Advertisment

ଲୁଚିଛପି ନିର୍ବନ୍ଧ କଲେ ବିଗ୍‌ବସ୍‌ ଫେମ୍‌ ଏଜାଜ-ପବିତ୍ରା!

ମୁମ୍ବାଇ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ କପଲ୍‌ ଏଜାଜ ଖାନ୍‌ ଓ ପବିତ୍ରା ପୁନିଆ। ଖୁବଶୀଘ୍ର ଏ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ଏହି ସେଲେବ୍ରିଟି କପଲ୍‌ ଲୁଚିଛପି ନିର୍ବନ୍ଧ କରିନେଇଛନ୍ତି। ଏନେଇ ଖୋଦ୍‌ ଇସାରା ଦେଇଛନ୍ତି ଅଭିନେତ୍ରୀ ପବିତ୍ରା ପୁନିଆ। ଯାହାକୁ ନେଇ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି। ପବିତ୍ରା ପୁନିଆ ଓ ଏଜାଜ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କ ଲଭ୍‌ ଷ୍ଟୋରୀ ବିଗ୍‌ ବସ୍‌ ସିଜନ୍‌-୧୪ରୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଲୁଚିଛପି ନିର୍ବନ୍ଧ କଲେ ବିଗ୍‌ବସ୍‌ ଫେମ୍‌ ଏଜାଜ-ପବିତ୍ରା!

Pavitra Punia and eijaz-khan

ମୁମ୍ବାଇ: ଚର୍ଚ୍ଚାରେ ବିଗ୍‌ବସ୍‌ ଫେମ୍‌ କପଲ୍‌ ଏଜାଜ ଖାନ୍‌ ଓ ପବିତ୍ରା ପୁନିଆ। ଖୁବଶୀଘ୍ର ଏ ଦୁହେଁ ବିବାହ କରିବାକୁ ଯାଉଛନ୍ତି। ତେବେ ଏହା ପୂର୍ବରୁ ଏହି ସେଲେବ୍ରିଟି କପଲ୍‌ ଲୁଚିଛପି ନିର୍ବନ୍ଧ କରିନେଇଛନ୍ତି। ଏନେଇ ଖୋଦ୍‌ ଇସାରା ଦେଇଛନ୍ତି ଅଭିନେତ୍ରୀ ପବିତ୍ରା ପୁନିଆ। ଯାହାକୁ ନେଇ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଯାଇଛି।

Advertisment

Eijaz Khan Pavitra Punia: Girlfriend Pavitra Punia's family met Eijaz Khan, Sanai-Choughada will play soon? | Eijaz Khan with Girlfriend Pavitra Punia's family, getting married soon? | Reading Sexy News

ପବିତ୍ରା ପୁନିଆ ଓ ଏଜାଜ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଦୁହିଁଙ୍କ ଲଭ୍‌ ଷ୍ଟୋରୀ ବିଗ୍‌ ବସ୍‌ ସିଜନ୍‌-୧୪ରୁ ଆରମ୍ଭ ହୋଇଥିଲା। ନିକଟରେ ପବିତ୍ରା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ଶେୟାର କରିଥିଲେ। ଏଥିରେ ସେ ନିଜ ହାତରେ ପିନ୍ଧିଥିବା ଦାମୀ ହୀରା ମୁଦିକୁ ଦେଖାଇଛନ୍ତି। ଆଉ କ୍ୟାପସନ୍‌ରେ ଲେଖିଛନ୍ତି 'What'? ଏହି ଫଟୋ ସାମ୍ନାକୁ ଆସିବା ପରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Eijaz Khan और Pavitra Punia

ସୋଶାଲ ମିଡିଆରେ ଚର୍ଚ୍ଚା ହେଉଛି କି ଏଜାଜ ଖାନଙ୍କ ସହ ବୋଧ ହୁଏ ନିର୍ବନ୍ଧ କରିନେଇଛନ୍ତି। ଏଥିସହ ଅନେକ ୟୁଜର୍ସ ଲୁଚିଛପି ନିର୍ବନ୍ଧ କରିନେଇଛନ୍ତି କି ବୋଲି ତାଙ୍କୁ ପ୍ରଶ୍ନ କରିଛନ୍ତି। ଏତେ ସବୁ ଚର୍ଚ୍ଚା ଭିତରେ ବି ଦୁହେଁ ନୀରବ ଅଛନ୍ତି। ନିର୍ବନ୍ଧକୁ ନେଇ ଉଭୟ କୌଣସି ଅଫିସିଆଲ୍‌ ରୂପେ ଘୋଷଣା କରିନାହାନ୍ତି।

Advertisment

Eijaz Khan Talks About Wedding With GF, Pavitra Punia, Says 'Phele Kuch Cheezon Se Deal Karna Hai'

ଏଜାଜ୍ ଖାନ୍ ଓ ପବିତ୍ରା ପୁନିଆଙ୍କ ପ୍ରେମ କାହାଣୀ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି। ଏହି ଦମ୍ପତି ପ୍ରାୟତଃ ପରସ୍ପର ସହିତ ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଦମ୍ପତି ଦୀର୍ଘ ଦିନ ଧରି ପରସ୍ପର ସହ ଲିଭ୍‌-ଇନରେ ମଧ୍ୟ ରହୁଛନ୍ତି।