ବେରୋଜଗାରଙ୍କ ସହାୟତା ପାଇଁ ସୋନୁଙ୍କ ‘ସୋନୁଇଜମ୍’ ଆପ୍

ମୁମ୍ୱାଇ: ପୁଣି ଥରେ ସହୃଦୟତା ଦେଖାଇଲେ ବଲିଉଡ ଅଭିନେତା ସୋନୁ ସୁଦ । ବେରୋଜଗାରଙ୍କ ସହାୟତା ପାଇଁ ଆରମ୍ଭ କଲେ ନୂଆ ଆପ୍ । ସୋନୁ ସୁଦ ଏବଂ ତାଙ୍କ ଟିମ୍ ମିଶି ‘ସୋନୁଇଜିମ’ (Sonuism) ନାମକ ଏକ ଆପ୍ ଲଞ୍ଚ କରିଛନ୍ତି ।  ଏହି ଆପ୍ ବିଶେଷ କରି ଶିକ୍ଷିତ ବେରୋଜଗାର ଛାତ୍ରଛାତ୍ରୀଙ୍କ ସହାୟତା କରିବ । ସୋନୁଙ୍କ ଏହି ନୂଆ ଆପ୍ ବେରୋଜଗାରିଆଙ୍କୁ ଚାକିରି ଖୋଜିବା ଏବଂ ଗରିବ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଓ ସ୍ମାର୍ଟଫୋନ […]

sonu-soud

sonu-soud

Madhupriya Mistry
  • Published: Tuesday, 01 December 2020
  • Updated: 01 December 2020, 11:30 AM IST

Sports

Latest News

ମୁମ୍ୱାଇ: ପୁଣି ଥରେ ସହୃଦୟତା ଦେଖାଇଲେ ବଲିଉଡ ଅଭିନେତା ସୋନୁ ସୁଦ । ବେରୋଜଗାରଙ୍କ ସହାୟତା ପାଇଁ ଆରମ୍ଭ କଲେ ନୂଆ ଆପ୍ । ସୋନୁ ସୁଦ ଏବଂ ତାଙ୍କ ଟିମ୍ ମିଶି ‘ସୋନୁଇଜିମ’ (Sonuism) ନାମକ ଏକ ଆପ୍ ଲଞ୍ଚ କରିଛନ୍ତି ।  ଏହି ଆପ୍ ବିଶେଷ କରି ଶିକ୍ଷିତ ବେରୋଜଗାର ଛାତ୍ରଛାତ୍ରୀଙ୍କ ସହାୟତା କରିବ ।

ସୋନୁଙ୍କ ଏହି ନୂଆ ଆପ୍ ବେରୋଜଗାରିଆଙ୍କୁ ଚାକିରି ଖୋଜିବା ଏବଂ ଗରିବ ଛାତ୍ରଛାତ୍ରୀଙ୍କୁ ଲାପଟପ୍ ଓ ସ୍ମାର୍ଟଫୋନ ଯୋଗାଇବାରେ ସାହାର୍ଯ୍ୟ କରିବ । କେବଳ ସେତକି ନୁହେଁ ଏହି ଆପ୍ ବିଦେଶର ୟୁନିର୍ଭସିଟିରେ ଡାକ୍ତରୀ ପାଠ ପଢ଼ୁଥିବା ଯୁବପିଢ଼ିଙ୍କୁ ମଧ୍ୟ ସାହାୟତା କରିବ ।  ସୋନୁ ଏହି ଆପ୍ ଲଞ୍ଚ କରିବା ସହ ନିଜ ମା’ଙ୍କ ନାମରେ ଏକ ସ୍କଲାରସିପ୍ ମଧ୍ୟ ଆରମ୍ଭ କରିଛନ୍ତି । ପଞ୍ଜାବର ଇଞ୍ଜିନିଅରିଂ କଲେଜରେ ପାଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେ ଏହି ସୁବିଧା ଆରମ୍ଭ କରିଛନ୍ତି ।

ଲକଡାଉନ ସମୟରେ ସୋନୁ ସୁଦ ଅନେକ ପ୍ରବାସୀ ଶ୍ରମିକଙ୍କ ସହାୟତା କରି ସୋଶାଲ ମିଡିଆରା ଚର୍ଚ୍ଚା ସାଉଁଟିଥିଲେ । ଲକଡାଉନ ପରେ ଏବେ ବି ଲଗାତର ଆବଶ୍ୟକୀୟ ଲୋକଙ୍କ ସହାୟତା କରିବା ଜାରି ରଖିଛନ୍ତି ସୋନୁ ଏବଂ ତାଙ୍କ ଟିମ୍ । ଯାହାର ଭିଡିଓ ଏବଂ ଫଟୋ ପ୍ରତିଦିନ ସୋଶାଲ ମିଡିଆରେ ଦେଖିବାକୁ ମିଳୁଛି ।

ସୂଚନାଯୋଗ୍ୟ ଯେ, ଗତବର୍ଷ ୨୦୧୯ରେ ରିଲିଜ ହୋଇଥିବା ଫିଲ୍ମ ‘ସୀତା’ରେ ସୋନୁ ସୁଦଙ୍କୁ ଶେଷଥର ପାଇଁ ବଡ ପରଦାରେ ଦେଖିବାକୁ ମିଳିଥିଲା । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ’ ପାଇଁ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସୋନୁ ସୁଦଙ୍କ ସମେତ ଅକ୍ଷୟ କୁମାର ଏବଂ ମାନୁଷି ଛିଲ୍ଲର ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସୋନୁ ସାଉଥର ଏକ ଫିଲ୍ମ ’ଥାମିଲାରସନ’ ପାଇଁ ମଧ୍ୟ କାମ କରୁଛନ୍ତି । ଏହି ଫିଲ୍ମଟି ଆସନ୍ତା ବର୍ଷ ଫ୍ଲୋରକୁ ଆସିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story