film
Advertisment
ଭୁବନେଶ୍ୱର: ରିଲିଜ୍ ହୋଇଛି ତରଙ୍ଗ ସିନେ ପ୍ରଡକ୍ସନର ଅପକମିଂ ଫିଲ୍ମ ‘ତୁ କହିବୁ ନା ମୁଁ’ର ଟାଇଟେଲ୍ ଟ୍ରାକ। ଗୁଡଲି ରଥ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର ଏହି ଟାଇଟେଲ ଟ୍ରାକଟିକୁ ଗାଇଛନ୍ତି ଇରା ମହାନ୍ତି ଏବଂ ହ୍ୟୁମାନ୍। ସୁଶାନ୍ତ ମଣି ନିର୍ଦ୍ଦେଶିତ ଏହି ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ଅମ୍ଲାନ୍ ଓ ନିହାରିକା।
Advertisment
ମକର ସଂକ୍ରାନ୍ତି ଅବସରରେ ପରଦାକୁ ଆସିବ ‘ତୁ କହିବୁ ନା ମୁଁ’।. ଏହି ଗୀତର ସୁଟିଂ ହୋଇଛି ଶିଲିଗୁଡିର ସୁନ୍ଦର ଲୋକେସନରେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/01/kl1.jpg)