ସୁଭାଷଙ୍କ ପାଇଁ ହାତ କାଟିଦେଇଥିଲେ ଜଣେ ଅଭିନେତ୍ରୀ

ମୁମ୍ବାଇ: ସୁଭାଷ ଘାଇ ବଲିଉଡ୍‌ର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା। ସେ ବହୁତ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ କରିଛନ୍ତି। ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ‘ଐତରାଜ୍’ ଭଳି ଫିଲ୍ମ ସେ ତିଆରି କରିଛନ୍ତି। ଶାନ୍ତ ସ୍ୱଭାବ ଯୋଗୁ ଇଣ୍ଡଷ୍ଟ୍ରୀରେ ପ୍ରାୟ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି, ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ। ଘଟଣାଟି ତାଙ୍କର ଅନ୍ୟତମ […]

subu

subu

Chinmayee Roy
  • Published: Wednesday, 11 March 2020
  • Updated: 11 March 2020, 10:31 AM IST

Sports

Latest News

ମୁମ୍ବାଇ: ସୁଭାଷ ଘାଇ ବଲିଉଡ୍‌ର ଜଣେ ପ୍ରଖ୍ୟାତ ନିର୍ଦ୍ଦେଶକ ଓ ନିର୍ମାତା। ସେ ବହୁତ ଅଭିନେତା ଓ ଅଭିନେତ୍ରୀଙ୍କୁ ଷ୍ଟାର୍‌ କରିଛନ୍ତି। ‘କର୍ମା’, ‘ରାମ୍ ଲଖନ୍‌’, ‘ମେରି ଜଙ୍ଗ୍’, ‘ଖଲ୍‌ନାୟକ’, ‘ସୌଦାଗର’, ‘ତାଲ୍‌’ ଓ ‘ଐତରାଜ୍’ ଭଳି ଫିଲ୍ମ ସେ ତିଆରି କରିଛନ୍ତି। ଶାନ୍ତ ସ୍ୱଭାବ ଯୋଗୁ ଇଣ୍ଡଷ୍ଟ୍ରୀରେ ପ୍ରାୟ ସମସ୍ତେ ତାଙ୍କୁ ପସନ୍ଦ କରନ୍ତି। ତେବେ ଆପଣ ଜାଣନ୍ତି, ଥରେ ଜଣେ ଅଭିନେତ୍ରୀ ତାଙ୍କ ଯୋଗୁ ନିଜ ହାତ କାଟି ଦେଇଥିଲେ।

ଘଟଣାଟି ତାଙ୍କର ଅନ୍ୟତମ ସୁପରହିଟ୍‌ ଫିଲ୍ମ ‘ରାମ୍‌ ଲଖନ୍‌’ର ଶୁଟିଂ ବେଳର। ଏଥିରେ ଜ୍ୟାକି ଶ୍ରଫ୍‌, ଡିମ୍ପଲ କପାଡ଼ିଆ, ଅନୀଲ କପୁର, ମାଧୁରୀ ଦୀକ୍ଷିତ୍, ରାକ୍ଷୀ, ଅମରିଶ ପୁରୀ, ପରେଶ ରାୱଲ ଓ ଅନୁପମ୍ ଖେର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏମାନଙ୍କ ବ୍ୟତୀତ ଆଉ ଜଣେ ଅଭିନେତ୍ରୀ ସୋନିକା ଗିଲ୍ ମଧ୍ୟ ଏଥିରେ ଅଭିନୟ କରିଥିଲେ। ଏହା ପୂର୍ବରୁ ସେ କେବଳ ବି-ଗ୍ରେଡ୍‌ ଫିଲ୍ମରେ ହିଁ କାମ କରିଥିଲେ। ତେଣୁ ଏହି ଫିଲ୍ମ ମାଧ୍ୟମରେ କ୍ୟାରିୟର ଗଢ଼ିବାକୁ ତାଙ୍କ ପାଖରେ ଏକ ବଡ଼ ସୁଯୋଗ ଥିଲା। କିନ୍ତୁ ସେ ସୁଭାଷଙ୍କ ମୁତାବକ୍‌ ସଟ୍‌ ଦେଇପାରୁ ନ ଥିଲେ। ତେଣୁ ସୁଭାଷ ତାଙ୍କ ଉପରେ ବାରମ୍ବାର ବିରକ୍ତ ହେଉଥିଲେ ଓ ସର୍ବସମ୍ମୁଖରେ ଗାଳି ମଧ୍ୟ କରୁଥିଲେ। ଫଳରେ ସୋନିକା ବହୁତ ଚିଡ଼ିଯାଉଥିଲେ ଓ ଚିନ୍ତାରେ ରହୁଥିଲେ।

ଫିଲ୍ମର ଶୁଟିଂ ଶେଷ ହେବା ପରେ ଏହାର ରାପ୍‌ଅପ୍‌ ପାର୍ଟିରେ ମଧ୍ୟ ଉଭୟଙ୍କ ଭିତରେ ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ସୋନିକାଙ୍କୁ ଲାଗିଲା ଯେ ସୁଭାଷ ଜାଣିଶୁଣି ତାଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରୁଛନ୍ତି। ତେଣୁ ସେ ବହୁତ ରାଗି ଯାଇଥିଲେ। ଏହା ପରେ ସେ ନିଜ ହାତ କାଟି ଦେଇଥିଲେ। ଏ କଥା ସାମ୍ନାକୁ ଆସିବା ପରେ ଯେତେବେଳେ ସୋନିକାଙ୍କୁ ଏହା ବିଷୟରେ ପଚରଗଲା ସେ କିଛି କହି ନ ଥିଲେ। ଅନ୍ୟପକ୍ଷରେ ସୁଭାଷ କିନ୍ତୁ ମାନିଥିଲେ ଯେ ସୋନିକା ହାତ କାଟି ଦେଇଥିଲେ। ହେଲେ ଏହା ସୋନିକାଙ୍କ ବ୍ୟକ୍ତିଗତ ସମସ୍ୟା ବୋଲି ସେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story