ଇସାରା ଇସାରାରେ କ’ଣ କହୁଛନ୍ତି ସୋନାକ୍ଷୀ?

ମୁମ୍ବାଇ: ବଳିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ସୋଶାଲ ମିଡିଆରା ବେଶ୍ ଆକ୍ଟିଭ ରୁହନ୍ତି । ପ୍ରତିଦିନ କିଛି ନା କିଛି ଫଟୋ ହେଉ ଅବା ମଜାଦାର ଭିଡିଓ ସେ ସେଆର କରନ୍ତି । ଏବେ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ଭିଡିଓ କୌଣସି ଭେକେସନ କିମ୍ବା ଫିଲ୍ମର ନୁହେଁ । ଏଥର ସୋନାକ୍ଷୀ ଇସାରା ଇସାରାରେ କିଛି କହିବାକୁ ଚେଷ୍ଟା କରୁଛନ୍ତି । ସୋମବାର ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ […]

Sonakshi-sinha-share-video

Sonakshi-sinha-share-video

Madhupriya Mistry
  • Published: Monday, 07 December 2020
  • Updated: 07 December 2020, 05:53 PM IST

Sports

Latest News

ମୁମ୍ବାଇ: ବଳିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ସୋଶାଲ ମିଡିଆରା ବେଶ୍ ଆକ୍ଟିଭ ରୁହନ୍ତି । ପ୍ରତିଦିନ କିଛି ନା କିଛି ଫଟୋ ହେଉ ଅବା ମଜାଦାର ଭିଡିଓ ସେ ସେଆର କରନ୍ତି । ଏବେ ତାଙ୍କର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ତେବେ ଏହି ଭିଡିଓ କୌଣସି ଭେକେସନ କିମ୍ବା ଫିଲ୍ମର ନୁହେଁ । ଏଥର ସୋନାକ୍ଷୀ ଇସାରା ଇସାରାରେ କିଛି କହିବାକୁ ଚେଷ୍ଟା କରୁଛନ୍ତି ।

ସୋମବାର ସୋନାକ୍ଷୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେଆର କରିଛନ୍ତି । ଏଥିରେ ସେ ଇସାରା କରି ଏକ ଫିଲ୍ମର ନାଁ କହୁଛନ୍ତି । ଫିଲ୍ମର ନାଁକୁ କହିବାକୁ ସେ ତାଙ୍କ ଫ୍ୟାନ୍ ମାନଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । କମେଣ୍ଟ ବକ୍ସରେ ଫିଲ୍ମର ନାଁ କହିବାକୁ ସୋନାକ୍ଷୀ ପ୍ରଶଂସକଙ୍କୁ କହିଛନ୍ତି ।

View this post on Instagram

A post shared by Sonakshi Sinha (@aslisona)

ନିକଟରେ ସୋନାକ୍ଷୀ ସିହ୍ନା ମଲଦ୍ୱିପ ଭେକେସନରେ ଯାଇଥିଲେ । ମଲଦ୍ୱିପର ସମୁଦ୍ର କୂଳେ ଛୁଟି ମନାଉଥିବାର ତାଙ୍କର କିଛି ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଯାହା ସୋଶାଲ ମିଡିଆରେ ଖୁବ ଜୋରରେ ଭାଇରାଲ ହୋଇଥିଲା ।

କୋଭିଡ୧୯ ଲକଡାଉନ ପରେ ତାପସୀ ପନୁ, ନେହା ଧୁପିଆ, ରକୁଲ ପ୍ରିତ ଭଳିଙ୍କ ଅଭିନେତ୍ରୀମାନ ଛୁଟି ମନାଇବା ପାଇଁ ମଲଦ୍ୱିପକୁ ବାଛିଛନ୍ତି । ଏହି ଲିଷ୍ଟରେ ସୋନାକ୍ଷୀ ମଧ୍ୟ ସମାଲ ଥିଲେ । ଏବେ ଅଧିକାଂଶ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମଲଦ୍ୱିପରେ ଡେରା ପକାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story