କାହିଁକି ନିଖୋଜ ଥିଲେ ଅଭିନେତା ଗୁରୁଚରଣ ସିଂହ; ଘରକୁ ଫେରି ପୁଲିସକୁ କହିଲେ କାରଣ

ଏପ୍ରିଲ ୨୨ରେ ପରିବାର ଲୋକଙ୍କୁ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ, କିନ୍ତୁ ଏହାପରଠାରୁ ମିଳୁନଥିଲା ଖୋଜ ଖବର।

Gurucharan Singh

ଗୁରୁଚରଣ ସିଂହ

Debibandita Barick
  • Published: Saturday, 18 May 2024
  • Updated: 18 May 2024, 09:16 AM IST

Sports

Latest News

ଘରକୁ ଫେରିଛନ୍ତି ନିଖୋଜ ଥିବା 'ତାରକ ମେହତା କା ଉଲଟା ଚଷମା' ଅଭିନେତା ଗୁରୁଚରଣ ସିଂହ। କିଛି ଦିନ ହେବ ସେ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲେ। ୨୫ ଦିନ ଧରି ଖୋଜାଖୋଜି କରିବା ପରେ ଶେଷରେ ସେ ନିଜେ ଘରକୁ ଫେରିଥିବା ପୁଲିସ ସୂଚନା ଦେଇଛି। 

ଗୁରୁଚରଣ ସିଂହ ପୁଲିସକୁ କହିଛନ୍ତି ଯେ, ସେ ଏକ ଧାର୍ମିକ ଯାତ୍ରା ଆରମ୍ଭ କରିବା ପାଇଁ ଘରୁ ପଳାଇଥିଲେ। ତୀର୍ଥଯାତ୍ରା ସମୟରେ ସେ ଅନେକ ସହର ଭ୍ରମଣ କରିଛନ୍ତି ଏବଂ ଅମୃତସର ଓ ଲୁଧିଆନାରେ ଗୁରୁଦ୍ୱାରରେ ରହିଥିବା କହିଛନ୍ତି।

Also Read

ଏପରି ଭ୍ରମଣ କରିବାର ପ୍ରାୟ ଗୋଟିଏ ମାସ ପରେ ତାଙ୍କୁ ଘରକୁ ଫେରିବା ଉଚିତ୍ ବୋଲି ଅନୁଭବ ହୋଇଥିଲା ଏବଂ ସେ ଘରକୁ ଫେରିଥିବା ପୁଲିସକୁ କହିଛନ୍ତି।

ପ୍ରକାଶ ଥାଉକି, ଗୁରୁଚରଣ ସିଂହ 'ତାରକ ମେହତା କା ଉଲଟା ଚଷମା' ସିରିଏଲର ରୋଶନ ସିଂହ ସୋଢ଼ି ଭୂମିକାରେ ବେଶ୍ ପରିଚିତ। ସେ ଏପ୍ରିଲ ୨୨ରେ ପରିବାର ଲୋକଙ୍କୁ ମୁମ୍ବାଇ ଯିବେ କହି ବିମାନବନ୍ଦର ଯାଇଥିଲେ। କିନ୍ତୁ ଏହା ପରଠାରୁ ତାଙ୍କର କୌଣସି ପତ୍ତା ମିଳିନଥିଲା। ଫଳରେ ପରିବାର ଲୋକ ଥାନାରେ ନିଖୋଜ ନେଇ ଅଭିଯୋଗ କରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story