ସଲ୍‌ମାନ୍‌ଙ୍କ ସହ ଡେବ୍ୟୁ କରିବେ ସୂରଜ ବଡ଼ଜାତ୍ୟାଙ୍କ ପୁଅ

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ପୁଅ ଦେବାଂଶ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ତାଙ୍କ ବାପାଙ୍କ ଭଳି ନିର୍ଦ୍ଦେଶନା କ୍ଷେତ୍ରରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଚର୍ଚ୍ଚା ହେଉଥିଲା ଯେ ଦେବାଂଶଙ୍କ ପ୍ରଥମ ଫିଲ୍ମରେ କାର୍ତ୍ତିକ୍‌ ଆର୍ଯ୍ୟନ ଅଭିନୟ କରିବେ। ହେଲେ ଏବେ ସେ ଏହାକୁ ଖଣ୍ଡନ କରିଛନ୍ତି। ଏହା ସହିତ ସେ କାହା ସହ ତାଙ୍କର ପ୍ରଥମ ଫିଲ୍ମ କରିବେ, ତାହା ସ୍ପଷ୍ଟ […]

salman

salman

Chinmayee Roy
  • Published: Tuesday, 24 December 2019
  • Updated: 24 December 2019, 09:35 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ପୁଅ ଦେବାଂଶ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ତାଙ୍କ ବାପାଙ୍କ ଭଳି ନିର୍ଦ୍ଦେଶନା କ୍ଷେତ୍ରରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଚର୍ଚ୍ଚା ହେଉଥିଲା ଯେ ଦେବାଂଶଙ୍କ ପ୍ରଥମ ଫିଲ୍ମରେ କାର୍ତ୍ତିକ୍‌ ଆର୍ଯ୍ୟନ ଅଭିନୟ କରିବେ। ହେଲେ ଏବେ ସେ ଏହାକୁ ଖଣ୍ଡନ କରିଛନ୍ତି। ଏହା ସହିତ ସେ କାହା ସହ ତାଙ୍କର ପ୍ରଥମ ଫିଲ୍ମ କରିବେ, ତାହା ସ୍ପଷ୍ଟ କରି ଦେଇଛନ୍ତି।

ଦେବାଂଶ କହିଛନ୍ତି ଯେ ସେ ସଲ୍‌ମାନ୍‌ ଖାନ୍‌ ସହ ତାଙ୍କର ପ୍ରଥମ ଫିଲ୍ମ କରିବେ। କାରଣ ଏହା ତାଙ୍କ ପରିବାରର ପରମ୍ପରା। ତାଙ୍କ ବାପା ସୂରଜ୍‌ ବଡ଼ଜାତ୍ୟା ମଧ୍ୟ ୧୯୮୯ରେ ସଲ୍‌ମାନ୍‌ଙ୍କ ସହ ଫିଲ୍ମ ‘ମେନେ ପ୍ୟାର୍‌ କିୟା’ରୁ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସବୁଠୁ ବଡ଼ କଥା ହେଉଛି ଲିଡ୍‌ ହିରୋ ଭାବେ ସଲ୍‌ମାନଙ୍କର ମଧ୍ୟ ଏହା ପ୍ରଥମ ଫିଲ୍ମ ଥିଲା। ଫିଲ୍ମଟି ପୂରା ହିଟ୍‌ ହୋଇଥିଲା। ଆଜି ମଧ୍ୟ ଦର୍ଶକ ଏହି ଫିଲ୍ମକୁ ମନେପକାନ୍ତି। ତେଣୁ ସେ ମଧ୍ୟ ତାଙ୍କର ପ୍ରଥମ ଫିଲ୍ମରେ ସଲ୍‌ମାନ୍‌ଙ୍କୁ ଲିଡ୍‌ ରୋଲ୍‌ରେ ନେବାକୁ ଚାହୁଁଛନ୍ତି।

ଦେବାଂଶଙ୍କ କହିବା ଅନୁଯାୟୀ ସେ ତାଙ୍କ ବାପା ଓ ସଲ୍‌ମାନ୍‌ଙ୍କ କାମକୁ ଦେଖି ଦେଖି ବଡ଼ ହୋଇଛନ୍ତି। ତେଣୁ ପ୍ରଥମେ ସଲ୍‌ମାନ୍‌ଙ୍କଠାରୁ ହିଁ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ସୂରଜଜଙ୍କ ସହ ସଲ୍‌ମାନ୍‌ ୪ଟି ଫିଲ୍ମରେ କାମ କରିଛନ୍ତି। ସେଗୁଡ଼ିକ ହେଲା ‘ମୈନେ ପ୍ୟାର୍‌ କିୟା’, ‘ହମ୍‌ ‌ଆପ୍‌କେ ହେ କୌନ୍’, ‘ହମ୍‌ ସାଥ୍‌ ସାଥ୍‌ ହୈ’ ଓ ‘ପ୍ରେମ୍‌ ରତନ୍‌ ଧନ ପାୟୋ’। ଆଉ ଏସବୁ ଗୁଡ଼ିକ ହିଟ୍ ସାବ୍ୟସ୍ତ ହୋଇଥିଲା। ଗତ କିଛିଦିନ ତଳେ ଖବର ଆସିଥିଲା ଯେ ଏହି ଯୋଡ଼ି ପୁଣିଥରେ ‘ହମ୍‌ ‌ଆପ୍‌କେ ହେ କୌନ୍’ର ସିକ୍ୱେଲ୍‌ ନେଇ ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story