ଅଙ୍ଗୁର ଟବ୍‌ରେ ଟପ୍‌ଲେସ୍‌ ହେଲେ ସନ୍ନି ଲିଓନ୍‌, ଭିଡିଓ ଭାଇରାଲ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କର ଏକ ବୋଲ୍ଡ ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ୍‌ ହେଉଛି। ଅଙ୍ଗୁରରେ ଭର୍ତ୍ତି ବାଥ୍‌ ଟବ୍‌ରେ ସନ୍ନିଙ୍କୁ ଟପ୍‌ଲେସ୍‌ ହୋଇ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ସନ୍ନି ନିଜେ ତାଙ୍କର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତେବେ ଆଗାମୀ ପ୍ରୋଜେକ୍ଟ ପାଇଁ ସନ୍ନି ଏପରି ଟପ୍‌ଲେସ୍‌ ହୋଇଥିବା ଜଣାପଡ଼ିଛି। ଶେଆର୍‌ କରିଥିବା ଭିଡିଓରେ ସନ୍ନି ଟପ୍‌ଲେସ୍‌ ହୋଇ ଅଙ୍ଗୁର ଓ ପାଣିରେ ଭର୍ତ୍ତି ହୋଇଥିବା ଟବ୍‌ରେ […]

s1

s1

Puspanjali Panda
  • Published: Friday, 22 November 2019
  • Updated: 22 November 2019, 11:02 AM IST

Sports

Latest News

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ଙ୍କର ଏକ ବୋଲ୍ଡ ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ୍‌ ହେଉଛି। ଅଙ୍ଗୁରରେ ଭର୍ତ୍ତି ବାଥ୍‌ ଟବ୍‌ରେ ସନ୍ନିଙ୍କୁ ଟପ୍‌ଲେସ୍‌ ହୋଇ ମସ୍ତି କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ସନ୍ନି ନିଜେ ତାଙ୍କର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।

ତେବେ ଆଗାମୀ ପ୍ରୋଜେକ୍ଟ ପାଇଁ ସନ୍ନି ଏପରି ଟପ୍‌ଲେସ୍‌ ହୋଇଥିବା ଜଣାପଡ଼ିଛି। ଶେଆର୍‌ କରିଥିବା ଭିଡିଓରେ ସନ୍ନି ଟପ୍‌ଲେସ୍‌ ହୋଇ ଅଙ୍ଗୁର ଓ ପାଣିରେ ଭର୍ତ୍ତି ହୋଇଥିବା ଟବ୍‌ରେ ବସିଛନ୍ତି। ତାଙ୍କର ଦୁଇ ହାତରେ କଳା ଅଙ୍ଗୁର ମଧ୍ୟ ରହିଛି। ଭିଡିଓଟି ଶେଆର୍‌ କରି ସନ୍ନି କ୍ୟାପସନ୍‌ରେ ଲେଖିଛନ୍ତି, ‘ବହୁତସାରା ପାଗଳାମିବାଲା କ୍ୟାପସନ୍‌ ମୁଣ୍ଡକୁ ଆସୁଛି। ’

https://www.instagram.com/p/B5Hj9MjB36t/?utm_source=ig_web_copy_link

ନିକଟରେ ସନ୍ନି ଏବଂ ତାଙ୍କର ସ୍ୱାମୀ ଡାନିଏଲ୍‌ ୱେବର ଓ ଝିଅ ନିଶା ୱେବର୍‌ଙ୍କୁ ‘ଫ୍ରୋଜେନ୍‌ ୨’ ଫିଲ୍ମର ପ୍ରିମିୟର୍‌ ଶୋ’ରେ ସ୍ପଟ୍‌ କରାଯାଇଥିଲା। ଅନେକ ସମୟରେ ଦୁଇ ପୁଅ ଓ ଝିଅ ସହିତ ଛୁଟି କାଟୁଥିବା ସନ୍ନିଙ୍କୁ ଦେଖିବାକୁ ମିଳିଥାଏ।

ଶେଷଥର ପାଇଁ ସନ୍ନି ‘ଅର୍ଜୁନ ପଟିୟାଲା’ ଫିଲ୍ମରେ ଅଭିନୟ କରିଥିଲେ। ଏହାପରେ ସେ ସେ ଫିଲ୍ମ ‘ମୋତିଚୁର୍‌ ଚକନାଚୁର୍‌’ରେ ଆଇଟମ୍‌ ଡାନ୍ସ କରିଥିଲେ। ସୋଶାଲ ମିଡିଆରେ ସନ୍ନି ବେଶ୍‌ ସକ୍ରିୟ ରହିଥା’ନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ ୨୮ ମିଲିୟନ୍‌ ଫଲୋୟର୍ସ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story