/odisha-reporter/media/post_attachments/uploads/2016/03/arindam.jpg)
arindam
ଭୁବନେଶ୍ୱର: ଆସନ୍ତାକାଲି କଟକରେ ଆୟୋଜିତ ହେବ ସପ୍ତମ ତରଙ୍ଗ ସିନେ ଆୱାର୍ଡ। ଚଳିତ ବର୍ଷ ମୋଟ୍ ୧୩ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ଏହି ଆୱାର୍ଡ ସୋ’ର ମୁଖ୍ୟ ଆକର୍ଷଣ ହେବେ ବଲିଉଡ୍ ଅଭିନେତ୍ରୀ ଗୌହର ଖାନ୍। ସେହିପରି ଆକ୍ସନ ବୟ ଅରିନ୍ଦମ ଓ ବେଙ୍ଗଲି ବିୟୁଟି ଝିଲ୍କିଙ୍କ ଦମ୍ଦାର୍ ଡ୍ୟାନ୍ସ ବି ଦେଖିବାକୁ ମିଳିବ। ପ୍ରାୟ ୨୫ ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
