‘ଇଣ୍ଡିଆନ ଆଇଡଲ-୨୦୨୧’ ବିବାଦକୁ ନେଇ ମୁହଁ ଖୋଲିଲେ ସୁନିଧି

ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ । ଏହି ଶୋ’କୁ ନେଇ ଲାଗି ରହିଛି ବିବାଦ । ଏପରିକି ବିବାଦ ଯୋଗୁଁ ଏହି ଶୋ’ଟି ଗତ ସପ୍ତାହରୁ ହିଁ ଟିଆର୍‌ପି ଚାର୍ଟରୁ ବାହାର ହୋଇଯାଇଛି । ନିକଟରେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡର ପ୍ରସିଦ୍ଧ ସିଙ୍ଗର ସୁନିଧି ଚୌହାନ । ସେ ଏହି ଶୋ’କୁ ନେଇ ସେ କରିଛନ୍ତି ବଡ଼ ଖୁଲାସା । […]

sunidhi

sunidhi

Madhupriya Mistry
  • Published: Monday, 31 May 2021
  • Updated: 31 May 2021, 10:17 AM IST

Sports

Latest News

ମୁମ୍ବାଇ: ଗତ କିଛି ଦିନ ଧରି ଚର୍ଚ୍ଚାରେ ରହିଛି ଲୋକପ୍ରିୟ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ । ଏହି ଶୋ’କୁ ନେଇ ଲାଗି ରହିଛି ବିବାଦ । ଏପରିକି ବିବାଦ ଯୋଗୁଁ ଏହି ଶୋ’ଟି ଗତ ସପ୍ତାହରୁ ହିଁ ଟିଆର୍‌ପି ଚାର୍ଟରୁ ବାହାର ହୋଇଯାଇଛି । ନିକଟରେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ବଲିଉଡର ପ୍ରସିଦ୍ଧ ସିଙ୍ଗର ସୁନିଧି ଚୌହାନ । ସେ ଏହି ଶୋ’କୁ ନେଇ ସେ କରିଛନ୍ତି ବଡ଼ ଖୁଲାସା ।

ସୁନିଧି ଏହି ଶୋ’ର ସିଜିନ-୫ ଏବଂ ୬ରେ ଜଜ୍ ଥିଲେ । କିନ୍ତୁ ପରେ ସେ ଏହି ରିଆଲିଟି ଶୋ’ ଛାଡି ଦେଇଥିଲେ । ତେବେ ସେ କାହିଁକି ଶୋ’ ଛାଡିଥିଲେ ଏବଂ ଏହି ଶୋ’କୁ ନେଇ ଲାଗି ରହିଥିବା ବିବାଦ ବିଷୟରେ ନିକଟରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି ।

ସୁନିଧି କହିଛନ୍ତି, ଶୋ’ର ନିର୍ମାତା ତାଙ୍କୁ ପ୍ରତିଯୋଗୀଙ୍କ ପ୍ରଶଂସା କରିବାକୁ ଚାପ ପକାଇଥିଲେ । ଏହା ଜରୁରୀ ନୁହେଁ ଯେ ସମସ୍ତଙ୍କୁ ଏହା କରିବା ଆବଶ୍ୟକ କିନ୍ତୁ ଆମକୁ ଏହା କରିବାକୁ କୁହାଯାଇଥିଲା। ଏହା ଏକ ବେସିକ୍ ଜିନିଷ ତେଣୁ ମୁଁ ଆଗକୁ ଯାଇପାରିଲି ନାହିଁ । ସେହି ଲୋକମାନେ ଯାହା ଚାହୁଁଥିଲେ ମୁଁ ସେ ସବୁ କରିପାରିଲି ନାହିଁ । ତେଣୁ ମୁଁ ଶୋ’ ଛାଡି ଦେଇଥିଲି । ସେ କହିଛନ୍ତି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ ଏବଂ ଟିଆର୍‌ପି ବଢ଼ାଇବା ପାଇଁ ନିର୍ମାତାମାନେ ଏଭଳି କରନ୍ତି।

ରିପୋର୍ଟ ମୁତାବକ ନେହା କକଡ, ହିମେଶ ରେଶମିଆ ଏବଂ ବିଶାଲ ଦଦ୍‌ଲାନିଙ୍କ ଉପରେ ମଧ୍ୟ ସୁନିଧି ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ‘ଏହି ତିନି ଜଣ ଜଜ୍ ପ୍ରତିଯୋଗୀଙ୍କ କେବେ ବି ତାଙ୍କ ଭୁଲ୍ ସୁଧାରିବାରେ ମୁଁ ଦେଖିନି, ସେ କେବଳ ତାଙ୍କ ପ୍ରଶଂସା ହିଁ କରନ୍ତି ।’

ନିକଟରେ କିଶୋର କୁମାର ସ୍ପେଶାଲ ଏପିସୋଡରେ ତାଙ୍କ ପୁଅ ଅମିତ କୁମାର ଏହି ଶୋ’ରେ ଅତିଥି ରୂପେ ଯୋଗ ଦେଇଥିଲେ । କିନ୍ତୁ ଶୋ’ ସରିବା ପରେ ଅମିତ କୁମାର ଏହି ରିଆଲିଟି ପ୍ରତିଯୋଗିତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ ତାଙ୍କୁୁ ନିର୍ମାତା ସମସ୍ତ ପ୍ରତିଯୋଗୀଙ୍କ ପ୍ରଶଂସା କରିବା ପାଇଁ ଚାପ ପକାଇଥିଲେ, ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ୍ । ଅମିତାଙ୍କ ଏହି କଥା ପରେ ସିଙ୍ଗିଙ୍ଗ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୨୦୨୧’ କୁ ନେଇ ଧୀରେ ଧୀରେ ବିବାଦ ବଢ଼ିବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story