Advertisment

ପୁଣି ଥରେ ମା’ ହେଲେ ଦେବୀନା

ମୁମ୍ବାଇ: ପୁଣି ଥରେ ମା’ ହେଲେ ଟେଲିଭିଜନର ଷ୍ଟାର୍ ଦେବୀନା ବାନାର୍ଜୀ। ଗୁରମିତ ଚୌଧୁରୀ ଓ ଦେବୀନା ବାନାର୍ଜୀଙ୍କୁ ଘରୁ ଆସିଲା କୁନି ଅତିଥି। ଗତକାଲି ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ଗୁରମିତ ଓ ଦେବିନା ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଜଣାଇଛନ୍ତି। ଫଟୋ ପୋଷ୍ଟ କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, ଆମ ଶିଶୁ କନ୍ୟାକୁ ଏ ଦୁନିଆକୁ ସ୍ୱାଗତ। ଆମେ ପୁଣି ଥରେ ମା-ବାପା ହୋଇଥିବାରୁ ଉତ୍ସାହିତ। ଏ ଦୁଇ ଷ୍ଟାର୍ […]

ଅଦ୍ୟତନ ହୋଇଛି
ପୁଣି ଥରେ ମା’ ହେଲେ ଦେବୀନା

gurmeet-choudhary-and-debina-bonnerjee

Advertisment

ମୁମ୍ବାଇ: ପୁଣି ଥରେ ମା’ ହେଲେ ଟେଲିଭିଜନର ଷ୍ଟାର୍ ଦେବୀନା ବାନାର୍ଜୀ। ଗୁରମିତ ଚୌଧୁରୀ ଓ ଦେବୀନା ବାନାର୍ଜୀଙ୍କୁ ଘରୁ ଆସିଲା କୁନି ଅତିଥି। ଗତକାଲି ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏନେଇ ଗୁରମିତ ଓ ଦେବିନା ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ଜଣାଇଛନ୍ତି।

Advertisment

ଫଟୋ ପୋଷ୍ଟ କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, ଆମ ଶିଶୁ କନ୍ୟାକୁ ଏ ଦୁନିଆକୁ ସ୍ୱାଗତ। ଆମେ ପୁଣି ଥରେ ମା-ବାପା ହୋଇଥିବାରୁ ଉତ୍ସାହିତ।

Gurmeet Choudhary Respond Trolls On Debina Bonnerjee Second Pregnancy

ଏ ଦୁଇ ଷ୍ଟାର୍ କପଲଙ୍କ ପୂର୍ବରୁ ଲିଆନା ନାମକ ଏକ ଝିଅ ଅଛନ୍ତି, ଯାହାର ଜନ୍ମ ଚଳିତ ବର୍ଷ ପ୍ରାରମ୍ଭରେ ହୋଇଥିଲା। ତେବେ ପ୍ରଥମ ଝିଅ ଜନ୍ମ ହେବାର ଠିକ୍ ଚାରି ମାସ ପରେ ପୁଣି ଥରେ ଗର୍ଭବତୀ ଥିବା ନେଇ ଘୋଷଣା କରିଥିଲେ ଦେବୀନା। ୨୦୧୧ରେ ଦେବୀନା ଓ ଗୁରମିତ ବିବାହ କରିଥିଲେ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe