ଗୋଟିଏ ଦିନରେ ‘ତଲୱାର’କୁ ୩ କୋଟି

ମୁମ୍ବାଇ: ଓପନିଂ ଡେରେ ଆରୁଷୀ ହତ୍ୟା ଘଟଣା ଉପରେ ପର୍ଯ୍ୟବସିତ ‘ତଲୱାର’ ପାଖାପାଖି ୩ କୋଟି ଟଙ୍କା ଆୟ କରିଛି। ମର୍ଡର ମିଷ୍ଟ୍ରୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମରେ ଅଭିନେତା ଇରର୍ଫାନ ଖାନ୍ ଓ କୋଙ୍କଣା ସେନ ଶର୍ମାଙ୍କ ଅଭିନୟ ବେଶ ବଳିଷ୍ଠ ହୋଇଛି।

irrfan-story_647_100315012146

irrfan-story_647_100315012146

Rakesh Mallick
  • Published: Saturday, 03 October 2015
  • Updated: 04 October 2015, 04:17 AM IST

Sports

Latest News

ମୁମ୍ବାଇ: ଓପନିଂ ଡେରେ ଆରୁଷୀ ହତ୍ୟା ଘଟଣା ଉପରେ ପର୍ଯ୍ୟବସିତ ‘ତଲୱାର’ ପାଖାପାଖି ୩ କୋଟି ଟଙ୍କା ଆୟ କରିଛି। ମର୍ଡର ମିଷ୍ଟ୍ରୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମରେ ଅଭିନେତା ଇରର୍ଫାନ ଖାନ୍ ଓ କୋଙ୍କଣା ସେନ ଶର୍ମାଙ୍କ ଅଭିନୟ ବେଶ ବଳିଷ୍ଠ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos