ପୁଣି ହସାଇବେ କମେଡି କୁଇନ୍‌ ଭାରତୀ, ସାଥ୍‌ ଦେବେ ସ୍ୱାମୀ

ମୁମ୍ବାଇ: ପୁଣି ହସାଇବେ କମେଡି କୁଇନ୍‌ ଭାରତୀ ସିଂହ। ଏଥିର ବି ତାଙ୍କ ସାଥ ଦେବେ ସ୍ୱାମୀ ହର୍ଷ ଲିମ୍ବାଚିଆ । ଉଭୟ ମିଶି ପୁଣି ଲଗାଇବେ କମେଡିର ଡବଲ୍‌ ତଡକା। ପୁଣି ଟିଭି ପରଦାରେ ଏକାଠି ନଜର ଆସିବେ ଏହି କେମଡିଆନ୍‌ ସ୍ୱାମୀ-ସ୍ତ୍ରୀ। ‘ଡ୍ୟାନ୍ସ ଦିୱାନେ-୩’ ପରେ ଏବେ ଭାରତୀ ଓ ହର୍ଷଙ୍କୁ ଏକ ନୂଆ ଶୋ’ରେ ଦେଖିବାକୁ ମିଳିବ। ପୂର୍ବରୁ ଅନେକ ରିଆଲିଟି ଏବଂ ଡ୍ୟାନ୍ସ ଶୋ’କୁ ଏକାଠି ହୋଷ୍ଟ କରିସାରିଛନ୍ତି ଭାରତୀ ଓ […]

Bharti and harsh

Bharti and harsh

Madhupriya Mistry
  • Published: Wednesday, 03 November 2021
  • Updated: 03 November 2021, 04:01 PM IST

Sports

Latest News

ମୁମ୍ବାଇ: ପୁଣି ହସାଇବେ କମେଡି କୁଇନ୍‌ ଭାରତୀ ସିଂହ। ଏଥିର ବି ତାଙ୍କ ସାଥ ଦେବେ ସ୍ୱାମୀ ହର୍ଷ ଲିମ୍ବାଚିଆ । ଉଭୟ ମିଶି ପୁଣି ଲଗାଇବେ କମେଡିର ଡବଲ୍‌ ତଡକା। ପୁଣି ଟିଭି ପରଦାରେ ଏକାଠି ନଜର ଆସିବେ ଏହି କେମଡିଆନ୍‌ ସ୍ୱାମୀ-ସ୍ତ୍ରୀ। 'ଡ୍ୟାନ୍ସ ଦିୱାନେ-୩' ପରେ ଏବେ ଭାରତୀ ଓ ହର୍ଷଙ୍କୁ ଏକ ନୂଆ ଶୋ'ରେ ଦେଖିବାକୁ ମିଳିବ।

ପୂର୍ବରୁ ଅନେକ ରିଆଲିଟି ଏବଂ ଡ୍ୟାନ୍ସ ଶୋ'କୁ ଏକାଠି ହୋଷ୍ଟ କରିସାରିଛନ୍ତି ଭାରତୀ ଓ ହଷ୍ଟ। ଏମାନଙ୍କୁ ଏକାଠି ଦର୍ଶକେ ଖୁବ ପସନ୍ଦ ମଧ୍ୟ କରନ୍ତି। ଏବେ ଦୁହେଁ ପୁଣି ଥରେ 'ଇଣ୍ଡିଆନ୍‌ ଗୋମ୍‌' ନୂଆ ଶୋରେ ନଜର ଆସିବେ। ଏହା ଏକ ଫନ୍‌ ଗେମ୍‌ ଶୋ'।

ନିକଟରେ ହର୍ଷ ଏକ ସାକ୍ଷାତକାର୍‌ରେ କହିଛନ୍ତି, ଏହି ଶୋ ପାଇଁ ସେ ଦୁଇ ବର୍ଷ ଧରି କାମ କରୁଛନ୍ତି।  ସେ ଛାହୁଁ ଥିଲେ  ଯେ  କିଛି ଅଲଗା ଏବଂ ନୂଆ କରିବା ପାଇଁ, ଯେପରି ଦର୍ଶକ ମାନେ ତାଙ୍କ କାମ କୁ ପସନ୍ଦ କରିବେ ସେଥିପାଇଁ ସେ ଚେଷ୍ଟା କରିଥିଲେ। ଏଥିରେ ସବୁ ସେଲିବ୍ରିଟ୍ ମାନେ ଭାଗ ନେବେ। ଏହାକୁ ମୁଁ, ଭାରତୀ ଏବଂ ଆଦିତ୍ୟ ନାରାୟଣ ହୋଷ୍ଟ କରିବୁ ବୋଲି ସେ କହିଛନ୍ତି।

ନିକଟରେ ଏହି ଶୋ'ର ସେଟ୍‌ରୁ ଅନେକ ଭିଡିଓ ଶେୟାର କରିଛନ୍ତି। ଭିଡିଓ ଗୁଡିକରେ  ଅଲି ଗୋନି , ଜାସ୍ମିନ୍ ଭସିନ୍ ,ଓ ପ୍ରିୟଙ୍କ ଶର୍ମା ଭଳି ସେଲେବ୍ରିଟିମାନେ ତାଙ୍କ ସହ ମଉଜମସ୍ତି କରୁଥିବା ଦେଖିବାକୁ ମିଳିଛି। ସେପଟେ ଫ୍ୟାନ୍‌ମାନେ ମଧ୍ୟ ଶୋ'ର କିଛି ଭିଡିଓକୁ ଦେଖି ପ୍ରଶଂସା କରିଛନ୍ତି। ଶୋ' କେବେ ପ୍ରସାରିତ ହେବ ସେଥିପାଇଁ ଏକ୍ସାଇଟେଡ୍‌ ଅଛନ୍ତି।

ଏଥିସହ ଭାରତୀ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଲଞ୍ଚ କରିଛନ୍ତି। ଏହି ଚ୍ୟାନେଲର ନାଁ 'ଭାରତୀ ଟିଭି' ରଖାଯାଇଛି। ଏହି ଚ୍ୟାନେଲ ଖୋଲିବା ପଛରେ ହର୍ଷଙ୍କ ହାତ ରହିଛି। ଏହି ୟୁଟ୍ୟୁବ୍‌ ଚ୍ୟାନେଲରେ ହିଁ 'ଇଣ୍ଡିଆନ୍‌ ଗୋମ୍‌' ଶୋ ପ୍ରସାରିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story