କାହିଁକି ସାର୍‌ଙ୍କ ପାଦ ଧରି ଥିଲେ ରାକେଶ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନ ବହିରେ ଏମିତି ଅନେକ ସଂଘର୍ଷର ପୃଷ୍ଠା ଥାଏ, ଯାହାକୁ ଓଲଟାଇଲେ ଆଖି ଛଳ ଛଳ ହୋଇଯାଏ। କିଛି ଖଟା ଓ ମିଠା ସ୍ମୃତିକୁ ନେଇ ଜୀବନ ଗାଡ଼ି ଗଡ଼ି ଚାଲେ ସତ, କିନ୍ତୁ ଏମିତି କିଛି ସ୍ମୃତି ଥାଏ, ଯାହାକୁ ଭୁଲିବା କଷ୍ଟସାଧ୍ୟ। ସେମିତି କିଛି ଘଟଣା ଘଟିଯାଇଛି ଓଲିଉଡ୍‌ ଅଭିନେତା ରାକେଶଙ୍କ ଜୀବନରେ। ଆଜି ରାକେଶ ଓଲିଉଡ୍‌ର ଜଣେ ଜଣାଶୁଣା କୋରିଓଗ୍ରାଫର ଓ ଅଭିନେତା। କିନ୍ତୁ ଦିନ ଥିଲା ତାଙ୍କ ପାଖରେ […]

rakesh

rakesh

Biswobandita Swain
  • Published: Friday, 16 August 2019
  • Updated: 16 August 2019, 02:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୀବନ ବହିରେ ଏମିତି ଅନେକ ସଂଘର୍ଷର ପୃଷ୍ଠା ଥାଏ, ଯାହାକୁ ଓଲଟାଇଲେ ଆଖି ଛଳ ଛଳ ହୋଇଯାଏ। କିଛି ଖଟା ଓ ମିଠା ସ୍ମୃତିକୁ ନେଇ ଜୀବନ ଗାଡ଼ି ଗଡ଼ି ଚାଲେ ସତ, କିନ୍ତୁ ଏମିତି କିଛି ସ୍ମୃତି ଥାଏ, ଯାହାକୁ ଭୁଲିବା କଷ୍ଟସାଧ୍ୟ। ସେମିତି କିଛି ଘଟଣା ଘଟିଯାଇଛି ଓଲିଉଡ୍‌ ଅଭିନେତା ରାକେଶଙ୍କ ଜୀବନରେ।

ଆଜି ରାକେଶ ଓଲିଉଡ୍‌ର ଜଣେ ଜଣାଶୁଣା କୋରିଓଗ୍ରାଫର ଓ ଅଭିନେତା। କିନ୍ତୁ ଦିନ ଥିଲା ତାଙ୍କ ପାଖରେ କଲେଜ୍‌ ଫି’ ଦେବାକୁ ଟଙ୍କା ନଥିଲା। ଆଉ ସେଥିପାଇଁ ତାଙ୍କୁ ପରୀକ୍ଷା ହଲ୍‌ରୁ ବାହାର କରି ଦିଆଯାଇଥିଲା।

ଏହା ହେଉଛି ତାଙ୍କର ଇଞ୍ଜିନିୟରିଂ ପଢ଼ା ସମୟର କଥା। ରାକେଶ ଏକ ଘରୋଇ ଇଞ୍ଜିନିୟରିଂ କଲେଜ୍‌ରେ କମ୍ପ୍ୟୁଟର ସାଇନ୍ସରେ ବିଟେକ୍‌ କରୁଥିଲେ। ଘରେ ସେତେବେଳେ ଟଙ୍କାର ଅଭାବ ଥିଲା। ପ୍ରଥମ ବର୍ଷ ସେ କୌଣସି ମତେ ଟଙ୍କା ଯୋଗାଡ଼ କରି କଲେଜ୍ ଫି’ ଦେଇଥିଲେ। କିନ୍ତୁ ଦ୍ୱିତୀୟ ବର୍ଷ ସେ ଫି’ ଭରିବାକୁ ଟଙ୍କା ଯୋଗାଡ଼ କରିପାରିଲେ ନାହିଁ। ସେଥିପାଇଁ ତାଙ୍କୁ କଲେଜ୍ କର୍ତ୍ତୃପକ୍ଷ ପରୀକ୍ଷା ଦେବାକୁ ଅନୁମତି ଦେଇ ନଥିଲେ। ବହୁ ଅନୁରୋଧ କରିବା ପରେ ମଧ୍ୟ କଲେଜ୍‌ କର୍ତ୍ତୃପକ୍ଷ ତାଙ୍କ କଥା ଶୁଣି ନଥିଲେ। ପରିସ୍ଥିତି ଏମିତି ହେଲା ଯେ ରାକେଶ ପରୀକ୍ଷା ହଲ୍‌ରେ ବସିବା ପାଇଁ ଶିକ୍ଷକଙ୍କ ପାଦ ଧରି ପକାଇଥିଲେ। ତଥାପି ତାଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳି ନଥିଲା। ତା’ ପର ବର୍ଷ ସେ ଫି’ ଭରି ପୁଣି ପରୀକ୍ଷା ଦେଇଥିଲେ।

ରାକେଶ କହିଛନ୍ତି,“ଯେଉଁ କଲେଜ୍‌ରେ ଟଙ୍କା ଦେଇ ନପାରିବାରୁ ମୋତେ ପରୀକ୍ଷାହଲ୍‌ରେ ବସିବାକୁ ଦିଆଯାଇ ନଥିଲା, ଦିନେ ସେହି କଲେଜ୍‌ ମୋତେ ମୁଖ୍ୟ ଅତିଥି କରି ଡାକି ଥିଲା। ଇଞ୍ଜିନିୟରିଂ ପାସ୍ କରିବାର ଗୋଟେ ବର୍ଷ ପରେ ସେହି କଲେଜ୍‌ର ଏକ କାର୍ଯ୍ୟକ୍ରମରେ ମୁଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲି।”

ରାକେଶ ଏକ ମଧ୍ୟବିତ ପରିବାରରୁ ଆସିଛନ୍ତି। ତାଙ୍କ ଘରେ ମୋଟ ୬ ଜଣ ସଦସ୍ୟ। ଫିଲ୍ମରେ କାମ କରିବା ପୂର୍ବୁରୁ ସେ କୋରିଓଗ୍ରାଫି ଏବଂ ବିଭିନ୍ନ ଶୋ’ରେ ନାଚି ଅର୍ଥ ରୋଜଗାର କରୁଥିଲେ। ‘ଲଭ୍‌ ପ୍ରମିଜ୍‌’ ଫିଲ୍ମ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ନିକଟରେ ତାଙ୍କ ଫିଲ୍ମ ‘ତୋ ବିନା ମୁଁ କିଛି ଚାହେଁନା’ ରିଲିଜ୍‌ ହୋଇଛି। ଏଥିରେ ତାଙ୍କ ସହିତ ନବାଗତା ମନସ୍ୱିନୀ ଅଭିନୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story