Advertisment

ଖୁବଶୀଘ୍ର ବିବାହ କରିବେ ଏହି ଦିଅର-ଭାଉଜ ଯୋଡି

ମୁମ୍ବାଇ: ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ୍‌ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ’ର ଲିଡ୍‌ ଅଭିନେତା ବିରାଟ ଓ ତାଙ୍କ ଭାଉଜ ସାଜିଥିବା ପାଖୀ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିଲ୍‌ର ଏହି ଭାଉଜ-ଦିଅର ଯୋଡି ରିଅଲ୍‌ ଲାଇଫ୍‌ରେ ହେବାକୁ ଯାଉଛନ୍ତି ସ୍ୱାମୀ-ସ୍ତ୍ରୀ। ଅଭନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମାଙ୍କ ଖୁବଶୀଘ୍ର ବାଜିବାକୁ ଯାଉଛି ଶାହାନାଇ। ଆସନ୍ତା ୩୦ ତାରିଖରେ ଏହି ଲଭ୍‌ ବାର୍ଡ ଉଜ୍ଜେଇନ୍‌ରେ ପରସ୍ପରର ହାତ ଧରିବେ। ହିନ୍ଦୁ ରୀତିନୀତି ଅନୁଯାୟୀ ନେବେ […]

ଖୁବଶୀଘ୍ର ବିବାହ କରିବେ ଏହି ଦିଅର-ଭାଉଜ ଯୋଡି

aishwarya and neil bhatt

Advertisment

ମୁମ୍ବାଇ: ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ୍‌ 'ଗୁମ୍‌ ହୈ କିସି କେ ପ୍ୟାର୍‌ ମେଁ'ର ଲିଡ୍‌ ଅଭିନେତା ବିରାଟ ଓ ତାଙ୍କ ଭାଉଜ ସାଜିଥିବା ପାଖୀ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରିଲ୍‌ର ଏହି ଭାଉଜ-ଦିଅର ଯୋଡି ରିଅଲ୍‌ ଲାଇଫ୍‌ରେ ହେବାକୁ ଯାଉଛନ୍ତି ସ୍ୱାମୀ-ସ୍ତ୍ରୀ। ଅଭନେତା ନୀଲ ଭଟ୍ଟ ଏବଂ ଐଶ୍ୱର୍ଯ୍ୟା ଶର୍ମାଙ୍କ ଖୁବଶୀଘ୍ର ବାଜିବାକୁ ଯାଉଛି ଶାହାନାଇ।

Advertisment

ଆସନ୍ତା ୩୦ ତାରିଖରେ ଏହି ଲଭ୍‌ ବାର୍ଡ ଉଜ୍ଜେଇନ୍‌ରେ ପରସ୍ପରର ହାତ ଧରିବେ। ହିନ୍ଦୁ ରୀତିନୀତି ଅନୁଯାୟୀ ନେବେ ସାତ ଫେରା। ବିରାଟ ଓ ପାଖୀ ନାଁରେ ଘରେ ଘରେ ପରିଚିତ ହୋଇଥିବା ନୀଲ ଏବଂ ଏଶ୍ୱର୍ଯ୍ୟ ବର୍ଷ ଆରମ୍ଭ ହେବେ ନିର୍ବନ୍ଧ ସାରି ନିଜ ଫ୍ୟାନ୍‌ମାନଙ୍କୁ ସର୍‌ପ୍ରାଇଜ ଦେଇଥିଲେ। ଏବେ ବର୍ଷ ୨୦୨୧ ଶେଷ ନହେବା ପୂର୍ବରୁ ବିବାହ କରିବାକୁ ପ୍ରସ୍ତୁତ ଥିବା ଏହି ଯୋଡି ଏବେ ଫ୍ୟାନ୍‌ମାନଙ୍କୁ ଡବଲ୍‌ ସରପ୍ରାଇଜ୍‌ ଦେଇଛନ୍ତି।

ସେପଟ ବିବାହ ଦିନ ପାଖେଇ ଆସୁଥିବାକୁ ନେଇ ଖୁସି ଝୁମିଛନ୍ତି ଐଶ୍ୱର୍ଯ୍ୟା। ଏପରିକି ସେ ସୋଶାଲ ମିଡିଆରେ ନିଜ ବ୍ୟାଚଲରେଟ୍‌ ପାର୍ଟିର ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ବେଶ୍‌ ଏକ୍ସଟାଇଟେଡ୍‌ ଥିବା ନଜର ଆସିଛନ୍ତି। ପିଙ୍କ ଟପ୍‌ ଏବଂ ବ୍ଲାକ୍‌ ଜିନ୍ସ ପିନ୍ଧି ପୂରାପୁରି ମସ୍ତି ମୁଡ୍‌ରେ ଅଛନ୍ତି ଐଶ୍ୱର୍ଯ୍ୟା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe