ଡ୍ରେସ୍‌ ଡିଜାଇନର୍‌ଙ୍କୁ ପ୍ରେମ କରୁଛନ୍ତି ଶୁଭାଶିଷ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ହେଉ କି ବଲିଉଡ୍‌ ସେଲିବ୍ରେଟି ମାନଙ୍କ ଆଫେୟାର୍‌କୁ ନେଇ ଅନେକ ଖବର ଆସେ। ସେଥିରୁ କିଛି ସତ ତ କିଛି ମିଛ ବାହାରେ। କଳାକାରମାନେ ଏକାଠି କାମ କରୁଥିବା ବେଳେ ନିଜ ସହକଳାକାରଙ୍କ ପ୍ରେମରେ ପଡିଯିବା ନେଇ ଅନେକ ଗୁଜବ ମଧ୍ୟ ଉଠେ। ଏବେ ଯାହା ଶୁଣିବାକୁ ମିଳିଛି ଅଭିନେତା ଶୁଭାଶିଷ ତାଙ୍କ ଡିଜାଇନର୍‌ଙ୍କୁ ଭଲ ପାଉଛନ୍ତି। ଏବେ ଆପଣ ଟିକେ ଦ୍ୱନ୍ଦ୍ୱରେ ପଡୁଥିବେ। କାରଣ ଆପଣ ଜାଣନ୍ତି ଶୁଭାଶିଷ ବିବାହିତ। ଅଭିନେତ୍ରୀ […]

subha

subha

Biswobandita Swain
  • Published: Friday, 15 November 2019
  • Updated: 15 November 2019, 04:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ହେଉ କି ବଲିଉଡ୍‌ ସେଲିବ୍ରେଟି ମାନଙ୍କ ଆଫେୟାର୍‌କୁ ନେଇ ଅନେକ ଖବର ଆସେ। ସେଥିରୁ କିଛି ସତ ତ କିଛି ମିଛ ବାହାରେ। କଳାକାରମାନେ ଏକାଠି କାମ କରୁଥିବା ବେଳେ ନିଜ ସହକଳାକାରଙ୍କ ପ୍ରେମରେ ପଡିଯିବା ନେଇ ଅନେକ ଗୁଜବ ମଧ୍ୟ ଉଠେ। ଏବେ ଯାହା ଶୁଣିବାକୁ ମିଳିଛି ଅଭିନେତା ଶୁଭାଶିଷ ତାଙ୍କ ଡିଜାଇନର୍‌ଙ୍କୁ ଭଲ ପାଉଛନ୍ତି।
ଏବେ ଆପଣ ଟିକେ ଦ୍ୱନ୍ଦ୍ୱରେ ପଡୁଥିବେ। କାରଣ ଆପଣ ଜାଣନ୍ତି ଶୁଭାଶିଷ ବିବାହିତ। ଅଭିନେତ୍ରୀ ଅନିଶାଙ୍କୁ ସେ ପ୍ରେମ ବିବାହ କରିଛନ୍ତି ।

ବେଶି ଦ୍ୱନ୍ଦ୍ୱରେ ରୁହନ୍ତୁ ନାହିଁ। ଏଠାରେ ଆମେ ଶୁଭାଶିଷଙ୍କ ଡ୍ରେସ୍‌ ଡିଜାଇନର୍ ତଥା ତାଙ୍କ ଧର୍ମପତ୍ନୀ ଅନିଶାଙ୍କ କଥା କହୁଛୁ।

କାରଣ ଅନିଶା ପ୍ରାୟ ସମୟ ଶୁଭାଶିଷଙ୍କ ଡ୍ରେସ୍‌ ଡିଜାଇନ୍‌ କରନ୍ତି। ‘ଶୁଭାନି’ ନାଁରେ ତାଙ୍କର ଏକ ବୁଟିକ୍‌ ମଧ୍ୟ ରହିଛି, ଯେଉଁଠି ଅନିଶା ଉଭୟ ପୁଅ ଏବଂ ଝିଅ ମାନଙ୍କ ପାଇଁ ଡ୍ରେସ୍‌ ଡିଜାଇନ୍‌ କରନ୍ତି। ଓଲିଉଡ୍‌ର କଳାକାରମାନେ ଶୁଭାନିରୁ ଭିନ୍ନ ଭିନ୍ନ ପ୍ରକାରର ଷ୍ଟାଇଲିସ୍‌ ଡ୍ରେସ୍‌ ନେଇ ମଧ୍ୟ ପିନ୍ଧିବାର ଦେଖାଯାଏ।

ସୂଚନା ଅନୁଯାୟୀ, ୨୦୧୬ ମସିହା ଜୁଲାଇ ୩ ତାରିଖରେ ଶୁଭାଶିଷ ଏବଂ  ଅନିଶା ବିବାହ କରିଥିଲା। ‘ତରଙ୍ଗ’ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିବା ଧାରାବାହିକ ‘ସ୍ୱାଭିମାନ’ରେ ଅଭିନୟ କରୁଥିବା ସମୟରେ ସେମାନେ ପ୍ରେମରେ ପଡ଼ିଯାଇଥିଲେ। ଏହି ସିରିଏଲ୍‌ରେ ବି ଏ ଦୁହେଁ ସ୍ୱାମୀସ୍ତ୍ରୀ ଭୂମିକାରେ ଅଭିନୟ କରିଥିଲେ। ଆଉ ପରଦା ଉପରେ ସ୍ୱାମୀସ୍ତ୍ରୀ ଅଭିନୟ କରୁ କରୁ କେତେବେଳେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଗଲେ ସେକଥା ଜାଣିପାରିଲେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story