‘ନିଜ ପାଇଁ ଗାତ ଖୋଳୁଛନ୍ତି କଙ୍ଗନା ଓ ରଙ୍ଗୋଲି’

ମୁମ୍ୱାଇ: ବି’ ଟାଉନ୍‌ରେ କିଛି ଦିନ ତଳେ କଙ୍ଗନା ରଣାୱତ୍‌ଙ୍କ ଭଉଣୀ ରଙ୍ଗୋଲି ଓ ତାପସୀ ପନ୍ନୁଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କାରଣ ତାପସୀ ତାଙ୍କ ଭଉଣୀ କଙ୍ଗନାଙ୍କୁ କପି କରୁଛନ୍ତି ବୋଲି ରଙ୍ଗୋଲି ଟ୍ୱିଟରରେ ଏକ କମେଣ୍ଟ୍ କରିଥିଲେ। ରଙ୍ଗୋଲିଙ୍କ ନେଗେଟିଭ୍‌ କମେଣ୍ଟକୁ ନେଇ ଏବେ ମୁହଁ ଖୋଲି ପ୍ରତିକ୍ରିୟା ଦେଇଛନ୍ତି ତାପସୀ। ଏକ ସାକ୍ଷାତକାରରେ ସେ କହିଛନ୍ତି, “ଯେଉଁଭଳି ଭାବରେ ବାରମ୍ୱାର ରଙ୍ଗୋଲି ଓ କଙ୍ଗନା ମୋ ଉପରେ ଧ୍ୟାନ ଦେଉଛନ୍ତି, ତାହା […]

t1

t1

Puspanjali Panda
  • Published: Sunday, 20 October 2019
  • Updated: 20 October 2019, 03:47 PM IST

Sports

Latest News

ମୁମ୍ୱାଇ: ବି’ ଟାଉନ୍‌ରେ କିଛି ଦିନ ତଳେ କଙ୍ଗନା ରଣାୱତ୍‌ଙ୍କ ଭଉଣୀ ରଙ୍ଗୋଲି ଓ ତାପସୀ ପନ୍ନୁଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। କାରଣ ତାପସୀ ତାଙ୍କ ଭଉଣୀ କଙ୍ଗନାଙ୍କୁ କପି କରୁଛନ୍ତି ବୋଲି ରଙ୍ଗୋଲି ଟ୍ୱିଟରରେ ଏକ କମେଣ୍ଟ୍ କରିଥିଲେ।

ରଙ୍ଗୋଲିଙ୍କ ନେଗେଟିଭ୍‌ କମେଣ୍ଟକୁ ନେଇ ଏବେ ମୁହଁ ଖୋଲି ପ୍ରତିକ୍ରିୟା ଦେଇଛନ୍ତି ତାପସୀ। ଏକ ସାକ୍ଷାତକାରରେ ସେ କହିଛନ୍ତି, “ଯେଉଁଭଳି ଭାବରେ ବାରମ୍ୱାର ରଙ୍ଗୋଲି ଓ କଙ୍ଗନା ମୋ ଉପରେ ଧ୍ୟାନ ଦେଉଛନ୍ତି, ତାହା ଦେଖି ମୁଁ ଭାବୁଛି- ଦୁଇ ଭଉଣୀ ମୋତେ ବହୁତ ଭଲ ପାଉଛନ୍ତି। ଏଥିପାଇଁ ମୁଁ ସେମାନଙ୍କୁ ସାଲ୍ୟୁଟ୍ କରୁଛି। କାରଣ ମୋ ପାଖରେ ସେମାନଙ୍କୁ ଧ୍ୟାନ ଦେବା ପାଇଁ ସମୟ ନାହିଁ। ମୋତେ ଲାଗୁଛି ଯେ ମୁଁ ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ।”

ସେ ଆହୁରି କହିଛନ୍ତି, “ମୁଁ କେବେ କଙ୍ଗନାଙ୍କ ବିରୋଧରେ କିଛି କଥା କହିନାହିଁ। ‘ପିଙ୍କ୍‌’ ଫିଲ୍ମର ସ୍କ୍ରିନିଙ୍ଗ୍‌ ସମୟରେ ଆମ ଦୁହିଁଙ୍କର ଦେଖା ହୋଇଥିଲା। ମୁଁ ତାଙ୍କୁ କେବଳ ହାଏ କହିଥିଲି, ବାଏ ମଧ୍ୟ କହିପାରି ନଥିଲି।”

ତାପସୀ କହିଛନ୍ତି, “ମୁଁ ଏଥିପାଇଁ ଚିନ୍ତିତ ଯେ ଏମିତି କେଉଁ କାରଣ ରହିଛି, ଯେଉଁଥିପାଇଁ ଦୁଇ ଭଉଣୀ ମୋତେ ଟାର୍ଗେଟ୍‌ କରୁଛନ୍ତି। ଏପରି କରି ଦୁଇ ଭଉଣୀ ନିଜ ପାଇଁ ଗାତ ଖୋଳୁଛନ୍ତି। ଆଉ ସେହି ଗାତର ସେମାନେ ହିଁ ଭିତରକୁ ଭିତରକୁ ପଶି ଚାଲିଛନ୍ତି। କଙ୍ଗନା ଜଣେ ଭଲ ଅଭିନେତ୍ରୀ। ଆଗକୁ ମଧ୍ୟ ଭଲ ଅଭିନୟ ଜାରି ରଖିବେ। ମୁଁ ତାଙ୍କୁ ପସନ୍ଦ କରେ ଓ ସମ୍ମାନ ମଧ୍ୟ କରେ। କିନ୍ତୁ ତାଙ୍କ ଭଉଣୀ ମୋତେ ପସନ୍ଦ କରୁନାହାନ୍ତି ଓ ଏହା ମୋ ପାଇଁ ଗୁରୁତ୍ୱ ରଖେ ନାହିଁ।“

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story