ଧାରଣାରେ ବସିଲେ ସ୍ୱରା

ନୂଆଦିଲ୍ଲୀ: ଧାରଣାରେ ବସିଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଦିଲ୍ଲୀ ସୀମାରେ ବସି ଦେଲେ ଧାରଣା । କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ସ୍ୱରା ଭାସ୍କର ଆନ୍ଦୋଳନ ସ୍ଥଳରେ ବସିଛନ୍ତି । ସେଠାରେ ବସି ସ୍ୱରା କୃଷକଙ୍କ ମନୋବଳ ବଢ଼ାଇଛନ୍ତି । ଧାରଣାସ୍ଥଳରୁ ତାଙ୍କର କିଛି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି । ନିକଟରେ କୃଷକ ଆନ୍ଦୋଳନକୁ ନେଇ ମତ ରଖିଥିବା ସ୍ୱରା ଶୁକ୍ରବାର ଆନ୍ଦୋଳନ ସ୍ଥଳକୁ ଯାଇ କୃଷକଙ୍କ ସହ ସାକ୍ଷାତ […]

swara

swara

Madhupriya Mistry
  • Published: Saturday, 19 December 2020
  • Updated: 19 December 2020, 12:02 PM IST

Sports

Latest News

ନୂଆଦିଲ୍ଲୀ: ଧାରଣାରେ ବସିଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଦିଲ୍ଲୀ ସୀମାରେ ବସି ଦେଲେ ଧାରଣା । କୃଷକଙ୍କ ଆନ୍ଦୋଳନରେ ସାମିଲ ହୋଇ ସ୍ୱରା ଭାସ୍କର ଆନ୍ଦୋଳନ ସ୍ଥଳରେ ବସିଛନ୍ତି । ସେଠାରେ ବସି ସ୍ୱରା କୃଷକଙ୍କ ମନୋବଳ ବଢ଼ାଇଛନ୍ତି । ଧାରଣାସ୍ଥଳରୁ ତାଙ୍କର କିଛି ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି ।

ନିକଟରେ କୃଷକ ଆନ୍ଦୋଳନକୁ ନେଇ ମତ ରଖିଥିବା ସ୍ୱରା ଶୁକ୍ରବାର ଆନ୍ଦୋଳନ ସ୍ଥଳକୁ ଯାଇ କୃଷକଙ୍କ ସହ ସାକ୍ଷାତ କରିଛନ୍ତି । ସେଠାରେ ପହଞ୍ଚି ସେ ତାଙ୍କ ସହ ଆଲୋଚନା କରିଛନ୍ତି । ଏହାର କିଛି ଫଟୋକୁ ସେ ନିଜେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କୃଷକଙ୍କ ପ୍ରଶଂସା କରିଛନ୍ତି । ସ୍ୱରା କହିଛନ୍ତି, “କୃଷକଙ୍କ ସାହାସ, ସେମାନଙ୍କ ଦୃଢ଼ ସଙ୍କଳ୍ପ ଦେଖି ଭଲ ଲାଗିଲା । ଦିନଟି ଭଲରେ କଟିଲା ।”

କୃଷକଙ୍କ ଆନ୍ଦୋଳନରେ ସାମିଲ ହେବା ସମୟରେ ସ୍ୱରା କରୋନା କଟକଣାକୁ ମଧ୍ୟ ପାଳନ କରିଥିବା ଦେଖିବାକୁ ମିଳିଛି । ସେ ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ଧାରଣା ସ୍ଥଳରେ ବସିଥିବା ଫଟୋରେ ନଜର ଆସିଛନ୍ତି ।

ନିକଟରେ କୃଷକ ଆନ୍ଦୋଳନକୁ ନେଇ ସ୍ୱରା ସୋଶାଲ ମିଡିଆରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ସେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ଯେଉଁମାନେ ବିରୋଧ କରି ଅପଶବ୍ଦ ବ୍ୟବହାର କରୁଥିଲେ ତାଙ୍କୁ ଟାର୍ଗେଟ କରିଥିଲେ । ଏପରିକି ଏହି ମାମଲରେ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ଟ୍ୱିଟରରେ ସ୍ୱରା ମୁହାଁମୁହିଁ ହୋଇଥିଲେ ।

ସୂଚନାଯୋଗ୍ୟ ଯେ କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଗତ ୨୪ ଦିନ ହେବ ଦିଲ୍ଲୀ ସିଙ୍ଘୁ ସୀମାରେ ବିଭିନ୍ନ ରାଜ୍ୟର କୃଷକ ଏକାଠି ହୋଇ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନକୁ ଅନେକ ବଲିଉଡ ଅଭିନେତା ତଥା ଅଭିନେତ୍ରୀ ସମର୍ଥନ କରୁଥିବା ବେଳେ ଅନେକ ବିରୋଧ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story