ସୁଶାନ୍ତ ସିଂହ କେସ୍‌: ସିବିଆଇ ତଦନ୍ତକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୬ ମାସ ବିତିଗଲାଣି । ଏଯାଏଁ କିନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ତାଙ୍କ ମୃତ୍ୟୁ କିଭଳି ହେଲେ ତା’ର ଉତ୍ତର କାହାରି ପାଖରେ ନାହିଁ । ଦେଶର ୩ଟି ବଡ ବଡ ତଦନ୍ତକାରୀ ସଂସ୍ଥା ଏହି ମାମଲାର ଯାଂଚ କରୁଛନ୍ତି । କିନ୍ତୁ ଏଯାଏଁ କୌଣସି ନିଷ୍କର୍ସ ବାହାରି ନାହିଁ । ସେ କାହିଁକି ଆତ୍ମହତ୍ୟା କଲେ ବା ତାଙ୍କୁ କିଏ ହତ୍ୟା କରିଛି  […]

sushant singh death case

sushant singh death case

Madhupriya Mistry
  • Published: Tuesday, 08 December 2020
  • Updated: 08 December 2020, 12:11 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୬ ମାସ ବିତିଗଲାଣି । ଏଯାଏଁ କିନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିନି । ତାଙ୍କ ମୃତ୍ୟୁ କିଭଳି ହେଲେ ତା'ର ଉତ୍ତର କାହାରି ପାଖରେ ନାହିଁ । ଦେଶର ୩ଟି ବଡ ବଡ ତଦନ୍ତକାରୀ ସଂସ୍ଥା ଏହି ମାମଲାର ଯାଂଚ କରୁଛନ୍ତି । କିନ୍ତୁ ଏଯାଏଁ କୌଣସି ନିଷ୍କର୍ସ ବାହାରି ନାହିଁ । ସେ କାହିଁକି ଆତ୍ମହତ୍ୟା କଲେ ବା ତାଙ୍କୁ କିଏ ହତ୍ୟା କରିଛି  । ଏଭଳି ଅନେକ  ପ୍ରଶ୍ନର ଉତ୍ତର ଏଯାଏଁ ସେମାନେ ଖୋଜି ପାଇ ପାରୁନାହାନ୍ତି ।

ଦୀର୍ଘ ଦିନ ଧରି ସୁଶାନ୍ତ ସିଂହ ମାମଲାର ସିବିଆଇ ତଦନ୍ତ କରୁ ବୋଲି ଦାବି ହୋଇଆସୁଥିଲା ।  କିନ୍ତୁ ଯେବେଠୁ ସିବିଆଇ ଏହି ମାମଲା ନିଜ ହାତକୁ ନେଇ ଯାଂଚ ଆରମ୍ଭ କରିଛି ସେତେବେଳଠୁ କୌଣସି ଚାର୍ଜସିଟ ମଧ୍ୟ ଦାଖଲ କରାଯାଇ ନାହିଁ । ଏହାକୁ ନେଇ ତଦନ୍ତକାରୀ ସଂସ୍ଥା ଉପରେ ପ୍ରଶ୍ନ ଉଠିଛି । ପୁନିତ କୌର ଧାଣ୍ଡା ନାମକ ଜଣେ ବ୍ୟକ୍ତି ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ସିବିଆଇର ଯାଂଚକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ସୁପ୍ରିମକୌର୍ଟରେ ଏନେଇ ଏକ ପିଟିସନ ଦାଖଲ କରିଛନ୍ତି ।

ସେ ନିଜ ପିଟିସନରେ କହିଛନ୍ତି, ଗତ ୧୯ ଅଗଷ୍ଟରେ ସୁପ୍ରିମକୋର୍ଟ ସିବିଆଇକୁ ସୁଶାନ୍ତ ସିଂହ ମାମଲାର ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିଦିନ ଠାରୁ ଆଜି ଯାଏଁ ଏହି ମାମଲରେ ସ୍ବଳ୍ପ ଅଗ୍ରଗତି ହୋଇଛି । ସିବିଆଇ ଏହି ମାମଲରେ ଦାୟିତ୍ୱହୀନ ଭାବେ ତଦନ୍ତ କରୁଛି ବୋଲି ପୁନିତ ଧାଣ୍ଡା ଅଭିଯୋଗ କରିଛନ୍ତି ।

ଆଇନ ଅନୁଯାୟୀ ହତ୍ୟା ଭଳି ଗୁରୁତର ଅପରାଧରେ ୯୦ ଦିନରେ ଚାର୍ଜସିଟ ଦାଖଲ କରିବା ନେଇ ନିୟମ ରହିଛି । କିନ୍ତୁ ବର୍ତ୍ତମାନ ଏହି ମାମଲାରେ ତଦନ୍ତ କରୁଥିବା ତଦନ୍ତକାରୀ ସଂସ୍ଥା ନିଜ ଭୂମିକା ବହନ କରିବାରେ ବିଫଳ ହୋଇଛି । ଏହାକୁ ନେଇ କେବଳ ଆମ ଦେଶର ନୁହେଁ, ସମଗ୍ର ବିଶ୍ୱରେ ପ୍ରଶାସନର ନ୍ୟାୟ ପ୍ରକ୍ରିୟାର ନାଁ ଖରାପ ହେବାରେ ଲାଗିଛି ବୋଲି ସେ ଅଗିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story