Advertisment

ପକେଟ୍‌ମନି ପାଇଁ ୱେଟର୍‌ ହୋଇଥିଲେ ବଲିଉଡ୍‌ର ଏହି ସୁନ୍ଦରୀ ଅଭିନେତ୍ରୀ

ମୁମ୍ବାଇ: ‘ନିର୍‌ଜା’ ଫିଲ୍ମ ପାଇଁ ବେଷ୍ଟ ଫିଲ୍ମ ଫେୟାର୍‌ ଆୱାଡ୍‌ ଜିତି ଥିବା ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର୍‌ଙ୍କ ଆଜି ଜନ୍ମଦିନ। ୯ ଜୁନ୍‌ ୧୯୮୫ ମସିହାରେ ସୋନମ୍‌  ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌ ଅଭିନେତା ରଣବୀର୍‌ କପୁର୍‌ଙ୍କ ସହ ଫିଲ୍ମ ‘ସାବରିୟାଁ’ ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ। https://www.instagram.com/p/Bx2cDjhF1hA/?utm_source=ig_web_copy_link ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତା ଅନିଲ୍‌ କପୁର୍‌ଙ୍କ ଝିଅ ହୋଇଥିବା ସତ୍ତ୍ୱେ  ନିଜ ପକେଟ୍‌ମନି ପାଇଁ ତାଙ୍କୁ ୱେଟର୍‌ ହେବାକୁ ପଡ଼ିଥିଲା। କାରଣ ସେ ସବୁବେଳେ […]

ଅଦ୍ୟତନ ହୋଇଛି
ପକେଟ୍‌ମନି ପାଇଁ ୱେଟର୍‌ ହୋଇଥିଲେ ବଲିଉଡ୍‌ର ଏହି ସୁନ୍ଦରୀ ଅଭିନେତ୍ରୀ

amisha-sonam

Advertisment

ମୁମ୍ବାଇ: ‘ନିର୍‌ଜା’ ଫିଲ୍ମ ପାଇଁ ବେଷ୍ଟ ଫିଲ୍ମ ଫେୟାର୍‌ ଆୱାଡ୍‌ ଜିତି ଥିବା ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର୍‌ଙ୍କ ଆଜି ଜନ୍ମଦିନ। ୯ ଜୁନ୍‌ ୧୯୮୫ ମସିହାରେ ସୋନମ୍‌  ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସେ ବଲିଉଡ୍‌ ଅଭିନେତା ରଣବୀର୍‌ କପୁର୍‌ଙ୍କ ସହ ଫିଲ୍ମ ‘ସାବରିୟାଁ’ ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ।

Advertisment

https://www.instagram.com/p/Bx2cDjhF1hA/?utm_source=ig_web_copy_link

ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତା ଅନିଲ୍‌ କପୁର୍‌ଙ୍କ ଝିଅ ହୋଇଥିବା ସତ୍ତ୍ୱେ  ନିଜ ପକେଟ୍‌ମନି ପାଇଁ ତାଙ୍କୁ ୱେଟର୍‌ ହେବାକୁ ପଡ଼ିଥିଲା। କାରଣ ସେ ସବୁବେଳେ ଆତ୍ମନିର୍ଭରଶୀଳ ହୋଇ ରହିବାକୁ ପସନ୍ଦ କରୁଥିଲେ। ତାଙ୍କୁ ଘରେ ପଇସା ମାଗିବାକୁ ଖରାପ ଲାଗୁଥିଲା। ଏଥିପାଇଁ ସେ ୱେଟର୍‌ ହୋଇ ଖାଦ୍ୟ ପରଷିବା ଚାକିରି ମଧ୍ୟ କରିଥିଲେ।

https://www.instagram.com/p/BxuTtuyljVM/?utm_source=ig_web_copy_link

ଏବେ ସେ ତାଙ୍କ ସ୍ୱାମୀ ଆନନ୍ଦ ଆହୁଜାଙ୍କ ହସଖୁସିର ବୈବାହିକ ଜୀବନ ଅତିବାହିତ କରୁଛନ୍ତି।

Advertisment

https://www.instagram.com/p/BvXK2gPFK-u/?utm_source=ig_web_copy_link

ସୋନମ୍‌ କୁପର୍‌ଙ୍କ ସହ ଆଜି ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟ ଜନ୍ମଦିନ। ସେ ହେଉଛନ୍ତି ଅମିଷା ପଟେଲ୍‌। ୧୯୭୬ ମସିହା ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ।

https://www.instagram.com/p/Bw6iP-MlXB0/?utm_source=ig_web_copy_link

ଗୁଜୁରଟି ପରିବାରରେ ଜନ୍ମଗ୍ରହଣ କରିଥିବା ଅମିଷା ୨୦୦୦ ମସିହାରେ ଆସିଥିବା ସୁପରହିଟ୍‌ ଫିଲ୍ମ  ‘କହୋନା ପ୍ୟାର୍‌ ହୈ’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି  କରିଥିଲେ। ଏହି ଫିଲ୍‌ ସୁପର୍‌ହିଟ୍‌ ହେଲା ପରେ ୨୦୦୧ରେ ‘ଗଦ୍ଦର ଏକ୍‌ ପ୍ରେମ୍‌ କଥା’  ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିଲା।

https://www.instagram.com/p/BxR_No-FeND/?utm_source=ig_web_copy_link

ଅମିଷା ଏବେ ଫିଲ୍ମରେ ଅଧିକା ଦେଖାଯାଉନାହନ୍ତି ସତ କିନ୍ତୁ ବଡ଼ ବଡ଼ ପାର୍ଟିରେ କିନ୍ତୁ ତାଙ୍କୁ ଦେଖିବାକୁ ମିଳୁଛି।

https://www.instagram.com/p/BxO9xyvlSC5/?utm_source=ig_web_copy_link

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe