ଅଧିକ ଗୋରା ବୋଲି ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟରୁ ବାଦ୍‌ ପଡ଼ିଲେ ଟେଲି ଅଭିନେତ୍ରୀ

ମୁମ୍ୱାଇ : ରଙ୍ଗକୁ ନେଇ ଥିବା ଭେଦଭାବ ଯୋଗୁଁ ସାରା ବିଶ୍ୱରେ ବିରୋଧ ଜାରି ରହିଛି। ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ଙ୍କ ମୃତ୍ୟୁ ପରେ ଏହି ବିରୋଧ ଆହୁରି ତୀବ୍ର ରୂପ ଧାରଣ କରିଥିଲା। କୃଷ୍ଣକାୟଙ୍କୁ ସମର୍ଥନ କରି ‘ବ୍ଲାକ୍‌ ଲାଇଭସ୍‌ ମ୍ୟାଟରସ୍‌’ ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା। ଅନେକ ବଲିଉଡ୍‌ କଳାକାର ଏହି ଅଭିଯାନକୁ ସମର୍ଥନ କରିଥିଲେ। ଏପରିକି ରଙ୍ଗ ଉପରେ ହେଉଥିବା ଭେଦଭାବକୁ ଦେଖି ହିନ୍ଦୁସ୍ଥାନ ୟୁନିଲିଭର୍‌ କମ୍ପାନୀ ‘ଫେଆର୍ ଆଣ୍ଡ […]

t1

t1

Puspanjali Panda
  • Published: Wednesday, 01 July 2020
  • Updated: 01 July 2020, 04:42 PM IST

Sports

Latest News

ମୁମ୍ୱାଇ : ରଙ୍ଗକୁ ନେଇ ଥିବା ଭେଦଭାବ ଯୋଗୁଁ ସାରା ବିଶ୍ୱରେ ବିରୋଧ ଜାରି ରହିଛି। ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲୋଏଡ୍‌ଙ୍କ ମୃତ୍ୟୁ ପରେ ଏହି ବିରୋଧ ଆହୁରି ତୀବ୍ର ରୂପ ଧାରଣ କରିଥିଲା। କୃଷ୍ଣକାୟଙ୍କୁ ସମର୍ଥନ କରି ‘ବ୍ଲାକ୍‌ ଲାଇଭସ୍‌ ମ୍ୟାଟରସ୍‌’ ନାମରେ ଏକ ଅଭିଯାନ ମଧ୍ୟ ଆରମ୍ଭ ହୋଇଥିଲା। ଅନେକ ବଲିଉଡ୍‌ କଳାକାର ଏହି ଅଭିଯାନକୁ ସମର୍ଥନ କରିଥିଲେ। ଏପରିକି ରଙ୍ଗ ଉପରେ ହେଉଥିବା ଭେଦଭାବକୁ ଦେଖି ହିନ୍ଦୁସ୍ଥାନ ୟୁନିଲିଭର୍‌ କମ୍ପାନୀ ‘ଫେଆର୍ ଆଣ୍ଡ ଲଭ୍‌ଲୀ’ କ୍ରୀମ୍‌ରୁ ‘ଫେଆର୍‌’ ଶବ୍ଦକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା।

ନିକଟରେ ‘ଭାବିଜୀ ଘର ପର୍‌ ହୈ’ରେ ଅନିତା ଭାବି ଚରିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଟେଲି ଅଭିନେତ୍ରୀ ସୌମ୍ୟା ଟଣ୍ଡନ୍‌ ରଙ୍ଗଙ୍କୁ ନେଇ ଏକ ତିକ୍ତ ଅନୁଭୂତି ଶେଆର୍‌ କରିଛନ୍ତି। ଅଧିକ ଗୋରା ହୋଇଥିବାରୁ ତାଙ୍କୁ ଏକ ଇଣ୍ଟରନ୍ୟାସନାଲ୍‌ ପ୍ରୋଜେକ୍ଟ ଇଣ୍ଡିଆନ୍‌ ଚରିତ୍ର ଦେବା ପାଇଁ ମନା କରିଦେଇଛନ୍ତି। ଏଥିପାଇଁ ସୌମ୍ୟା ଅଡିସନ୍‌ ଦେଇଥିଲେ କିନ୍ତୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା ଯେ ଆପଣ ଗୋରା ଏବଂ ଆମେ ଭାରତୀୟଙ୍କୁ ଗୋରା ଦେଖାଇପାରିବୁ ନାହିଁ।

