Advertisment

ସୋଶାଲ ମିଡିଆରେ ନିଆଁ ଲଗାଇଲେ 'ଅନୁପମା', ଉଡାଇଲେ ହୋସ୍‌

ମୁମ୍ବାଇ: ପୂରାପୁରି ବଦଳିଗଲେ ଟେଲିଭିଜନର ‘ଅନୁପମା’। ଟିପିକାଲ ଘରେଇ ବୋହୂରୁ ପାଲଟିଲେ ଗ୍ଲାମର ଗାର୍ଲ।  ନିଜର ନୂଆ ଲକ୍‌ ଜରିଆରେ ଫ୍ୟାନ୍‌ମାନଙ୍କ ଉଡାଇଲେ ହୋସ୍‌। ସୋଶାଲ ମିଡିଆରେ ଲାଗଇଲେ ନିଆଁ। ସର୍ବଦା ଟ୍ରାଡିସନାଲ ଲୁକ୍‌ରେ ଫ୍ୟାନ୍‌ମାନଙ୍କୁ ଇମ୍ପ୍ରେସ କରୁଥିବା ଅନୁପମା ଓରଫ୍‌ ରୂପାଲି ଗାଙ୍ଗୁଲି ଏବେ ଏକ ଭିନ୍ନ ଅନ୍ଦାଜରେହ ଆସିଛନ୍ତି ନଜର। ଦେଖାଇଛନ୍ତି ନିଜ ଗ୍ଲାମରସ ଲୁକ୍‌ ଆଉ ବଢ଼ାଇଛନ୍ତି ଫ୍ୟାନ୍‌ମାନଙ୍କ ଦିଲ୍‌ର ଧଡକନ୍‌। ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ଶେଆର କରିଛନ୍ତି, […]

ସୋଶାଲ ମିଡିଆରେ ନିଆଁ ଲଗାଇଲେ 'ଅନୁପମା', ଉଡାଇଲେ ହୋସ୍‌

rupali-ganguly

Advertisment

ମୁମ୍ବାଇ: ପୂରାପୁରି ବଦଳିଗଲେ ଟେଲିଭିଜନର 'ଅନୁପମା'। ଟିପିକାଲ ଘରେଇ ବୋହୂରୁ ପାଲଟିଲେ ଗ୍ଲାମର ଗାର୍ଲ।  ନିଜର ନୂଆ ଲକ୍‌ ଜରିଆରେ ଫ୍ୟାନ୍‌ମାନଙ୍କ ଉଡାଇଲେ ହୋସ୍‌। ସୋଶାଲ ମିଡିଆରେ ଲାଗଇଲେ ନିଆଁ।

Advertisment

ସର୍ବଦା ଟ୍ରାଡିସନାଲ ଲୁକ୍‌ରେ ଫ୍ୟାନ୍‌ମାନଙ୍କୁ ଇମ୍ପ୍ରେସ କରୁଥିବା ଅନୁପମା ଓରଫ୍‌ ରୂପାଲି ଗାଙ୍ଗୁଲି ଏବେ ଏକ ଭିନ୍ନ ଅନ୍ଦାଜରେହ ଆସିଛନ୍ତି ନଜର। ଦେଖାଇଛନ୍ତି ନିଜ ଗ୍ଲାମରସ ଲୁକ୍‌ ଆଉ ବଢ଼ାଇଛନ୍ତି ଫ୍ୟାନ୍‌ମାନଙ୍କ ଦିଲ୍‌ର ଧଡକନ୍‌। ନିକଟରେ ଅଭିନେତ୍ରୀ ରୂପାଲି ଏଭଳି କିଛି ଫଟୋ ଶେଆର କରିଛନ୍ତି, ଯାହାକୁ ନେଇ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

Rupali Ganguly said on the lead role in Anupamaa - It is not that easy at  the age of 40 without 26 inch waist. - The Post Reader

ହଳଦିଆ ରଙ୍ଗର ଆଉଟ୍‌ଫିଟ୍‌ରେ ନିଜ ଷ୍ଟନିଂ ଲୁକ୍‌ ଦେଖାଇଛନ୍ତି ଅନୁପମା ଫେମ୍‌ ଅଭିନେତ୍ରୀ। ଫଟୋରେ ରୂପାଲିଙ୍କ ଲୁକ୍‌ ଆଉ ତାଙ୍କ ପୋଜ୍‌ ଏବଂ ଏକ୍ସପ୍ରେସନର ସବୁ କିଛି କରୁଛି ମତୁଆଲା। ହଳିଦିଆ ରଙ୍ଗର ଆଉଟ୍‌ଫିଟ୍‌ ସହ ସ୍ୱତନ୍ତ୍ର ମେକ୍‌ଅପ୍‌ ମଧ୍ୟ ନେଇଛନ୍ତି ରୂପାଲି। ତାଙ୍କର ଏହି ଫଟୋରେ ଏବେ ଫ୍ୟାନ୍‌ମାନେ ଫାଦା ହୋଇଯାଇଛନ୍ତି। ରୂପାଲି ଗାଙ୍ଗୁଲିଙ୍କ ଏହି ଫଟୋରେ ଲାଇକ୍‌ ସାଙ୍ଗକୁ ଭରପୂର କମେଣ୍ଟ ମଧ୍ୟ ଆସିଛି। ଅନେକ ୟୁଜର୍ସଙ୍କୁ ତାଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

Advertisment

ଟେଲିଭିଜନର ନମ୍ୱର ୱାନ୍‌ ସିରିଏଲ୍‌ 'ଅନୁପମା'ରେ ରୂପାଲିଙ୍କ ଅଭିନୟ ସମସ୍ତଙ୍କୁ ଘାଇଲା କରିଛି। ସେ ତାଙ୍କ ଜବରଦସ୍ତ ଆକ୍ଟିଂରେ ଫ୍ୟାନ୍‌ମାନଙ୍କ ହୃଦୟ ଜିତିବା ସହ ଟିଭି ଇଣ୍ଡଷ୍ଟ୍ରିନରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ନିକଟରେ ତାଙ୍କୁ ଏହି ସିରିଏଲ୍‌ ପାଇଁ ଦାଦାସାହେବ ଫାଲକେ ଫିଲ୍ମ ଫେଷ୍ଟିଭାଲ ଆୱାର୍ଡରେ ଶ୍ରେଷ୍ଠ ସିରିଏଲ୍‌ ଅଭିନେତ୍ରୀ ରୂପେ ସମ୍ମାନୀତ ମଧ୍ୟ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe