Advertisment

ସନିଙ୍କ ପାଇଁ ସଲ୍ଲୁ ଖାସ୍

ମୁମ୍ବାଇ: ସନି ଲିଓନଙ୍କ ପାଇଁ ଭାରି ଖାସ୍ ହେଉଛନ୍ତି ସଲମାନ ଖାଁ। ନିଜେ ସନି କରିଛନ୍ତି ଏହି ଖୁଲାସା। ସନି କହିଛନ୍ତି ଯେ ଯେତେବେଳେ ସେ ଭାରତ ଆସିଥିଲେ ସଲମାନ ତାଙ୍କୁ ନିଆରା ଢଙ୍ଗରେ ସ୍ୱାଗତ କରିଥିଲେ। ଯେତେବେଳେ ତାଙ୍କୁ ଏଠାରେ କେହି ଚିହ୍ନି ନ ଥିଲେ ସେତେବେଳେ ସଲମାନ ତାଙ୍କୁ ସାହାଯ୍ୟ କରିଥିଲେ। ତାହା ତାଙ୍କ ହୃଦୟକୁ ବେଶ୍ ଛୁଇଁ ଥିଲା। ସେହିଦିନଠାରୁ ସଲମାନ ତାଙ୍କ ହୃଦୟରେ ବିଶେଷ ସ୍ଥାନ ଦଖଲ କରି ନେଇଛନ୍ତି। ଖାଲି […]

ସନିଙ୍କ ପାଇଁ ସଲ୍ଲୁ ଖାସ୍

sunny

Advertisment

ମୁମ୍ବାଇ: ସନି ଲିଓନଙ୍କ ପାଇଁ ଭାରି ଖାସ୍ ହେଉଛନ୍ତି ସଲମାନ ଖାଁ। ନିଜେ ସନି କରିଛନ୍ତି ଏହି ଖୁଲାସା। ସନି କହିଛନ୍ତି ଯେ ଯେତେବେଳେ ସେ ଭାରତ ଆସିଥିଲେ ସଲମାନ ତାଙ୍କୁ ନିଆରା ଢଙ୍ଗରେ ସ୍ୱାଗତ କରିଥିଲେ। ଯେତେବେଳେ ତାଙ୍କୁ ଏଠାରେ କେହି ଚିହ୍ନି ନ ଥିଲେ ସେତେବେଳେ ସଲମାନ ତାଙ୍କୁ ସାହାଯ୍ୟ କରିଥିଲେ। ତାହା ତାଙ୍କ ହୃଦୟକୁ ବେଶ୍ ଛୁଇଁ ଥିଲା। ସେହିଦିନଠାରୁ ସଲମାନ ତାଙ୍କ ହୃଦୟରେ ବିଶେଷ ସ୍ଥାନ ଦଖଲ କରି ନେଇଛନ୍ତି। ଖାଲି ସେତିକି ନୁହେଁ ସେ ସଲମାନଙ୍କର ଜଣେ ବଡ଼ ଫ୍ୟାନ୍ ବୋଲି ମଧ୍ୟ ସନି କହିଛନ୍ତି।

Advertisment

ବଲିଉଡରେ ପାଦ ଥାପିବା ପୂର୍ବରୁ ସଲମାନଙ୍କ ରିୟଲିଟି ଶୋ ‘ବିଗ୍ ବସ୍’ରେ ସ୍ଥାନ ପାଇଥିଲେ ସନି।

ଆଗକୁ ଆସୁଛି ସନିଙ୍କ ନୂଆ ସେକ୍ସ କମେଡି ଫିଲ୍ମ ‘ମସ୍ତିଜାଦେ’। ଭାରତ ତଥା ଭାରତ ବାହାରେ ରିଲିଜ୍ ହେବାକୁ ଏହା ପ୍ରସ୍ତୁତ ହୋଇଯାଇଛି। ଏଥିରେ ତାଙ୍କ ସହିତ ତୁଷାର କପୁର, ବୀର ଦାସ ଓ ସୁରେଶ ମେନନ ପ୍ରମୁଖ ଅଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe