ଅଭିନେତ୍ରୀ ତନାଜ ଈରାନୀଙ୍କୁ କରୋନା

ମୁମ୍ବାଇ: କମୁନି କରୋନାର କୋପ । ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତ,  ସମସ୍ତେ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଏବେ ଏହି ମାରାତ୍ମକ ଭାଇରସ କବଳରେ ପଡିଛନ୍ତି ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ତନାଜ ଈରାନୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ମଧ୍ୟ […]

Tanaz-irani-1

Tanaz-irani-1

Madhupriya Mistry
  • Published: Monday, 07 December 2020
  • Updated: 07 December 2020, 04:06 PM IST

Sports

Latest News

ମୁମ୍ବାଇ: କମୁନି କରୋନାର କୋପ । ବଲିଉଡ ଠାରୁ ଆରମ୍ଭ କରି ଟେଲି ଜଗତ,  ସମସ୍ତେ କରୋନା ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଏବେ ଏହି ମାରାତ୍ମକ ଭାଇରସ କବଳରେ ପଡିଛନ୍ତି ଆଉ ଜଣେ ଚର୍ଚ୍ଚିତ ଅଭିନେତ୍ରୀ । ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ତନାଜ ଈରାନୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଫଟୋ ମଧ୍ୟ ସେଆର କରିଛନ୍ତି । ଏଥିସହ ସେ ଲଖିଛନ୍ତି, ମୋ ସହ ଆଉ କିଏ ସଂକ୍ରମିତ ନହୋଥାନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି ।  ଏଥିସହ ଏଭଳି କଠିନ ପରିସ୍ଥିତିରେ ବି ତାଙ୍କ ସ୍ୱାମୀ ଭକ୍ତିଆର ଈରାନୀ ତାଙ୍କ ସହ ଥିବାରୁ ସେ ଆଭାର ବ୍ୟକ୍ତ କରିଛନ୍ତି । ବକ୍ତିଆରଙ୍କୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି । ଏଭଳି ପରିସ୍ଥିତିରେ ବି ସେ ସକରାତ୍ମକ ରହିବା ପାଇଁ ଚେଷ୍ଟା କରିଛନ୍ତି ।

View this post on Instagram

A post shared by Tannaz Irani (@tannazirani_)

ସୋଶାଲ ମିଡିଆରେ ତନାଜ କରୋନା ପଜିଟିଭ ହେବା ସୂଚନା ଦେବା ପରେ, ତାଙ୍କ ପ୍ରଶଂସକମାନ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଖୁବ୍ ଶୀଘ୍ର ସେ ଭଲ ହୋଇଯା’ନ୍ତୁ ବୋଲି ତାଙ୍କ ପ୍ୟାନ୍ସ ମାନେ ପ୍ରାର୍ଥନା କରିଛନ୍ତି ।

ସୂଚନାଯୋଗ୍ୟ, ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଟିଭି ଧାରାବାହିକ ‘ଅପନା ଟାଇମ ଆଏଗା’ରେ ତନାଜ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଶୋ’ରେ ରାଜେଶ୍ୱରୀ ଓରଫ ବୀରଙ୍କ ମା’ ଭୂମିକାରେ ତନାଜ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story