ସୌମ୍ୟା କହିଛନ୍ତି, ‘ ମୁଁ ଭାରତୀୟ ଝିଅ ଏବଂ ଏତେ ଗୋରି ବୋଲି ସେମାନେ ବିଶ୍ୱାସ କରୁନଥିଲେ। ତାଙ୍କୁ ଲାଗୁଛି ଯେ ଆମେରିକା, ଲଣ୍ଡନର ଝିଅମାନେ କେବଳ ଗୋରି ହୋଇପାରିବେ। ତେଣୁ ସେମାନେ କହିଥିଲେ, ଇଣ୍ଡିଆନ୍‌ ଝିଅକୁ କାଷ୍ଟ କଲେ ଆମେ କେବଳ ବ୍ରାଉନ୍‌ ସ୍କିନ୍‌ର ଝିଅଙ୍କୁ ହିଁ କାଷ୍ଟ କରିବୁ। ସେମାନଙ୍କ କହିବା ଅନୁସାରେ ଫିଲ୍ମରେ ଆମେ ଭାରତୀୟଙ୍କୁ ଗୋରା ବୋଲି ଦେଖାଇ ପାରିବୁନାହିଁ। ଏପରିକି ଆପଣ ଅନେକ ଇଣ୍ଟରନ୍ୟାସନାଲ୍‌ ଶୋ’ ବା ଫିଲ୍ମ ଦେଖିଥିବେ, ଯେଉଁଥିରେ ବ୍ରାଉନ୍‌ ସ୍କିନ୍‌ ଥିବା ଆକ୍ଟର ହିଁ ଅଭିନୟ କରିଥା’ନ୍ତି। କେବଳ ଭାରତ, ବାଙ୍ଗଲାଦେଶ ଓ ପାକିସ୍ତାନୀ ହିଁ ବ୍ରାଉନ୍ ସ୍କିନ୍‌ ହୋଇଥା’ନ୍ତି ବୋଲି ସେମାନଙ୍କର ଧାରଣା। ଏହି ପ୍ରକାର ଚିନ୍ତାଧାରା ରଖିବା ଏକ ଚିରାଚରିତ ପ୍ରଥା କହିଲେ ଚଳେ। ’

ସୌମ୍ୟା ଆହୁରି ମଧ୍ୟ କହିଛନ୍ତି, ଝିଅମାନେ ଗୋରା ହେଲେ ସୁନ୍ଦର ଲାଗନ୍ତି ଯେଉଁ ଚିନ୍ତାଧାରା ରହିଛି, ତାହା ସମ୍ପୂର୍ଣ୍ଣ ଭୁଲ୍‌। ସତ କଥା ହେଉଛି ସବୁରଙ୍ଗରେ ଝିଅମାନେ ସୁନ୍ଦର ଲାଗନ୍ତି। ବିଦେଶୀଙ୍କୁ ଏହା ଜଣାନାହିଁ ଯେ ଆମ ଦେଶରେ ନର୍ଥ ଇଣ୍ଡିଆ, ପଞ୍ଜାବ, ହରିଆଣା ଓ କଶ୍ମୀରର ଝିଅମାନେ ଅଧିକ ଗୋରି। ସବୁ ଭାରତୀୟ ଝିଅଙ୍କ ଦେହର ରଙ୍ଗ ବ୍ରାଉନ ନୁହେଁ। ଆମର ଅନେକ ଅଭିନେତ୍ରୀଙ୍କ ରଙ୍ଗ ଗୋରା ବୋଲି ଆମେ ଜାଣିଛେ।’

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story