ବୋଲ୍ଡ ସିନ୍‌କୁ ଏରିକାଙ୍କ ନା’

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ । ସେ ଘରେ ଘରେ ପ୍ରେରଣା ରୂପେ ପରିଚିତ । ଗତ କିଛି ଦିନ ହେବ ସେ ‘କୁଛ ରଙ୍ଗ ପ୍ୟାର୍ କେ ଏସେ ଭି’ ଶୋ’ର ସିଜିନ୍‌-୩କୁ ନେଇ ଚର୍ଚ୍ଚାରେ ଅଛନ୍ତି । ୨୦୧୭ରୁ ଟେଲିଭିଜନ ଦୁନିଆରେ ପାଦ ରଖିଥିବା ଏରିକା କିନ୍ତୁ ୱେବ ସିରିଜ୍‌ରେଏଯାଏଁ ପାଦ ଦେଇ ନାହାନ୍ତି । ତାଙ୍କୁ ଅନେକଗୁଡିଏ ୱେବ ସିରିଜରେ କାମ କରିବା ପାଇଁ ଅଫର୍ ହୋଇଛି । […]

Erica

Erica

Madhupriya Mistry
  • Published: Friday, 28 May 2021
  • Updated: 28 May 2021, 12:39 PM IST

Sports

Latest News

ମୁମ୍ବାଇ: ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଏରିକା ଫର୍ଣ୍ଣାଣ୍ଡିଜ । ସେ ଘରେ ଘରେ ପ୍ରେରଣା ରୂପେ ପରିଚିତ । ଗତ କିଛି ଦିନ ହେବ ସେ ‘କୁଛ ରଙ୍ଗ ପ୍ୟାର୍ କେ ଏସେ ଭି’ ଶୋ’ର ସିଜିନ୍‌-୩କୁ ନେଇ ଚର୍ଚ୍ଚାରେ ଅଛନ୍ତି । ୨୦୧୭ରୁ ଟେଲିଭିଜନ ଦୁନିଆରେ ପାଦ ରଖିଥିବା ଏରିକା କିନ୍ତୁ ୱେବ ସିରିଜ୍‌ରେଏଯାଏଁ ପାଦ ଦେଇ ନାହାନ୍ତି ।

ତାଙ୍କୁ ଅନେକଗୁଡିଏ ୱେବ ସିରିଜରେ କାମ କରିବା ପାଇଁ ଅଫର୍ ହୋଇଛି । କିନ୍ତୁ ସେ ମନା କରିଦେଇଛନ୍ତି । କାରଣ ଏଥିରେ ତାଙ୍କୁ ବୋଲ୍ଡ ସିନ୍ କରିବା ପାଇଁ କୁହାଯାଇଛି । ସେ କିନ୍ତୁ ବୋଲ୍ଡ ସିନ୍ କରିବାକୁ ସଫା ସଫା ମନା କରିବା ସହ ଅଫର୍‌କୁ ରିଜେକ୍ଟ କରିଦେଇଛନ୍ତି ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ଏରିକା ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ବୋଲ୍ଡ କଣ୍ଟେଣ୍ଟ ଯୋଗୁଁ ତାଙ୍କୁ ଅନେକ ଗୁଡିଏ ଅଫର ରିଜେକ୍ଟ କରିବାକୁ ପଡିଛି । ସେ ବୋଲ୍ଡ ସିନ୍ କରିବାକୁ ଅସହଜ ମନେ କରନ୍ତି । ଅନେକ ସମୟରେ ଗୋଟିଏ ଶୋ’କୁ ବିକ୍ରି କରିବା ପାଇଁ ଜୋର ଜବରଦସ୍ତି ସେଥିରେ ବୋଲ୍ଡ ସିନ୍ ରଖାଯାଇଥାଏ ବୋଲି ସେ ମନେ କରନ୍ତି । କୌଣସି ଶୋ’ ରେ କାହିଁକି ବୋଲ୍ଡ ସିନର ଆବଶ୍ୟକତା ରହୁଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

୨୦୧୭ରେ ଏରିକା ଟିଭି ଦୁନିଆରେ ଡେବ୍ୟୁ କରିଥିଲେ । ତାଙ୍କର ପ୍ରଥମ ଶୋ’ ‘କୁଛ ରଙ୍ଗ ପ୍ୟାର୍ କେ ଏସେ ଭି’ ଥିଲା । ଏହାପୂର୍ବରୁ ସେ ୨୦୧୩ରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିସାରିଛନ୍ତି । ଏରିକା କନ୍ନଡ ଫିଲ୍ମଠାରୁ ଆରମ୍ଭ କରି ତାମିଲ ଓ ତେଲୁଗୁ ଭାଷାର ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story