‘ଇଣ୍ଡିଆନ ଆଇଡଲ-୧୨’ ପ୍ରତିଯୋଗୀଙ୍କ ନାଁରେ ସଙ୍ଗୀନ ଅଭିଯୋଗ

ମୁମ୍ବାଇ: ପୁଣି ବିବାଦରେ ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୨’ । ଏହି ଶୋ’ର ଜଣେ ପ୍ରତିଯୋଗୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ପ୍ରତିଯୋଗୀ ସନମୁଖପ୍ରିୟା କ୍ଲାସିକ ଗୀତର ଅପମାନ ଏବଂ ତାକୁ ଭୁଳ ରୂପେ ଗାଇବା ସହ ତାକୁ ବର୍ବାଦ କରିଥିବା ନେଇ ଜଣେ ୟୁଜର୍ସ ଅଭିଯୋଗ ଆଣିଛନ୍ତି । ପ୍ରକୃତରେ ଇଣ୍ଡିଆନ ଆଇଡଲର ଗତ ସପ୍ତାହର ଏପିସୋଡଟି ଦିଗଜ ଗୀତିକାର ଶ୍ରବଣ ରାଠୋରଙ୍କ ପାଇଁ ସମର୍ପିତ ଥିଲା । ଏହି ୱିକଣ୍ଡେ […]

shanmukha-priya

shanmukha-priya

Madhupriya Mistry
  • Published: Monday, 24 May 2021
  • Updated: 24 May 2021, 04:01 PM IST

Sports

Latest News

ମୁମ୍ବାଇ: ପୁଣି ବିବାଦରେ ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୨’ । ଏହି ଶୋ’ର ଜଣେ ପ୍ରତିଯୋଗୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ । ପ୍ରତିଯୋଗୀ ସନମୁଖପ୍ରିୟା କ୍ଲାସିକ ଗୀତର ଅପମାନ ଏବଂ ତାକୁ ଭୁଳ ରୂପେ ଗାଇବା ସହ ତାକୁ ବର୍ବାଦ କରିଥିବା ନେଇ ଜଣେ ୟୁଜର୍ସ ଅଭିଯୋଗ ଆଣିଛନ୍ତି ।

ପ୍ରକୃତରେ ଇଣ୍ଡିଆନ ଆଇଡଲର ଗତ ସପ୍ତାହର ଏପିସୋଡଟି ଦିଗଜ ଗୀତିକାର ଶ୍ରବଣ ରାଠୋରଙ୍କ ପାଇଁ ସମର୍ପିତ ଥିଲା । ଏହି ୱିକଣ୍ଡେ ସ୍ପେଶାଲ ଏପିସୋଡରେ ସନମୁଖପ୍ରିୟା ‘ହମ୍‌କୋ ସିର୍ଫ ତୁମସେ ପ୍ୟାର ହୈ’ ଗୀତ ଗାଇଥିଲେ । ତେବେ ତାଙ୍କ ଗୀତ ଗାଇବା ଶୈଳୀକୁ ନେଇ କେତେକ ୟୁଜର୍ସ ନାପସନ୍ଦ କରିଛନ୍ତି । ଏପରିକି ଜଣେ ୟୁଜର୍ସ ରାଗିଯାଇ ତାଙ୍କୁ ଶୋ’ରୁ ବାହାର କରିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ଶନିବାର ରାତିରେ ଶୋ’ ଅନ୍ ଏୟାର ହେବା ପରେ ଏହାକୁ ନେଇ ସୋଶାଲ ମିଡିଆରେ ଆଲୋଚନା ଜୋର ଧରିଛି । ଶୋ’ର କେତେକ ନିୟମିତ ଦର୍ଶକ ନିଜ ରାଗକୁ ଟିଇଟ୍ ଜରିଆରେ ପ୍ରକାଶ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ସନମୁଖପ୍ରିୟା ଜଣେ ବେକାର ସିଙ୍ଗର । ତୁମେ ଶୋ’ରୁ ବାହାରିଯାଅ । ଇଣ୍ଡିଆନ ଆଇଡଲ-୧୨କୁ ବନ୍ଦ କରାଯାଉ ।

ଆଉ ଜଣେ ୟୁଜର୍ସ ଲେଖିଛନ୍ତି, “ସନମୁଖପ୍ରିୟା କେବଳ ଚିଲ୍ଲଉଛନ୍ତି । ତାଙ୍କୁ ଗୀତ ଗାଇ ଆସେନି, ସେ ଜଣେ କପି କ୍ୟାଟ୍ । ସେ ମେଲଡି ଗୀତ ଗାଇ ପାରନ୍ତି ନାହିଁ । ସେ କେବଳ ପାଟି କରିବା ଜାଣିଛନ୍ତି ଏବଂ ଗୀତର ମଜାକ ଉଡାଇବା ଜାଣିଛନ୍ତି । ସନମୁଖପ୍ରିୟା ଯୋଗୁଁ ସେ ଏବେ ଇଣ୍ଡିଆନ ଆଇଡଲ ଶୋ’କୁ ଘ୍ରୁଣା କରୁଛନ୍ତି ।

ସୂଚନା ମୁତାବକ ଗତ କିଛି ଦିନ ତଳେ ମଧ୍ୟ ଇଣ୍ଡିଆ ଆଇଡଲ-୧୨ ଶୋ’ ବିବାଦ ଘେରକୁ ଆସିଥିଲା । ଲିଜେଣ୍ଡରୀ ଗୀତିକାର କିଶୋର କୁମାର ସ୍ପେଶାଲ ଏପିସୋଡରେ ତାଙ୍କ ପୁଅ ଅମିତ କୁମାର ଗେଷ୍ଟ ରୂପେ ଶୋ’ରେ ଭାଗ ନେଇଥିଲେ। ଶୋ’ ସରିବା ପରେ ତାଙ୍କୁ ଏହା ପସନ୍ଦ ଆସିନଥିଲା ବୋଲି କହିଥିଲେ । କେବଳ ସେତିକି ନୁହେଁ ମେକର୍ସମାନେ ତାଙ୍କୁ ପ୍ରତିଯୋଗୀମାନଙ୍କ ପ୍ରଶଂସା କରିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story