କୋଣାର୍କ ମନ୍ଦିର ଯାଇ ଲୋକହସା ହେଲେ ସୂର୍ଯ୍ୟମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଲିବ୍ରେଟିମାନେ ଯେତିକି ପ୍ରଶଂସା ପାଆନ୍ତି ସେତିକି ସମାଲୋଚନାର ମଧ୍ୟ ଶିକାର ହୁଅନ୍ତି। ସେମିତି କିଛି ସମାଲୋଚନାର ଶିକାର ହୋଇଛନ୍ତି  ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର୍‌’ରେ ଯୋଗ ଦେଇଥିଲେ ସୂର୍ଯ୍ୟମୟୀ। ସେ ଏହି ପ୍ରୋଗାମରେ କୋଣାର୍କ ବୁଲିବାକୁ ଯାଇଥିଲେ। ସେଠାକୁ ଯିବାପରେ ତାଙ୍କୁ କୋଣାର୍କ ମନ୍ଦିର ସମ୍ପର୍କିତ କିଛି ପ୍ରଶ୍ନ କରାଯାଇଥିଲା। ସେଥିରୁ ସେ କିଛି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ। […]

suj

suj

Biswobandita Swain
  • Published: Friday, 31 January 2020
  • Updated: 31 January 2020, 12:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେଲିବ୍ରେଟିମାନେ ଯେତିକି ପ୍ରଶଂସା ପାଆନ୍ତି ସେତିକି ସମାଲୋଚନାର ମଧ୍ୟ ଶିକାର ହୁଅନ୍ତି। ସେମିତି କିଛି ସମାଲୋଚନାର ଶିକାର ହୋଇଛନ୍ତି  ଓଲିଉଡ୍‌ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର। ନିକଟରେ ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ଟ୍ରାଭେଲ୍‌ ୱିଥ୍‌ ଏ ଷ୍ଟାର୍‌’ରେ ଯୋଗ ଦେଇଥିଲେ ସୂର୍ଯ୍ୟମୟୀ। ସେ ଏହି ପ୍ରୋଗାମରେ କୋଣାର୍କ ବୁଲିବାକୁ ଯାଇଥିଲେ। ସେଠାକୁ ଯିବାପରେ ତାଙ୍କୁ କୋଣାର୍କ ମନ୍ଦିର ସମ୍ପର୍କିତ କିଛି ପ୍ରଶ୍ନ କରାଯାଇଥିଲା। ସେଥିରୁ ସେ କିଛି ପ୍ରଶ୍ନର ଉତ୍ତର ଦେଇ ପାରିନଥିଲେ।

ଯେମିତି କି କୋଣାର୍କ ମନ୍ଦିର ନିର୍ମାଣ କରିବାରେ କେତେ ବଢ଼େଇ କାମ କରୁଥିଲେ ପଚାରିବାରୁ ସୂର୍ଯ୍ୟମୟୀ କହିଥିଲେ, ଏଇଟା ଜଣଙ୍କର ପରିଶ୍ରମ ନୁହେଁ, ବହୁତ କାରିଗରଙ୍କ ପରିଶ୍ରମର ଫଳ। ୧୨୦୦ ଲାଗିଥିଲେ। କିନ୍ତୁ ସେ ୧୨୦୦ ଲୋକ କିଏ ସେ ତା’ର ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ।

ଧର୍ମପଦଙ୍କ ବାପାଙ୍କ ନାଁ କ’ଣ, ସେ ସମୟର ରାଜା କିଏ ଥିଲେ, ଏମିତି କିଛି ପ୍ରଶ୍ନର ସୂର୍ଯ୍ୟମୟୀ ଉତ୍ତର ଦେଇ ପାରିନଥିବା ବେଳେ ତାଙ୍କ ପାଖରେ ଥିବା ଜଣେ ଫଟୋଗ୍ରାଫର/ ଗାଇଡ୍‌ ଆସି ତାଙ୍କୁ କୋଣାର୍କ ମନ୍ଦିରର ଇତିହାସ ବିଷୟରେ ବୁଝାଇଥିଲେ।

ଏହାପରେ ସୂର୍ଯ୍ୟମୟୀ ଏସବୁ କଥାକୁ ମନେ ରଖିବେ ବୋଲି କହିଥିଲେ।

ତେବେ ତାଙ୍କୁ କୋଣାର୍କର କାରୁକାର୍ଯ୍ୟ ବହୁତ ପସନ୍ଦ, କିନ୍ତୁ ସେ କୋଣାର୍କ ପିଲା ଦିନେ ବୁଲି ବାକୁ ଆସିଥିଲେ, ଆଉ ତା ପରେ ବୁଲିବାକୁ ଆସିନଥିଲେ ବୋଲି କହିଥିଲେ। ଯାହା ତାଙ୍କ ପ୍ରଶଂସକଙ୍କୁ ଆଦୌ ଭଲ ଲାଗିନଥିଲା। ୟୁଟ୍ୟୁବରେ ଏହି ଭିଡ଼ିଓ ଶେଆର ହେବା ପରେ କିଛି ଲୋକ ଓଡ଼ିଆ ଅଭିନେତ୍ରୀ ହୋଇ ସୁର୍ଯ୍ୟମୟୀ ବିଶ୍ୱପ୍ରସିଦ୍ଧ କୋଣାର୍କ ବିଷୟରେ କିଛି ଜାଣି ନଥିବାରୁ ତାଙ୍କୁ ନିନ୍ଦା କରିଛନ୍ତି।

କିଛି ଲୋକ ଏମିତି ପ୍ରଶ୍ନର ଉତ୍ତର ଛୁଆମାନେ ବି ଦେଇଦେବେ, କିନ୍ତୁ ଜଣେ ଅଭିନେତ୍ରୀ କେମିତି ଏ ସବୁ କଥା ଜାଣିନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ତରଙ୍ଗ ସିନେ ପ୍ରଡକ୍ସନ୍ସ ଦ୍ୱାରା ନିର୍ମାଣ ହୋଇଥିବା ଫିଲ୍ମ ‘ମିଷ୍ଟର ମଜ୍‌ନୁ’ରେ ସୂର୍ଯ୍ୟମୟୀ ଲିଡ୍‌ ରୋଲ୍‌ରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଥିଲେ ବାବୁସାନ୍‌। ଏଇ ଦଶହରାରେ ଫିଲ୍ମଟି ରିଲିଜ୍ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story