Advertisment

ରିଲିଜ୍‌ ହେଲା ଫିଲ୍ମ 'ବାଳ': ଚନ୍ଦାମାନଙ୍କ ପାଇଁ ଥିଲା ଅଫର୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚନ୍ଦା ସମସ୍ୟାକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ବାଳ-ଦି ରିଦିମ୍‌ ଅଫ୍ ଲାଇଫ୍’ ଆଜି ରିଲିଜ୍‌ ହୋଇଛି। ଫିଲ୍ମର ପ୍ରିମିୟର ଶୋ’ କଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି। ଏହି ପ୍ରିମିୟର ଶୋ’ରେ ଚନ୍ଦା ଲୋକଙ୍କ ପାଇଁ ବିଶେଷ ଅଫର୍‌ ଥିଲା। ସେମାନେ ଏହି ଫିଲ୍ମକୁ ମାଗଣା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା। ସୂଚନାଯୋଗ୍ୟ, ‘ବାଳ-ଦି ରିଦିମ ଅଫ୍ ଲାଇଫ୍’ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସମୀର, ଦିବ୍ୟା ଓ […]

author-image
Biswobandita Swain
ରିଲିଜ୍‌ ହେଲା ଫିଲ୍ମ 'ବାଳ': ଚନ୍ଦାମାନଙ୍କ ପାଇଁ ଥିଲା ଅଫର୍‌

bala

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚନ୍ଦା ସମସ୍ୟାକୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ବାଳ-ଦି ରିଦିମ୍‌ ଅଫ୍ ଲାଇଫ୍ଆଜିରିଲିଜ୍‌ ହୋଇଛି। ଫିଲ୍ମର ପ୍ରିମିୟର ଶୋକଟକର ଜୟଶ୍ରୀ ସିନେମା ହଲ୍‌ରେ ଅନୁଷ୍ଠିତ ହୋଇଛି। ଏହି ପ୍ରିମିୟର ଶୋରେ ଚନ୍ଦା ଲୋକଙ୍କ ପାଇଁ ବିଶେଷ ଅଫର୍‌ ଥିଲା। ସେମାନେ ଏହି ଫିଲ୍ମକୁ ମାଗଣା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

Advertisment

ସୂଚନାଯୋଗ୍ୟ, ବାଳ-ଦି ରିଦିମ ଅଫ୍ ଲାଇଫ୍ ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଛନ୍ତି ସମୀର, ଦିବ୍ୟା ଓ ଅନନ୍ୟା। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅମର ପତି। ୨୦୧୮ ଅକ୍ଟୋବର ୫ରେ ଏହି ଟାଇଟଲ ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ପଞ୍ଜୀକରଣ କରାଯାଇଥିଲା। ଏହି ସିନେମାରେ ସ୍ୱର୍ଗତ ଅଭିନେତା ସଲିଲ ମିତ୍ର ଅଭିନୟ କରିଛନ୍ତି।