ଗୋଟିଏ ଦିନରେ ‘ତଲୱାର’କୁ ୩ କୋଟି

ମୁମ୍ବାଇ: ଓପନିଂ ଡେରେ ଆରୁଷୀ ହତ୍ୟା ଘଟଣା ଉପରେ ପର୍ଯ୍ୟବସିତ ‘ତଲୱାର’ ପାଖାପାଖି ୩ କୋଟି ଟଙ୍କା ଆୟ କରିଛି। ମର୍ଡର ମିଷ୍ଟ୍ରୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମରେ ଅଭିନେତା ଇରର୍ଫାନ ଖାନ୍ ଓ କୋଙ୍କଣା ସେନ ଶର୍ମାଙ୍କ ଅଭିନୟ ବେଶ ବଳିଷ୍ଠ ହୋଇଛି।