Advertisment

କାନ୍‌ରେ ପହଞ୍ଚିଲେ ସୋନମ: ଭାଇରାଲ୍‌ ହେଲା ରେଡ୍‌ କାର୍ପେଟ୍‌ ଲୁକ୍‌

କାନ୍ (ଫ୍ରାନ୍ସ): ଚର୍ଚ୍ଚାରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌। ତାଠୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ। ସତେ ଯେମିତି ବଲିଉଡ୍‌ ଅଭିନେତ୍ରୀଙ୍କ ଗ୍ଲାମରସ୍‌ ଲୁକ୍‌ରେ ରେଡ୍‌ କାର୍ପେଟ୍‌ ରଙ୍ଗିନ୍‌ ହୋଇଯାଇଛି। ଭଳିକି ଭଳି ଡ୍ରେସରେ ବିଦେଶୀ ହିରୋଇନ୍‌ମାନଙ୍କୁ ମଧ୍ୟ ମାତ୍‌ ଦେବାରେ ଲଗିଛନ୍ତି ଆମ ଦେଶୀ ବିୟୁଟି। ଆଉ ଏହି ସୂଚିରେ ଏବେ ସାମିଲ୍‌ ହୋଇଯାଇଛନ୍ତି ବଲିଉଡ୍‌ର ଫ୍ୟାସନିଷ୍ଟ ଆଇକନ ସୋନମ କପୁର। https://www.instagram.com/p/BxsGZaMFgAZ/?utm_source=ig_web_button_share_sheet ରେଡ୍‌ କାର୍ପେଟ୍‌ରେ ଯୋଗ ଦେବା ପୂର୍ବରୁ ତାଙ୍କର ୩ଟି ଲୁକ୍‌ ଭାଇରାଲ୍‌ […]

ଅଦ୍ୟତନ ହୋଇଛି
କାନ୍‌ରେ ପହଞ୍ଚିଲେ ସୋନମ: ଭାଇରାଲ୍‌ ହେଲା ରେଡ୍‌ କାର୍ପେଟ୍‌ ଲୁକ୍‌

69419831

Advertisment

କାନ୍ (ଫ୍ରାନ୍ସ): ଚର୍ଚ୍ଚାରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌। ତାଠୁ ଅଧିକ ଚର୍ଚ୍ଚା ସାଉଁଟୁଛନ୍ତି ବଲିଉଡ୍‌ ଅଭିନେତ୍ରୀମାନେ। ସତେ ଯେମିତି ବଲିଉଡ୍‌ ଅଭିନେତ୍ରୀଙ୍କ ଗ୍ଲାମରସ୍‌ ଲୁକ୍‌ରେ ରେଡ୍‌ କାର୍ପେଟ୍‌ ରଙ୍ଗିନ୍‌ ହୋଇଯାଇଛି। ଭଳିକି ଭଳି ଡ୍ରେସରେ ବିଦେଶୀ ହିରୋଇନ୍‌ମାନଙ୍କୁ ମଧ୍ୟ ମାତ୍‌ ଦେବାରେ ଲଗିଛନ୍ତି ଆମ ଦେଶୀ ବିୟୁଟି। ଆଉ ଏହି ସୂଚିରେ ଏବେ ସାମିଲ୍‌ ହୋଇଯାଇଛନ୍ତି ବଲିଉଡ୍‌ର ଫ୍ୟାସନିଷ୍ଟ ଆଇକନ ସୋନମ କପୁର।

Advertisment

https://www.instagram.com/p/BxsGZaMFgAZ/?utm_source=ig_web_button_share_sheet

ରେଡ୍‌ କାର୍ପେଟ୍‌ରେ ଯୋଗ ଦେବା ପୂର୍ବରୁ ତାଙ୍କର ୩ଟି ଲୁକ୍‌ ଭାଇରାଲ୍‌ ହୋଇଛି। ଯେଉଁଥିରେ ସୋନମ ଖୁବ୍ ଆକର୍ଷଣୀୟ ଲାଗୁଛନ୍ତି। ରେଡ୍‌ ଗାଉନ୍‌, ଧଳା ଏଥେନିକ୍‌  ଡ୍ରେସ୍‌ ସହ ଏକ ମ୍ୟାଟ୍‌ ବ୍ଲୁ ରଙ୍ଗର ଗାଉନ୍‌ ଡ୍ରେସ୍‌ର ଫଟୋ ସାମ୍ନାକୁ ଆସିଛି।

Advertisment

https://www.instagram.com/p/BxsYBr1lKQW/?utm_source=ig_web_button_share_sheet

ଏହି ୩ଟି ଲୁକ୍‌ରେ ସୋନମ୍‌ ବେଶ୍‌ ସୁନ୍ଦର ଲାଗୁଛନ୍ତି। ଏହି ୩ଟି ଲୁକ୍‌ର ଫଟୋକୁ ସୋନମ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

https://www.instagram.com/p/BxspR2nlI77/?utm_source=ig_web_button_share_sheet

ସୋନମଙ୍କ ଏହି ଫଟୋଗୁଡିକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଫେଷ୍ଟିଭାଲକୁ ସୋନମ୍ ଡେରିରେ ଆସିଥିଲେ ମଧ୍ୟ ତାଙ୍କ ଆସିବାର ମୂଲ୍ୟ ରହିଲା ବୋଲି କହିଛନ୍ତି।

https://www.instagram.com/p/BxsxTq1lXx7/?utm_source=ig_web_button_share_sheet

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe