ଯନ୍ତ୍ରଣା ବଖାଣିଲେ କମେଡି କୁଇନ୍ ଭାରତୀ

ମୁମ୍ବାଇ: କାନ୍ଦିଲେ କମେଡି କୁଇନ୍। ବଖାଣିଲେ ନିଜ ଯନ୍ତ୍ରଣା। ସମସ୍ତଙ୍କୁ ହସାଉଥିବା ଭାରତୀ ସିଂହ କହିଛନ୍ତି ନିଜ ହୃଦୟର ଦୁଃଖ। ସେ କରିଥିବା ସଂଘର୍ଷ ବିଷୟରେ କରିଛନ୍ତି ଖୁଲାସା। ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥା ଉପରୁ ସେ ଉଠାଇଛନ୍ତି ପରଦା। ନିଜ କ୍ୟାରିଅର ଆରମ୍ଭରେ ଭାରତୀ ସହିଛନ୍ତି ଅନେକ ଦୁଃଖ। ନିକଟରେ ମନିଶ ପଲ୍‌ଙ୍କ ପୋଡ୍‌କାଷ୍ଟ ଚାଟ୍ ଶୋ’ରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥା କହିଛନ୍ତି। ସେ କହିଛନ୍ତି, ପ୍ରତିଦିନ […]

bharti-singh.

bharti-singh.

Madhupriya Mistry
  • Published: Saturday, 17 July 2021
  • Updated: 17 July 2021, 04:26 PM IST

ମୁମ୍ବାଇ: କାନ୍ଦିଲେ କମେଡି କୁଇନ୍। ବଖାଣିଲେ ନିଜ ଯନ୍ତ୍ରଣା। ସମସ୍ତଙ୍କୁ ହସାଉଥିବା ଭାରତୀ ସିଂହ କହିଛନ୍ତି ନିଜ ହୃଦୟର ଦୁଃଖ। ସେ କରିଥିବା ସଂଘର୍ଷ ବିଷୟରେ କରିଛନ୍ତି ଖୁଲାସା। ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥା ଉପରୁ ସେ ଉଠାଇଛନ୍ତି ପରଦା।

ନିଜ କ୍ୟାରିଅର ଆରମ୍ଭରେ ଭାରତୀ ସହିଛନ୍ତି ଅନେକ ଦୁଃଖ। ନିକଟରେ ମନିଶ ପଲ୍‌ଙ୍କ ପୋଡ୍‌କାଷ୍ଟ ଚାଟ୍ ଶୋ’ରେ ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଅନେକ କଥା କହିଛନ୍ତି। ସେ କହିଛନ୍ତି, ପ୍ରତିଦିନ ସେ ସୁଟିଂ ସେଟ୍‌କୁ ନିଜ ମା’ଙ୍କୁ ସାଙ୍ଗରେ ନେଇ ଆସୁଥିଲେ। କାରଣ ଅନେକଥର ଲୋକଙ୍କ ଦ୍ୱାରା କୁହାଯାଉଥିବା କଥାକୁ ସେ ବୁଝି ପାରୁନଥିଲେ। ଏଥିପାଇଁ ସେ ପ୍ରାୟ ପ୍ରତ୍ୟେକ ଶୋ’ରେ ନିଜ ମା’ଙ୍କୁ ସାଙ୍ଗରେ ଆଣୁଥିଲେ।

କେବଳ ସେତିକି ନୁହେଁ ସେ ସୁଟିଂ ସେଟ୍‌ରେ ତାଙ୍କ ସହ ଘଟିଥିବା କଳା କାହାଣୀ ବିଷୟରେ ମଧ୍ୟ ପରଦା ଉଠାଇଛନ୍ତି ଭାରତୀ। ସୁଟିଂ ସେଟ୍‌ରେ ଅନେକ ତାଙ୍କ ଅଣ୍ଟାକୁ ଛୁଇଁ ଦେଉଥିଲେ। ଏହା ଖରାପ ବୋଲି ସେ ଭାବି ପାରୁନଥିଲେ। ଅନେକ ଲୋକେ ତାଙ୍କୁ ମୋଟି ବୋଲି ମଧ୍ୟ ଟାହି ଟାପରା କରୁଥିଲେ ବୋଲି କହି କାନ୍ଦି ପକାଇଛନ୍ତି ଭାରତୀ।

ଭାରତୀ ଆହୁରି କହିଛନ୍ତି, ଭଗବାନ ପ୍ରତ୍ୟେକ ମହିଳାଙ୍କୁ ଏକ ଶକ୍ତି ଦେଇଛନ୍ତି, ଯେଉଁଥିରେ ସେ ବୁଝିପାରିବେ ଯେ, ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟ କ’ଣ। ଯେତେବେଳେ କାହାର ଉଦ୍ଦେଶ୍ୟ ଠିକ ମନେ ହୁଏ ନାହିଁ, ତାହା ମହିଳା ଜଣକ ଜାଣିପାରନ୍ତି। ମୁଁ ବର୍ତ୍ତମାନ ଅନୁଭବ କରୁଛି ଯେ, ମୁଁ ଜଣେ ମୁର୍ଖ, ଯିଏ ଏସବୁକୁ ପ୍ରଥମେ ବୁଝୁ ନଥିଲା। କ୍ୟାରିଆର ଆରମ୍ଭରେ ବି କାହାକୁ ବିରୋଧ କରିବାର ସାହାସ ମଧ୍ୟ ନଥିଲା । ହେଲେ ଆଜି ମୁଁ ନିଜକୁ କିଭଳି ସୁରକ୍ଷା ଦେବି ଜାଣିସାରିଛି ବୋଲି କହିଛନ୍ତି ଭାରତୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story