୫୫ ଦିନ ପରେ କରୋନାକୁ ହରାଇଲେ ଅଭିନେତା

ମୁମ୍ବାଇ: ହାରିଲା କରୋନା, ଜିତିଲେ ଅଭିନେତା। ଦୀର୍ଘ ୫୫ ଦିନ ପରେ କରୋନାରୁ ସୁସ୍ଥ ହେଲେ ଟେଲି ଅଭିନେତା ଅନିରୁଦ୍ଧ ଦବେ। ତାଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଲୋକପ୍ରିୟ ସିିରିଏଲ୍ ‘ପଟିଆଲା ବେବ୍ସ’ରୁ ପ୍ରସିଦ୍ଧ ଲାଭ କରିଥିଲେ ଅଭିନେତା ଅନିରୁଦ୍ଧ ଦବେ। ସେ ଗତ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। […]

Aniruddh-dave

Aniruddh-dave

Madhupriya Mistry
  • Published: Friday, 25 June 2021
  • Updated: 25 June 2021, 04:49 PM IST

Sports

Latest News

ମୁମ୍ବାଇ: ହାରିଲା କରୋନା, ଜିତିଲେ ଅଭିନେତା। ଦୀର୍ଘ ୫୫ ଦିନ ପରେ କରୋନାରୁ ସୁସ୍ଥ ହେଲେ ଟେଲି ଅଭିନେତା ଅନିରୁଦ୍ଧ ଦବେ। ତାଙ୍କୁ ଆଜି ହସ୍ପିଟାଲରୁ ଛୁଟି ମିଳିଛି । ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଲୋକପ୍ରିୟ ସିିରିଏଲ୍ ‘ପଟିଆଲା ବେବ୍ସ’ରୁ ପ୍ରସିଦ୍ଧ ଲାଭ କରିଥିଲେ ଅଭିନେତା ଅନିରୁଦ୍ଧ ଦବେ। ସେ ଗତ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଏତେ ଗୁରୁତର ଥିଲା ଯେ, ତାଙ୍କ ପରିବାର ଲୋକେ ଅନିରୁଦ୍ଧଙ୍କ ବଞ୍ଚିବା ଆଶା ଛାଡି ଦେଇଥିଲେ। ଅନିରୁଦ୍ଧଙ୍କୁ କରୋନା ହେବା ସହ ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେଉଥିଲା। ଏଥିପାଇଁ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିଲା।

ତାଙ୍କ ପତ୍ନୀ ବାରମ୍ବାର ସୋଶାଲ ମିଡିଆ ଅନିରୁଦ୍ଧ ଯେପରି ଠିକ୍ ହୋଇଯିବେ ସେଥିଲାଗି ପ୍ରାର୍ଥନା କରିବାକୁ ତାଙ୍କ ପ୍ରଶଂସକଙ୍କୁ ନିବେଦନ କରୁଥିଲେ। ଦୀର୍ଘ ୫୫ ଦିନ ଲଢ଼େଇ ପରେ ସେ ଏବେ ନିଜ ଜୀବନ ଯୁଦ୍ଧରେ ଜିତିଛନ୍ତି।

ସୁସ୍ଥ ହେବା ପରେ ଅନିରୁଦ୍ଧ ହସ୍ପିଟାଲର ଡାକ୍ତର ଏବଂ ନର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାର ଏକ ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେଆର ମଧ୍ୟ କରିଛନ୍ତି ସେ। ସେପଟେ ଅନିରୁଦ୍ଧ ଘରକୁ ଫେରିବା ପରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖୋଳିଯାଇଛି।

https://twitter.com/aniruddh_dave/status/1408331293029376007?s=20

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story