Advertisment

ଲକ୍‌ଡାଉନ୍‌କୁ ନେଇ ନିର୍ମାଣ ହେଉଛି ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌କୁ ନେଇ ତରଙ୍ଗ ସିନେପ୍ରଡକ୍ସନ୍ସ ନିର୍ମାଣ କରୁଛି ଏକ ଫିଲ୍ମ। ଫିଲ୍ମର କାହାଣୀ ଲକ୍‌ଡାଉନ୍‌କୁ ନେଇ ହୋଇଥିବା ବେଳେ ଏହା ନାଁ ସ୍ଥିର କରାଯାଇ ନାହିଁ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସବ୍ୟସାଚୀ ଏବଂ ତମନ୍ନା। ନିକଟରେ ଫିଲ୍ମର ମହୁରତ ସରି ଶୁଟିଂ ଆରମ୍ଭ ହୋଇଯାଇଛି। ଫିଲ୍ମର ନିର୍ଦ୍ଦେଶନା ଆଶୋକ ପତି ଦେଉଥିବା ବେଳେ ଏହା କାହାଣୀ, ସ୍କ୍ରିନ୍‌ ପ୍ଲେ ଏବଂ ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଭାର […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍‌କୁ ନେଇ ନିର୍ମାଣ ହେଉଛି ଫିଲ୍ମ

tamanna

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌କୁ ନେଇ ତରଙ୍ଗ ସିନେପ୍ରଡକ୍ସନ୍ସ ନିର୍ମାଣ କରୁଛି ଏକ ଫିଲ୍ମ। ଫିଲ୍ମର କାହାଣୀ ଲକ୍‌ଡାଉନ୍‌କୁ ନେଇ ହୋଇଥିବା ବେଳେ ଏହା ନାଁ ସ୍ଥିର କରାଯାଇ ନାହିଁ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସବ୍ୟସାଚୀ ଏବଂ ତମନ୍ନା। ନିକଟରେ ଫିଲ୍ମର ମହୁରତ ସରି ଶୁଟିଂ ଆରମ୍ଭ ହୋଇଯାଇଛି।

Advertisment

ଫିଲ୍ମର ନିର୍ଦ୍ଦେଶନା ଆଶୋକ ପତି ଦେଉଥିବା ବେଳେ ଏହା କାହାଣୀ, ସ୍କ୍ରିନ୍‌ ପ୍ଲେ ଏବଂ ସଂଳାପ ଲେଖିଛନ୍ତି ଦେବୀଦତ୍ତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଭାର ଅଭିଜିତ୍‌ ମଜୁମ୍‌ଦାରଙ୍କ ଉପରେ ନ୍ୟସ୍ତ ଥିବା ବେଳେ କୋରିଓଗ୍ରାଫି ଦାୟିତ୍ୱରେ ରହିଛନ୍ତି ଅମିତ୍‌ ନାୟକ।

ସବ୍ୟ ଏବଂ ତମନ୍ନାଙ୍କ ବ୍ୟତୀତ ଏଥିରେ ବବି ମିଶ୍ର, ପପୁ ପମ୍‌ପମ୍‌, ପ୍ରଦ୍ୟୁମ୍ନ ଲେଙ୍କା, ତୃପ୍ତି ସିହ୍ନା ଓ ଜୀବନ ପଣ୍ଡାଙ୍କୁ ଦେଖିବାକୁ ମିଳିବ।

Advertisment

publive-imageଏହି ଫିଲ୍ମ ମାଧ୍ୟମରେ ପ୍ରଥମ ଥର ତମନ୍ନା ଓ ସବ୍ୟସାଚୀ ଏକାଠି କାମ କରୁଛନ୍ତି। ସେଥିପାଇଁ ଦୁହେଁ ବେଶ୍‌ ଖୁସି ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe