ଚେହେରା ନେଇ ଖୁସି ଅଛନ୍ତି ସୂର୍ଯ୍ୟମୟୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଚାଲିଛି। ତାଙ୍କ ମୁହଁ ପାଇଁ ତାଙ୍କୁ ଫିଲ୍ମ ମିଳୁନି ବୋଲି ଲୋକମାନେ କହୁଛନ୍ତି। ତାଙ୍କ ମୁହଁ ଚାରି କୋଣିଆ ଅର୍ଥାତ୍‌ ଜ ଲାଇନ୍‌ ରହିଥିବାରୁ କୁଆଡ଼େ ତାଙ୍କୁ ଭଲ ଚରିତ୍ରର ଅଫର ମିଳୁନି ବୋଲି ଚର୍ଚ୍ଚା ହେଉଛି। ଏମିତି ଗୁଜବ ଶୁଣିବା ପରେ ସୂର୍ଯ୍ୟମୟୀ କହିଛନ୍ତି, ଲୋକମାନେ ଯାହାକୁ ଚାରିକୋଣିଆ ଚେହେରା ଭାବୁଛନ୍ତି ସେଇଟା ମୋ ପାଇଁ ବହୁତ ଲକି। କାରଣ ଏମିତି ଚେହେରା ପାଇବା ପାଇଁ […]

surmayee

surmayee

Biswobandita Swain
  • Published: Monday, 24 February 2020
  • Updated: 24 February 2020, 12:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ନେଇ ଓଲିଉଡ୍‌ରେ ଚର୍ଚ୍ଚା ଚାଲିଛି। ତାଙ୍କ ମୁହଁ ପାଇଁ ତାଙ୍କୁ ଫିଲ୍ମ ମିଳୁନି ବୋଲି ଲୋକମାନେ କହୁଛନ୍ତି। ତାଙ୍କ ମୁହଁ ଚାରି କୋଣିଆ ଅର୍ଥାତ୍‌ ଜ ଲାଇନ୍‌ ରହିଥିବାରୁ କୁଆଡ଼େ ତାଙ୍କୁ ଭଲ ଚରିତ୍ରର ଅଫର ମିଳୁନି ବୋଲି ଚର୍ଚ୍ଚା ହେଉଛି।

ଏମିତି ଗୁଜବ ଶୁଣିବା ପରେ ସୂର୍ଯ୍ୟମୟୀ କହିଛନ୍ତି, ଲୋକମାନେ ଯାହାକୁ ଚାରିକୋଣିଆ ଚେହେରା ଭାବୁଛନ୍ତି ସେଇଟା ମୋ ପାଇଁ ବହୁତ ଲକି। କାରଣ ଏମିତି ଚେହେରା ପାଇବା ପାଇଁ ଝିଅମାନେ ମେଡିକାଲ୍‌ ଯାଉଛନ୍ତି। ମୋ ବାପାଙ୍କର ଏମିତି ଚେହେରା। ସେଥିପାଇଁ ମତେ ଏହି ଚେହେରା ମିଳିଛି। ଏମିତି ଚେହେରା ପାଇଁ ମତେ ଅନେକ ଲୋକ ପ୍ରଶଂସା ମଧ୍ୟ କରିଛନ୍ତି। ଏଇ ଜ ଲାଇନ୍‌ ମତେ ସମସ୍ତଙ୍କଠାରୁ ନିଆରା କରିରଖେ। ଯିଏ ଯାହା କୁହନ୍ତୁ ମୁଁ କିନ୍ତୁ ଖୁସି ଅଛି ମୋ ଚେହେରାକୁ ନେଇ।

ନିକଟରେ ତରଙ୍ଗରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଆମ ରାଜାବାବୁ ଘର ଖାନାରେ ଯୋଗଦେଇ ଏକଥା କହିଛନ୍ତି ସୂର୍ଯ୍ୟମୟୀ।

 ଏଥିସହ ସୂର୍ଯ୍ୟମୟୀ ଆଗକୁ ଦମ୍‌ଦାର ଚରିତ୍ରରେ ଅଭିନୟ କରିବାର ଆଶା ରଖିଛନ୍ତି। ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ମିଷ୍ଟର ମଜ୍‌ନୁ’ରେ ତାଙ୍କୁ ଏକ ଦମ୍‌ଦାର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଥିଲା। ଆଗକୁ ମଧ୍ୟ ସେ ସେମିତି କିଛି ପ୍ରୋଜେକ୍ଟରେ କାମ କରିବାକୁ ଚାହାନ୍ତି। ସୂର୍ଯ୍ୟମୟୀ ଆହୁରି କହିଛନ୍ତି, ତାଙ୍କୁ ଏମିତି ଚରିତ୍ର ଦରକାର ଯାହା କରିବାକୁ ତାଙ୍କୁ ଭୟ ଲାଗୁଥିବ। ତଥାପି ସେ ରିସ୍କ ନେଇ ସେଇଟା କରିବେ। କାରଣ ନିଜ ଉପରେ ଏକ୍ସପେରିମେଣ୍ଟ କରିବାକୁ ଭଲ ପାଆନ୍ତି ବୋଲି କୁହିଛନ୍ତି ସୂର୍ଯ୍ୟମୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story