Advertisment

କମେଡି ତାମିଲ ଫିଲ୍ମ ‘କାଥୀ ସଂଦୟି’ରେ ଗୀତ ଗାଇବେ ଶ୍ରୁତି ହାସନ

ଚେନ୍ନାଇ: ଶ୍ରୁତି ହାସନ ଅଭିନୟ କରିବା ସହ ଗୀତ ଗାଆନ୍ତି। ଆଗାମୀ ତାମିଲ କମେଡି ଫିଲ୍ମ ‘କାଥୀ ସଂଦୟି’ ରେ ସେ ଗୀତ ଗାଇବେ। ଏହି ତାମିଲ ଫିଲ୍ମରେ ଗୀତ ଗାଇବାକୁ ତାଙ୍କୁ  ଅଫର ମିଳିଛି। ଖୁବଶୀଘ୍ର ଗୀତ ରେକର୍ଡିଂ କରାଯିବ।  ହିପହପ୍‌ ତମିଝା ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ସୁରଜ। ସୁରଜ କହିଛନ୍ତି, “ଏହି ଫିଲ୍ମର ଗୀତଗୁଡ଼ିକ ପାଇଁ ଶ୍ରୁତିଙ୍କ ସ୍ୱର ପରଫେକ୍ଟ।”  ‘କାଥୀ ସଂଦୟି’ ଦୀପାବଳିରେ ରିଲିଜ୍‌ ହେବ। […]

କମେଡି ତାମିଲ ଫିଲ୍ମ ‘କାଥୀ ସଂଦୟି’ରେ ଗୀତ ଗାଇବେ ଶ୍ରୁତି ହାସନ

shruti-hassan

Advertisment

ଚେନ୍ନାଇ: ଶ୍ରୁତି ହାସନ ଅଭିନୟ କରିବା ସହ ଗୀତ ଗାଆନ୍ତି। ଆଗାମୀ ତାମିଲ କମେଡି ଫିଲ୍ମ ‘କାଥୀ ସଂଦୟି’ ରେ ସେ ଗୀତ ଗାଇବେ। ଏହି ତାମିଲ ଫିଲ୍ମରେ ଗୀତ ଗାଇବାକୁ ତାଙ୍କୁ  ଅଫର ମିଳିଛି। ଖୁବଶୀଘ୍ର ଗୀତ ରେକର୍ଡିଂ କରାଯିବ।

Advertisment

 ହିପହପ୍‌ ତମିଝା ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଛନ୍ତି ସୁରଜ। ସୁରଜ କହିଛନ୍ତି, “ଏହି ଫିଲ୍ମର ଗୀତଗୁଡ଼ିକ ପାଇଁ ଶ୍ରୁତିଙ୍କ ସ୍ୱର ପରଫେକ୍ଟ।”

 ‘କାଥୀ ସଂଦୟି’ ଦୀପାବଳିରେ ରିଲିଜ୍‌ ହେବ। ଏଥିରେ ‘ବାହୁବଳୀ’ ଫେମ୍ ତମନ୍ନା ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe