କି ନାହିଁ ତାହା ସନ୍ଦେହରେ ଥିଲା। ପ୍ରଯୋଜକ ଅର୍ବାଜ ଖାନ୍‌ ଏନେଇ କିଛି ସ୍ପଷ୍ଟ କରି ନ ଥିଲେ। କିନ୍ତୁ ଆଜି ସେ ସ୍ପଷ୍ଟ କରିଛନ୍ତି ଯେ ସୋନାକ୍ଷୀ ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିବେ।

Advertisment

ଏହି ଫିଲ୍ମରେ ‘ସୁଲତାନ୍’ ଷ୍ଟାର ସଲମାନ୍‌ ଖାନ୍‌ ‘ଚୁଲବୁଲ ପାଣ୍ଡେ’ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ବିପକ୍ଷରେ ପୁଣି ଥରେ ନାୟିକା ସାଜିବେ ସୋନାକ୍ଷୀ। ଏଥିରେ ଆଉ କିଛି ନାରୀ ଚରିତ୍ର ମଧ୍ୟ ଯୋଡା ଯିବାର ସମ୍ଭାବନା ରହିଛି।

ପ୍ରଯୋଜକ ଅର୍ବାଜ ଖାନ୍‌ କହିଛନ୍ତି,“ ଦବଙ୍ଗ-୩ ତ ନିଶ୍ଚିତ ହେବ। ଚଳିତ ବର୍ଷ ଶେଷ ଆଡକୁ ଏହି ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହେବ। ୨୦୧୮ ଇଦ୍‌ରେ ଏହି ଫିଲ୍ମ ପରଦାକୁ ଆସିବ। ସ୍କିପ୍ଟଂ ଚାଲିଛି। ଏଥିରେ ସୋନାକ୍ଷୀଙ୍କ ସହ ଆଉ ନାରୀ ଚରିତ୍ର ମଧ୍ୟ ଆସିପାରନ୍ତି।”

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe