ବିବାଦରେ କମେଡି କୁଇନ୍‌ ଭାରତୀ, ରାସ୍ତାକୁ ଓହ୍ଲାଇଲେ ଲୋକେ

ମୁମ୍ବାଇ: ବିବାଦରେ କମେଡି କୁଇନ୍‌। ବଢ଼ିଲା ଭାରତୀ ସିଂହଙ୍କ ଅଡୁଆ। ସମସ୍ତଙ୍କୁ ହସାଉ ହସାଉ ବିବାଦୀୟ ବୟାନ ଦେଇ ଫସିଗଲେ ଭାରତୀ। ଜୋକ୍‌ କରିବା ତାଙ୍କୁ ମହଙ୍ଗା ପଡିଛି। ଦାଢ଼ି ନିଶକୁ ନେଇ କମେଡି କରିବା ଯୋଗୁଁ ତାଙ୍କୁ ଜୋରଦାର ବିରୋଧ କରାଯାଉଛି। ନିକଟରେ ଭାତରୀ ନିଜର ଏକ ଶୋ’ରେ ନିଶ ଦାଢ଼ିକୁ ନେଇ ଏକ ଜୋକ୍‌ କରି ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଶିଖ ସମ୍ପ୍ରଦାୟର ଲୋକେ ବିରୋଧ କରିଛନ୍ତି। ତାଙ୍କୁ ସୋଶାଲ ମିଡିଆରେ […]

Bharti Singh

Bharti Singh

Madhupriya Mistry
  • Published: Monday, 16 May 2022
  • Updated: 16 May 2022, 04:20 PM IST

Sports

Latest News

ମୁମ୍ବାଇ: ବିବାଦରେ କମେଡି କୁଇନ୍‌। ବଢ଼ିଲା ଭାରତୀ ସିଂହଙ୍କ ଅଡୁଆ। ସମସ୍ତଙ୍କୁ ହସାଉ ହସାଉ ବିବାଦୀୟ ବୟାନ ଦେଇ ଫସିଗଲେ ଭାରତୀ। ଜୋକ୍‌ କରିବା ତାଙ୍କୁ ମହଙ୍ଗା ପଡିଛି। ଦାଢ଼ି ନିଶକୁ ନେଇ କମେଡି କରିବା ଯୋଗୁଁ ତାଙ୍କୁ ଜୋରଦାର ବିରୋଧ କରାଯାଉଛି।

ନିକଟରେ ଭାତରୀ ନିଜର ଏକ ଶୋ'ରେ ନିଶ ଦାଢ଼ିକୁ ନେଇ ଏକ ଜୋକ୍‌ କରି ବିବାଦୀୟ ବୟାନ ଦେଇଥିଲେ। ଏହାକୁ ନେଇ ଶିଖ ସମ୍ପ୍ରଦାୟର ଲୋକେ ବିରୋଧ କରିଛନ୍ତି। ତାଙ୍କୁ ସୋଶାଲ ମିଡିଆରେ ଜୋରଦାର ଟ୍ରୋଲ କରାଯାଉଛି। ଏହି ମାମଲାରେ ଅମୃତସରର ଶିଖ ସଙ୍ଗଠନ ରାସ୍ତାକୁ ଓହ୍ଲାଇ ଭାରତୀଙ୍କ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ସେପଟେ ଏହି ମାମଲା ବଢ଼ିବା ପରେ ଭାତରୀ ହାତ ଯୋଡି ଶିଖ ସମ୍ପ୍ରଦାୟକୁ କ୍ଷମା ମାଗିଛନ୍ତି। ଯାହାର ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି। ଏହି ଭିଡିଓକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, 'ମୁଁ ଜଣେ ପଞ୍ଜାବୀ, ମୁଁ ନିଜେ ଅମୃତସରରେ ଜନ୍ମ ହୋଇଛି। ପଞ୍ଜାବୀ ବୋଲି ମୁଁ ଗର୍ବିତ। ମୁଁ ଲୋକମାନଙ୍କୁ ଖୁସି କରିବା ପାଇଁ କମେଡି କରେ, କାହାକୁ ଆଘାତ କରିବା ପାଇଁ ନୁହେଁ। ଯଦି ମୋର କୌଣସି କଥାକୁ ନେଇ କାହାକୁ  ଆଘାତ ଲାଗିଛି, ତେବେ ନିଜ ଭଉଣୀ ଭାବି ମୋତେ କ୍ଷମା କର।'

କିନ୍ତୁ କ୍ଷମା ମାଗିବା ପରେ ବି ଏହି ମାମଲା ଥମିବାର ନାଁ ନେଉନାହିଁ। ଥଟ୍ଟାରେ ଭାରତୀ ସିଂଙ୍କ ମନ୍ତବ୍ୟ ତାଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି। ଭାରତୀ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି, ତଥାପି ବିବାଦ ଥମିବା ପରିବର୍ତ୍ତେ ଏହା ବଢ଼ିବାରେ ଲାଗିଛି।

ସୂଚନା ମୁତାବକ, ଦାଢ଼ି ନିଶକୁ ନେଇ ଭାରତୀ ସିଂହଙ୍କ ବୟାନ ଉପରେ ଏସ୍‌ଜିପିସି ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ସେପଟେ ଶିଖ ସଙ୍ଗଠନ ମଧ୍ୟ ଭାରତୀଙ୍କ ଏଭଳି ବୟାନକୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ମୋହିନି ପାର୍କରେ ଭାରତୀ ସିଂହଙ୍କ ପୁରୁଣା ଘର ଅଛି। ସେହି ଘର ଆଗରେ ହାତରେ ପୋଷ୍ଟର ଧରି ଶିଖ ସଙ୍ଗଠନ ବିରୋଧ ପ୍ରଦର୍ଶନ କରିଛନ୍ତି।

ଏସ୍‌ଜିପିସିର ପ୍ରବକ୍ତାଙ୍କ କହିବା ମୁତାବକ, ଭାରତୀ ସିଂହଙ୍କ ଏଭଳି ବୟାନକୁ ନେଇ ଶିଖ ସମ୍ପ୍ରଦାୟ ବେଶ୍‌ କ୍ରୋଧିତ ଅଛନ୍ତି। ଶିଖ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ଭାରତୀ ସିଂହଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବ ବୋଲି ଏସ୍‌ଜିପିସି କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story