Advertisment

ଫ୍ୟାନମାନଙ୍କୁ ଟାସ୍କ ଦେଲେ କିଙ୍ଗ୍ ଖାନ୍, ବିଜେତାଙ୍କୁ ମିଳିବ...

ମୁମ୍ବାଇ: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଚାଲିଛି। ସବୁ ଅଫିସ୍ ଓ ସ୍କୁଲ କଲେଜ ବନ୍ଦ ଥିବାରୁ ସମସ୍ତେ ଏବେ ଘରେ ରହି ପ୍ରାୟ ବିରକ୍ତ ହେଉଛନ୍ତି। ତେବେ ଏଭଳି ପରିସ୍ଥିତିରେ ସୁପରଷ୍ଟାର ଶାହରୁଖ ଖାନ୍ ନିଜ ପ୍ରଶଂସକଙ୍କୁ ଲକଡାଉନ୍ ସମୟକୁ ଉପଭୋଗ କରିବା ଲାଗି ଏକ ଟାସ୍କ ଦେଇଛନ୍ତି। ଏହି ଟାସ୍କ ସମ୍ପୂର୍ଣ କଲେ ୩ଜଣ ବିଜୟୀଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ବଲିଉଡ୍ କିଙ୍ଗ୍ ଖାନ୍ କହିଛନ୍ତି। https://www.instagram.com/p/B_94iFxlAM0/?utm_source=ig_web_copy_link […]

ଫ୍ୟାନମାନଙ୍କୁ ଟାସ୍କ ଦେଲେ କିଙ୍ଗ୍ ଖାନ୍, ବିଜେତାଙ୍କୁ ମିଳିବ...

srk

Advertisment

ମୁମ୍ବାଇ: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ଲକଡାଉନ୍ ଚାଲିଛି। ସବୁ ଅଫିସ୍ ଓ ସ୍କୁଲ କଲେଜ ବନ୍ଦ ଥିବାରୁ ସମସ୍ତେ ଏବେ ଘରେ ରହି ପ୍ରାୟ ବିରକ୍ତ ହେଉଛନ୍ତି। ତେବେ ଏଭଳି ପରିସ୍ଥିତିରେ ସୁପରଷ୍ଟାର ଶାହରୁଖ ଖାନ୍ ନିଜ ପ୍ରଶଂସକଙ୍କୁ ଲକଡାଉନ୍ ସମୟକୁ ଉପଭୋଗ କରିବା ଲାଗି ଏକ ଟାସ୍କ ଦେଇଛନ୍ତିଏହି ଟାସ୍କ ସମ୍ପୂର୍ଣ କଲେ ୩ଜଣ ବିଜୟୀଙ୍କୁ ପୁରସ୍କାର ମଧ୍ୟ ଦିଆଯିବ ବୋଲି ବଲିଉଡ୍ କିଙ୍ଗ୍ ଖାନ୍ କହିଛନ୍ତି

Advertisment

https://www.instagram.com/p/B_94iFxlAM0/?utm_source=ig_web_copy_link

ଶାହରୁଖ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଗୋଟିଏ ଭଲ ହରର୍ ଫିଲ୍ମ କିମ୍ବା ସିରିଜ୍ କିଏ ବା ଉପଭୋଗ ନ କରେ।ଆମେ ସମସ୍ତେ ଏବେ କ୍ଵାରେଣ୍ଟାଇନରେ ଅଛୁ ଓ ଆମକୁ କିଛି ଖାଲି ସମୟ ମିଳିଛି।ଏହିଭଳି ସମୟରେ ଆମେ ସମସ୍ତେ କିଛି ଅଲଗା କାମ କରିବା ଉଚିତ ଯାହା ମଜାଦାର, ରୋମାଞ୍ଚକ ଓ ଭୟାନକ ମଧ୍ୟ ହୋଇଥିବ। ଏହି ପୋଷ୍ଟ ଜରିଆରେ ଶାହାରୁଖ୍ ଫ୍ୟାନମାନଙ୍କୁ ହରର୍ ଫିଲ୍ମ ତିଆରି କରବାକୁ ଟାସ୍କ ଦେଇଛନ୍ତି।

publive-imageଏହି ପୋଷ୍ଟ ସହ ଶାହରୁଖ ଖାନ ଲୋକଙ୍କୁ ସର୍ଟ ଫିଲ୍ମ ତିଆରି ପାଇଁ କିଛି ଟିପ୍ସ ଓ ନିୟମ ମଧ୍ୟ ଦେଇଛନ୍ତି। ତଦ୍ଦନୁଯାୟୀ, ଫିଲ୍ମ ତିଆରି କଲାବେଳେ ଆପଣ ଏକାଧିକ ଲୋକଙ୍କୁ ନେଇ ପାରିବେ ହେଲେ ସାମାଜିକ ଦୂରତା ନିୟମ ପାଳନ କରିବା ନିହାତି ଆବଶ୍ୟକ। ଏହା ବ୍ୟତୀତ ଫିଲ୍ମରେ ବ୍ୟବହୃତ ପ୍ରପ୍ ମଧ୍ୟ ଘରର ସାମଗ୍ରୀ ହୋଇଥିବା ଆବଶ୍ୟକ।ଏଥିସହ ଶାହରୁଖଏକ ମେଲ୍ ଆଇଡି ମଧ୍ୟ ଦେଇଛନ୍ତି, ଯେଉଁଥିରେ ଲୋକମାନେ ନିଜଭିଡିଓ ତାଙ୍କ ପାଖକୁ ପଠାଇପାରିବେଭିଡିଓ ପଠାଇବାରଶେଷ ତାରିଖ ହେଉଛି ମେ ୧୮ ତେବେଏହି ଟାସ୍କର ୩ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଶାହରୁଖ ନିଜେ ଭିଡିଓ କଲ୍ କରିକଥା ହେବେ

Advertisment

https://www.instagram.com/tv/B_6rfnplRa6/?utm_source=ig_web_copy_link

ବାସ୍ତବରେ ଶାହାରୁଖ ଏସବୁ ଲୋକମାନଙ୍କ ମନୋରଞ୍ଜନ ସହ ନିଜ ୱେବ ସିରିଜର ପ୍ରମୋଶନ ପାଇଁ ବି କରୁଛନ୍ତି। ଖୁବଶୀଘ୍ର ତାଙ୍କ କମ୍ପାନୀ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟଏକ ନୂଆ ୱେବସିରିଜ୍ ‘ବେତାଲ୍’ ରିଲିଜ୍ କରିବାକୁ ଯାଉଛିଗତ  ତାରିଖରେ ଏହାର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଯାଇଛି।ଏହା ଏକ ହରର୍ ଥ୍ରୀଲର୍ ସିରିଜ୍ଏହି ସରିଜ୍ର ନିର୍ଦ୍ଦେଶନା ପେଟ୍ରିକ୍ ଗ୍ରାହମ୍ ଦେଇଛନ୍ତିଟ୍ରେଲରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ଏହାକୁ ଦେଖିବା ପରେ ଶାହରୁଖଙ୍କ ପ୍ରଶଂସକମାନେରିଲିଜ୍ ତାରିଖକୁ ଅପେକ୍ଷା କରିଛନ୍ତି। ଏହି ୱେବ୍ ସିରିଜଟି ମେ ୨୪ରେ Netflixରେ ରିଲିଜ୍ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe