Advertisment

‘ସୁଲତାନ’ର ଆସିଲା ଆଉ ଏକ ଫଟୋ: ସାର୍ଟଲେସ୍ ଲୁକରେ ଦେଖିବାକୁ ମିଳୁଛି ସଲମାନଙ୍କୁ

ମୁମ୍ୱାଇ: ସୁଲତାନଙ୍କର ଆଉ ଏକ ନୂଆ ଫଟୋ ରିଲିଜ ହୋଇଛି। ଏହି ଫଟୋରେ ସଲମାନଙ୍କୁ ସାର୍ଟଲେସ୍ ଲୁକରେ ଦେଖିବାକୁ ମିଳୁଛି। ଅପକମିଂ ମୁଭି ‘ସୁଲତାନ’ରେ ସଲମାନ୍ ଦେଶୀ ପହିଲମାନ୍ ରୋଲରେ ଆସୁଛନ୍ତି। ‘ସୁଲତାନ’ର ଫାଷ୍ଟ ଲୁକରେ ସଲମାନଙ୍କ ଅବତାରର ଫଟୋ ଦେଖିବାକୁ ମିଳିଥିବାବେଳେ ଏବେ ଆସିଛି ସାର୍ଟଲେଶ୍ ଫଟୋ। ପୂର୍ବରୁ ମୁଭିରେ ସଲମାନଙ୍କ ହେୟାର ଷ୍ଟାଇଲ୍ କିପରି ରହିଛି ଜଣାପଡ଼ି ସାରିଥିବାବେଳେ ଏବେ ସିକ୍ସ ପ୍ୟାକ୍ ବଡି, ପହିଲିମାନ ନିଶ ନଜରକୁ ଆସିଛି। ସତ ଘଟଣା ଉପରେ ଆଧାରିତ […]

author-image
Rakesh Mallick
ଅଦ୍ୟତନ ହୋଇଛି
‘ସୁଲତାନ’ର ଆସିଲା ଆଉ ଏକ ଫଟୋ: ସାର୍ଟଲେସ୍ ଲୁକରେ ଦେଖିବାକୁ ମିଳୁଛି ସଲମାନଙ୍କୁ

sultan

ମୁମ୍ୱାଇ: ସୁଲତାନଙ୍କର ଆଉ ଏକ ନୂଆ ଫଟୋ ରିଲିଜ ହୋଇଛି। ଏହି ଫଟୋରେ ସଲମାନଙ୍କୁ ସାର୍ଟଲେସ୍ ଲୁକରେ ଦେଖିବାକୁ ମିଳୁଛି। ଅପକମିଂ ମୁଭି ‘ସୁଲତାନ’ରେ ସଲମାନ୍ ଦେଶୀ ପହିଲମାନ୍ ରୋଲରେ ଆସୁଛନ୍ତି।

Advertisment

‘ସୁଲତାନ’ର ଫାଷ୍ଟ ଲୁକରେ ସଲମାନଙ୍କ ଅବତାରର ଫଟୋ ଦେଖିବାକୁ ମିଳିଥିବାବେଳେ ଏବେ ଆସିଛି ସାର୍ଟଲେଶ୍ ଫଟୋ। ପୂର୍ବରୁ ମୁଭିରେ ସଲମାନଙ୍କ ହେୟାର ଷ୍ଟାଇଲ୍ କିପରି ରହିଛି ଜଣାପଡ଼ି ସାରିଥିବାବେଳେ ଏବେ ସିକ୍ସ ପ୍ୟାକ୍ ବଡି, ପହିଲିମାନ ନିଶ ନଜରକୁ ଆସିଛି। ସତ ଘଟଣା ଉପରେ ଆଧାରିତ ‘ସୁଲତାନ’ ମୁଭି ଆସନ୍ତାବର୍ଷ ଇଦରେ ରିଲିଜ୍ ହେବ।