Advertisment

‘ତମାସା’ର ଫାଷ୍ଟ୍ ସଙ୍ଗ୍ ‘ମଟରଗସ୍ତି’ ରିଲିଜ୍

ମୁମ୍ବାଇ: ଇମତାଜ୍ ଅଲ୍ଲୀଙ୍କ “ତମାସା’ର ଫାଷ୍ଟ ସଙ୍ଗ “ମଟରଗସ୍ତି’ ଫାଇନାଲି ଆଉଟ୍ ହୋଇଛି। ଏହି ପେପି ନମ୍ୱର ସଙ୍ଗରେ ଏକ୍ସ ଲଭର ରଣବୀର-ଦୀପିକାଙ୍କ ସିଜିଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତରେ ଉଭୟ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି।  ରଣବୀର ଏଭରଗ୍ରୀନ ଆକଟର ଦେବାନନ୍ଦଙ୍କ ଷ୍ଟାଇଲରେ ମିମିକ୍ରି କରି ଷ୍ଟାଇଲିଶ ଦୀପିକାଙ୍କୁ ଇମ୍ପପ୍ରେସ୍ କରୁଛନ୍ତି। ଖାଲି ସେତିକି ନୁହେଁ, ମଟରଗସ୍ତିରେ ରଣବୀର ଏବଂ ଦୀପିକାଙ୍କ ରୋମାନ୍ସର ତଡ଼କା ମଧ୍ୟ ରହିଛି। ବିୟୁଟିଫୁଲ୍ ଲୋକେସନରେ ଦୁଇ ଏକ୍ସ-ଲଭରଙ୍କ ସିଜିଲିଂ […]

‘ତମାସା’ର ଫାଷ୍ଟ୍ ସଙ୍ଗ୍ ‘ମଟରଗସ୍ତି’ ରିଲିଜ୍

matargasht

Advertisment

ମୁମ୍ବାଇ: ଇମତାଜ୍ ଅଲ୍ଲୀଙ୍କ "ତମାସା'ର ଫାଷ୍ଟ ସଙ୍ଗ "ମଟରଗସ୍ତି' ଫାଇନାଲି ଆଉଟ୍ ହୋଇଛି। ଏହି ପେପି ନମ୍ୱର ସଙ୍ଗରେ ଏକ୍ସ ଲଭର ରଣବୀର-ଦୀପିକାଙ୍କ ସିଜିଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ଗୀତରେ ଉଭୟ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି।  ରଣବୀର ଏଭରଗ୍ରୀନ ଆକଟର ଦେବାନନ୍ଦଙ୍କ ଷ୍ଟାଇଲରେ ମିମିକ୍ରି କରି ଷ୍ଟାଇଲିଶ ଦୀପିକାଙ୍କୁ ଇମ୍ପପ୍ରେସ୍ କରୁଛନ୍ତି। ଖାଲି ସେତିକି ନୁହେଁ, ମଟରଗସ୍ତିରେ ରଣବୀର ଏବଂ ଦୀପିକାଙ୍କ ରୋମାନ୍ସର ତଡ଼କା ମଧ୍ୟ ରହିଛି। ବିୟୁଟିଫୁଲ୍ ଲୋକେସନରେ ଦୁଇ ଏକ୍ସ-ଲଭରଙ୍କ ସିଜିଲିଂ କେମେଷ୍ଟ୍ରି ବେଶ୍ ଇମ୍ପ୍ରେସିଭ୍ ଲାଗୁଛି। ଗୀତଟିକୁ ମ୍ୟୁଜିକ୍ ମାଷ୍ଟ୍ରୋ ଏ.ଆର୍.ରହମାନ କମ୍ପୋଜ କରିଥିବାବେଳେ ବଲିଉଡର ଜଣାଶୁଣା ସିଙ୍ଗର ମୋହିତ ଚୌହାନ ବେଶ ଚୁଲବୁଲ ଅନ୍ଦାଜରେ ଗାଇଛନ୍ତି। ୟେ ଜୱାନି ହେ ଦିୱାନି ପରେ ତମାସା ମୁଭି ଏକ୍ସ ଲଭର ରଣବୀର-ଦୀପିକାଙ୍କୁ ଅନସ୍କ୍ରିନ ବ୍ୟାକ୍ କରାଇଛି। ସାଜିଦ ନାଦିଆଦୱାଲା ପ୍ରଯୋଜିତ ‘ତମାସା’ ନଭେମ୍ୱର ୨୭ରେ ପରଦାକୁ ଆସିବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe