ମୁମ୍ବାଇ: ଇମତାଜ୍ ଅଲ୍ଲୀଙ୍କ "ତମାସା'ର ଫାଷ୍ଟ ସଙ୍ଗ "ମଟରଗସ୍ତି' ଫାଇନାଲି ଆଉଟ୍ ହୋଇଛି। ଏହି ପେପି ନମ୍ୱର ସଙ୍ଗରେ ଏକ୍ସ ଲଭର ରଣବୀର-ଦୀପିକାଙ୍କ ସିଜିଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତରେ ଉଭୟ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି। ରଣବୀର ଏଭରଗ୍ରୀନ ଆକଟର ଦେବାନନ୍ଦଙ୍କ ଷ୍ଟାଇଲରେ ମିମିକ୍ରି କରି ଷ୍ଟାଇଲିଶ ଦୀପିକାଙ୍କୁ ଇମ୍ପପ୍ରେସ୍ କରୁଛନ୍ତି। ଖାଲି ସେତିକି ନୁହେଁ, ମଟରଗସ୍ତିରେ ରଣବୀର ଏବଂ ଦୀପିକାଙ୍କ ରୋମାନ୍ସର ତଡ଼କା ମଧ୍ୟ ରହିଛି। ବିୟୁଟିଫୁଲ୍ ଲୋକେସନରେ ଦୁଇ ଏକ୍ସ-ଲଭରଙ୍କ ସିଜିଲିଂ କେମେଷ୍ଟ୍ରି ବେଶ୍ ଇମ୍ପ୍ରେସିଭ୍ ଲାଗୁଛି। ଗୀତଟିକୁ ମ୍ୟୁଜିକ୍ ମାଷ୍ଟ୍ରୋ ଏ.ଆର୍.ରହମାନ କମ୍ପୋଜ କରିଥିବାବେଳେ ବଲିଉଡର ଜଣାଶୁଣା ସିଙ୍ଗର ମୋହିତ ଚୌହାନ ବେଶ ଚୁଲବୁଲ ଅନ୍ଦାଜରେ ଗାଇଛନ୍ତି। ୟେ ଜୱାନି ହେ ଦିୱାନି ପରେ ତମାସା ମୁଭି ଏକ୍ସ ଲଭର ରଣବୀର-ଦୀପିକାଙ୍କୁ ଅନସ୍କ୍ରିନ ବ୍ୟାକ୍ କରାଇଛି। ସାଜିଦ ନାଦିଆଦୱାଲା ପ୍ରଯୋଜିତ ‘ତମାସା’ ନଭେମ୍ୱର ୨୭ରେ ପରଦାକୁ ଆସିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।
Entertainment
ଜାନୁଆରୀ ୨୪ରେ ଆସୁଛି 'ସ୍କାଏ ଫୋର୍ସ', ବଡ଼ ପରଦାରେ ୧୯୬୫ ଭାରତ-ପାକ୍ ଯୁଦ୍ଧର ଅକୁହା କାହାଣୀ
ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଫିଲ୍ମରେ ସେନା ୟୁନିଫର୍ମରେ ନଜର ଆସିବେ ଅକ୍ଷୟ କୁମାର। ପାକିସ୍ତାନ ଉପରେ ଭାରତର ପ୍ରଥମ ଏୟାର ଷ୍ଟ୍ରାଇକ ପଛର ଘଟଣା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ।