ରୋମାଣ୍ଟିକ ହେଲେ ଅନୁଜ-ଅନୁପମା, କିସିଂ ସିନ୍‌କୁ ନେଇ ହଇଚଇ

ମୁମ୍ବାଇ: ଟେଲିଭିଜନ ଜଗତର ସୁପରହିଟ୍ ସିରିଏଲ୍ ଅନୁପମା। ଏହି ସିରିଏଲ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି। ଶୋ’ରେ ଭରପୁର ରୋମାଣ୍ଟକ୍ ଅନ୍ଦାଜ ଦେଖିବାକୁ ମିଳିଛି, ଯାହାକୁ ଫ୍ୟାନ୍‌ମାନେ ଅପେକ୍ଷା କରି ରହିଥିଲେ। ରୋମାଣ୍ଟିକ ହୋଇଛନ୍ତି ଶୋ’ର ଲିଡ୍ ଚରିତ୍ର ଅନୁପମା ଓ ଅନୁଜ। ଏମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଦମ୍‌ଦାର କେମେଷ୍ଟ୍ରି। ଯାହା ଦର୍ଶକଙ୍କ ହୃଦୟ ଜିତି ନେଇଛି। ଅନୁପମା ଓ ଅନୁଜଙ୍କ ରୋମାଣ୍ଟକ୍ କ୍ଲିପ୍ସ ଓ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା […]

Anupama

Anupama

Madhupriya Mistry
  • Published: Monday, 09 January 2023
  • Updated: 09 January 2023, 01:22 PM IST

Sports

Latest News

ମୁମ୍ବାଇ: ଟେଲିଭିଜନ ଜଗତର ସୁପରହିଟ୍ ସିରିଏଲ୍ ଅନୁପମା। ଏହି ସିରିଏଲ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି। ଶୋ’ରେ ଭରପୁର ରୋମାଣ୍ଟକ୍ ଅନ୍ଦାଜ ଦେଖିବାକୁ ମିଳିଛି, ଯାହାକୁ ଫ୍ୟାନ୍‌ମାନେ ଅପେକ୍ଷା କରି ରହିଥିଲେ। ରୋମାଣ୍ଟିକ ହୋଇଛନ୍ତି ଶୋ’ର ଲିଡ୍ ଚରିତ୍ର ଅନୁପମା ଓ ଅନୁଜ। ଏମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଦମ୍‌ଦାର କେମେଷ୍ଟ୍ରି। ଯାହା ଦର୍ଶକଙ୍କ ହୃଦୟ ଜିତି ନେଇଛି। ଅନୁପମା ଓ ଅନୁଜଙ୍କ ରୋମାଣ୍ଟକ୍ କ୍ଲିପ୍ସ ଓ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବା ସହ ହଇଚଇ ସୃଷ୍ଟି କରିଛି।

https://twitter.com/maanxadorable19/status/1611906552604274688?s=20&t=QmPqB_-DaBCH_7DZwq_xPw

ଦୀର୍ଘ ଦିନର ଟେନ୍‌ସନ୍‌, ଝଗଡା ପରେ ନୂଆ ଆରମ୍ଭ କରିଛନ୍ତି ଅନୁପମା। ଅନୁଜକୁ ସରପ୍ରାଇଜ ଦେବା ପାଇଁ ସେ ପ୍ଲାନ କରିଛନ୍ତି ରୋମାଣ୍ଟିକ ଡେଟ୍। ଏଭଳି କିଛି ଦେଖିବାକୁ ମିଳିଛି ସିରିଏଲର ରିସେଣ୍ଟ ଏପିସୋଡ୍‌ରେ। ଅନୁପମାଙ୍କ ପ୍ରେମରେ ଦିୱାନା ହୋଇପଡିଛନ୍ତି ଅନୁଜ। ଏହି କପଲ ଶୋ’ରେ ପ୍ରଥମ ଥର ପାଇଁ ଇଣ୍ଟିମେଣ୍ଟ ହୋଇଛନ୍ତି। ଦୁୂହେଁ ପରସ୍ପରକୁ କିସ୍ ମଧ୍ୟ କରିପକାଇଛନ୍ତି। ଏହାକୁ ଦେଖି ଅନୁପମାଙ୍କ ଫ୍ୟାନ୍‌ମାନେ ବେଶ୍ ଖୁସି ହୋଇପଡିଛନ୍ତି।

ୟୁଜର୍ସଙ୍କ କହିବା ମୁତାବକ, ଦୁହେଁ ନବବିବାହିତ କପଲଙ୍କ ଭଳି ଆକ୍ଟିଂ କରୁଛନ୍ତି। ଦୁହିଁଙ୍କ ରୋମାନ୍ସ ଓ ହ୍ୟାପି ମୋମେଣ୍ଟ ଦେଖି ଏବେ ଏମାନଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯିବ ବୋଲି ଫ୍ୟାନ୍‌ମାନେ ଆଶଙ୍କା କରୁଛନ୍ତି।

https://twitter.com/DebzMaAn/status/1612095211882307584?s=20&t=MY-moFWe7t09jXbPHO_U-g

ସେପଟେ ଅନୁପମା ଓ ଅନୁଜଙ୍କ ରୋମାନ୍ସ ଯୋଗୁଁ ଶୋ’ର ଟିଆର୍‌ପି ମଧ୍ୟ ବେଶ୍ ବଢ଼ିଯାଇଛି। ଯେବେଠୁ ଏହି ସିରିଏଲ୍ ଆରମ୍ଭ ହୋଇଛି ସେବେଠୁ ଏହା ଦର୍ଶକଙ୍କ ମନପସନ୍ଦ ଶୋ’ ପାଲଟିଛି। ପ୍ରାୟତଃ ଏହା ଟିଆର୍‌ପିର ଏକ ନମ୍ବର ସ୍ଥାନ କବ୍‌ଜା କରୁଛି। ଅନ୍‌ସ୍କ୍ରିନ୍ ଅନୁଜ ଓ ଅନୁପମାଙ୍କ ଯୋଡି ଫ୍ୟାନ୍‌ମାନଙ୍କ ଫେଭରେଟ୍ ଯୋଡି ପାଲଟିଯାଇଛି। ଶୋ’ରେ ଅନୁପମା ଚରିତ୍ରରେ ଥିବା ରୂପାଲି ଗାଙ୍ଗୁଲି ଓ ଅନୁଜ ଚରିତ୍ରରେ ଥିବା ଗୌରବ ଖନ୍ନାଙ୍କ ଡିମାଣ୍ଡ ମଧ୍ୟ ଢ଼େର ବଢ଼ିଯାଇଛି। ଶୋ’ର ଟିଆର୍‌ପିକୁ ନେଇ ଅନ୍ୟପଟେ ମେକର୍ସମାନେ ମଧ୍ୟ ବେଶ୍ ଖୁସି ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story