ଅଦ୍ୟତନ ହୋଇଛି
ranvir-shatrughan
Advertisment
ମୁମ୍ବାଇ: ଡ୍ୟାଡ ଶତ୍ରୁଘ୍ନଙ୍କ ଉପରେ ଯଦି ବାୟୋପିକ୍ କରାହୁଏ, ତେବେ ରଣବୀର ସିଂହ ହିଁ ତାଙ୍କ ଡ୍ୟାଡଙ୍କ ଚରିତ୍ର ସୂଚାରୁ ରୂପେ କରିପାରିବେ ବୋଲି ଦବଙ୍ଗ ଗାର୍ଲ ସୋନାକ୍ଷୀ କହିଛନ୍ତି।
Advertisment
ସୋନାକ୍ଷୀଙ୍କ ମତରେ ବି ସହମତି ରଖିଛନ୍ତି ଶତ୍ରୁଘ୍ନ ସିହ୍ନା।
ସୋନକ୍ଷୀ ଏହା ମଧ୍ୟ କହିଛନ୍ତି,“ବର୍ତ୍ତମାନ ସମୟରେ ମୋ ପିତାଙ୍କ ବ୍ୟକ୍ତିତ୍ୱ ସହ ମେଳ ଖାଉଥିବା ମଣିଷ ହେଉଛନ୍ତି ରଣବୀର। ବାପାଙ୍କ ଚରିତ୍ରରେ ରଣବୀରଙ୍କୁ ଦେଖିବା ମୋ ପାଇଁ ବେଶ ଉତ୍ସାହିତ ଅଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/09/ranveersingh-shatrughan-1.jpg)