ମିତାଲିଙ୍କ ବାୟୋପିକ୍‌ରେ ତାପସୀ

ମୁମ୍ବାଇ: ଆଜି ଭାରତୀୟ ମହିଳା କ୍ରିକେଟ୍‌ର ଦିନିକିଆ ଟିମ୍‌ର କ୍ୟାପ୍‌ଟେନ୍‌ ମିତାଲି ରାଜ୍‌ଙ୍କର ଜନ୍ମଦିନ। ଆଜି ସେ ତାଙ୍କର ୩୭ ତମ ଜନ୍ମଦିନ ପାଳୁଥିବା ବେଳେ ତାଙ୍କୁ ମିଳିଛି ଏକ ଖୁସି ଖବର। ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ବାୟୋପିକ୍‌ର ଘୋଷଣା କରାଯାଇଛି। ଏଥିରେ ତାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ। ଫିଲ୍ମର ନାଁ ରଖାଯାଇଛି ‘ସାବାସ୍‌ ମିଠୁ’। ଏହି ଫିଲ୍ମରେ ମିତାଲିଙ୍କ ଚରିତ୍ରରେ ଅଭିନୟ କରିବେ ତାପସୀ ପନ୍ନୁ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ରାହୁଲ ଢୋଲକିଆ। […]

mitali-tapsee

mitali-tapsee

Chinmayee Roy
  • Published: Tuesday, 03 December 2019
  • Updated: 04 December 2019, 07:58 AM IST

Sports

Latest News

ମୁମ୍ବାଇ: ଆଜି ଭାରତୀୟ ମହିଳା କ୍ରିକେଟ୍‌ର ଦିନିକିଆ ଟିମ୍‌ର କ୍ୟାପ୍‌ଟେନ୍‌ ମିତାଲି ରାଜ୍‌ଙ୍କର ଜନ୍ମଦିନ। ଆଜି ସେ ତାଙ୍କର ୩୭ ତମ ଜନ୍ମଦିନ ପାଳୁଥିବା ବେଳେ ତାଙ୍କୁ ମିଳିଛି ଏକ ଖୁସି ଖବର। ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ବାୟୋପିକ୍‌ର ଘୋଷଣା କରାଯାଇଛି। ଏଥିରେ ତାଙ୍କ ଜୀବନ କାହାଣୀ ଦେଖିବାକୁ ମିଳିବ। ଫିଲ୍ମର ନାଁ ରଖାଯାଇଛି ‘ସାବାସ୍‌ ମିଠୁ’। ଏହି ଫିଲ୍ମରେ ମିତାଲିଙ୍କ ଚରିତ୍ରରେ ଅଭିନୟ କରିବେ ତାପସୀ ପନ୍ନୁ। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ରାହୁଲ ଢୋଲକିଆ।

https://www.instagram.com/p/B5mEVCRJF3W/?utm_source=ig_web_copy_link

ତାପସୀ ଆଜି ସୋଶାଲ୍‌ ମିଡିଆରେ ଏକ ଫଟୋ ପୋଷ୍ଟ୍‌ କରିଛନ୍ତି। ଏଥିରେ ମିତାଲିଙ୍କ ଜନ୍ମଦିନ ପାଳନ କରାଯାଉଛି। ଫଟୋରେ କେବଳ ସେ ଓ ମିତାଲି ଅଛନ୍ତି। ଏହାର କ୍ୟାପ୍‌ସନ୍‌ରେ ତାପସୀ ଲେଖିଛନ୍ତି, “ହାପି ବର୍ଥ ଡେ କ୍ୟାପ୍ଟେନ୍ ମିତାଲି ରାଜ୍! ଆପଣ ଆମକୁ ଅନେକ ଥର ଗର୍ବ ଅନୁଭବ କରାଇଛନ୍ତି। ଏହା ମୋର ଭାଗ୍ୟ ଯେ ମୁଁ ଅନ୍‌ସ୍କ୍ରିନ୍‌ରେ ଆପଣଙ୍କର ଚରିତ୍ରରେ ଅଭିନୟ କରିବାର ସୁଯୋଗ ପାଇଛି। ଆପଣଙ୍କୁ ଜନ୍ମଦିନରେ କ’ଣ ଉପହାର ଦେବି ଜାଣିପାରୁ ନାହିଁ, କିନ୍ତୁ ଏତିକି କହିପାରିବି ଯେ ବହୁତ ପରିଶ୍ରମ କରିବି, ଯାହାଦ୍ୱାରା ଆପଣ ନିଜକୁ ଅନ୍‌ସ୍କ୍ରିନ୍‌ରେ ଦେଖି ଗର୍ବ ଅନୁଭବ କରିବେ।”

https://www.instagram.com/p/B5mJkwAlrSq/?utm_source=ig_web_copy_link

ତାପସୀ ସୋଶାଲ୍‌ ମିଡିଆରେ ମିତାଲିଙ୍କ ସହ ଆଉ କିଛି ଫଟୋ ମଧ୍ୟ ଶେୟାର୍‌ କରିଛନ୍ତି। କେଉଁଥିରେ ସେ ମିତାଲିଙ୍କୁ ଫୁଲ ଦେଉଛନ୍ତି ତ କେଉଁଥିରେ ମିତାଲି ତାଙ୍କୁ କେକ୍‌ ଖୁଆଉଛନ୍ତି। ଆଉ ଏକ ଫଟୋରେ ସେମାନଙ୍କ ସହ ନିର୍ଦ୍ଦେଶକ ରାହୁଲ ଢୋଲକିଆଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story