ଓଭର୍‌ସାଇଜ୍‌ ସୁଟ୍‌ ପିନ୍ଧି ଟ୍ରଲ୍‌ ହେଲେ ସୋନମ୍‌ କପୁର୍‌

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ସୋନମ କପୁର୍‌ଙ୍କୁ ବଲିଉଡ୍‌ର ‘ଫ୍ୟାଶନ୍‌ ଡିଭା’ କୁହାଯାଏ। ସେ ସବୁବେଳେ ନିଜର ନୂଆ ଓ ନିଆରା ଡିଜାଇନ୍‌ର ଡ୍ରେସ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତେବେ ନିକଟରେ ସେ ନିଜ ଡ୍ରେସ୍‌ ପାଇଁ ସୋଶାଲ୍‌ ମିଡିଆରେ ଟ୍ରଲ୍‌ର ଶିକାର ହୋଇଛନ୍ତି। ସ୍କ୍ରିନ୍‌ ମାର୍କେଟ୍‌ ୱେଲ୍‌କମ୍ ଡିନର୍‌ର ‘ଜିଓ ମାମୀ ନର୍ଡ’ର ତୃତୀୟ ସଂସ୍କରଣରେ ସୋନମ୍ କପୁର୍‌ ଭାଗ ନେଇଥିଲେ। ସେ ସେଥିରେ ଏକ ଓଭର୍‌ସାଇଜ୍‌ ସୁଟ୍‌ ପିନ୍ଧିଥିଲେ। ଚିକ୍‌ ପୋଷାକ ସହ, ହୁପ୍‌ କାନଫୁଲ ଓ […]

sonam1

sonam1

Sangita Sahoo
  • Published: Tuesday, 04 September 2018
  • Updated: 04 September 2018, 02:41 AM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର୍‌): ସୋନମ କପୁର୍‌ଙ୍କୁ ବଲିଉଡ୍‌ର 'ଫ୍ୟାଶନ୍‌ ଡିଭା' କୁହାଯାଏ। ସେ ସବୁବେଳେ ନିଜର ନୂଆ ଓ ନିଆରା ଡିଜାଇନ୍‌ର ଡ୍ରେସ୍‌ ପାଇଁ ଚର୍ଚ୍ଚାରେ ଥାଆନ୍ତି। ତେବେ ନିକଟରେ ସେ ନିଜ ଡ୍ରେସ୍‌ ପାଇଁ ସୋଶାଲ୍‌ ମିଡିଆରେ ଟ୍ରଲ୍‌ର ଶିକାର ହୋଇଛନ୍ତି।

ସ୍କ୍ରିନ୍‌ ମାର୍କେଟ୍‌ ୱେଲ୍‌କମ୍ ଡିନର୍‌ର 'ଜିଓ ମାମୀ ନର୍ଡ'ର ତୃତୀୟ ସଂସ୍କରଣରେ ସୋନମ୍ କପୁର୍‌ ଭାଗ ନେଇଥିଲେ। ସେ ସେଥିରେ ଏକ ଓଭର୍‌ସାଇଜ୍‌ ସୁଟ୍‌ ପିନ୍ଧିଥିଲେ। ଚିକ୍‌ ପୋଷାକ ସହ, ହୁପ୍‌ କାନଫୁଲ ଓ ବ୍ରାଇଟ୍‌ ପିଙ୍କ୍‌ କଲର୍‌ ଲିପ୍‌ଷ୍ଟିକ୍‌ ତାଙ୍କୁ ଖୁବ୍‌ ମାନୁଥିଲା।

sonam2ସୋନମ୍‌ ଏହି ଲୁକ୍‌ରେ ଖୁବ୍‌ ଷ୍ଟନିଂ ଦେଖାଯାଉଥିଲେ। କିନ୍ତୁ ଯେତେବେଳେ ସୋନମ୍‌ଙ୍କ ଭଉଣୀ ରିୟା ତାଙ୍କର ଏହି ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଥିଲେ, କେତେକ ୟୁଜର୍ସ ସୋନମ୍‌ଙ୍କ ଡ୍ରେସ୍‌କୁ ପ୍ରଶଂସା କରିଥିବାବେଳେ ଆଉ କେତେକ ଏହାକୁ ସମାଲୋଚନା ମଧ୍ୟ କରିଥିଲେ।

sonam3ଆଉ କିଛି ୟୁଜର୍ସ ସୋନମ୍‌ଙ୍କୁ ଏପରି ଓଭର୍‌ସାଇଜ୍‌ ଡ୍ରେସ୍‌ରେ ଦେଖି ତାଙ୍କୁ ପାଗଳ ଓ ଭୟଙ୍କର ବୋଲି କମେଣ୍ଟ୍‌ସ ଦେଇଥିଲେ। ଜଣେ ୟୁଜର୍‌ ଏହି ସୁଟ୍‌ ବାପା ଅନୀଲଙ୍କର ନୁହେଁ, ବରଂ ବଡ଼ବାପା ବୋନି କପୁର୍‌ଙ୍କର ବୋଲି ଲେଖିଥିଲେ।

ଏପରିକି ସୋନମ୍‌ଙ୍କ ଭାଇ ଅର୍ଜୁନ୍‌ କପୁର ଟ୍ୱିଟ୍‌ କରିଥିଲେ, "ମୋ ସୁଟ୍‌ ଫେରାଅ"।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story