ଏହି ଅଭିନେତ୍ରୀଙ୍କୁ ହିରୋ ସହ ରାତି ବିତାଇବାକୁ ବାଧ୍ୟ କରାଯାଇଥିଲା!

ମୁମ୍ବାଇ: ବି-ଟାଉନରେ କାଷ୍ଟିଂକାଉଚ କୌଣସି ନୂଆ କଥା ନୁହେଁ । ବିଗତ ଦିନରେ ଅନେକ ଅଭିନେତ୍ରୀ କାଷ୍ଟିଂକାଉଚ ନେଇ ଖୁଲାସା କରିଛନ୍ତି । ଅନେକ ନିର୍ମାତାଙ୍କ ଉପରେ ଶୋଷଣ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ନିକଟରେ ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ ମଧ୍ୟ ନିଜ ଖରାପ ଅନୁଭୂତି ବଖାଣିଛନ୍ତି । ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ମୁଁ ମଧ୍ୟ କାଷ୍ଟିଂକାଉଚର ସାମ୍ନା କରିଛି । ଏକ ଫିଲ୍ମ ପାଇଁ ମୋତେ ଜଣେ ହିରୋଙ୍କ ସହ ଶୋଇବା ପାଇଁ […]

kishwar marchent

kishwar marchent

Madhupriya Mistry
  • Published: Saturday, 29 May 2021
  • Updated: 29 May 2021, 03:49 PM IST

ମୁମ୍ବାଇ: ବି-ଟାଉନରେ କାଷ୍ଟିଂକାଉଚ କୌଣସି ନୂଆ କଥା ନୁହେଁ । ବିଗତ ଦିନରେ ଅନେକ ଅଭିନେତ୍ରୀ କାଷ୍ଟିଂକାଉଚ ନେଇ ଖୁଲାସା କରିଛନ୍ତି । ଅନେକ ନିର୍ମାତାଙ୍କ ଉପରେ ଶୋଷଣ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ । ନିକଟରେ ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ ମଧ୍ୟ ନିଜ ଖରାପ ଅନୁଭୂତି ବଖାଣିଛନ୍ତି ।

ଏକ ସାକ୍ଷାତକାର୍‌ରେ ସେ କହିଛନ୍ତି, ମୁଁ ମଧ୍ୟ କାଷ୍ଟିଂକାଉଚର ସାମ୍ନା କରିଛି । ଏକ ଫିଲ୍ମ ପାଇଁ ମୋତେ ଜଣେ ହିରୋଙ୍କ ସହ ଶୋଇବା ପାଇଁ କୁହାଯାଇଥିଲା । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏବେ ସେହି ହିରୋ ଏବଂ ପ୍ରଡ୍ୟୁସର ଜଣେ ବଡ ବଡ ଷ୍ଟାର ।

ଯେତେବେଳେ କିଶ୍ୱର ଏକ ମିଟିଂ ପାଇଁ ଯାଇଥିଲେ ସେତେବେଳେ ତାଙ୍କ ସହ ଏଭଳି ଘଟିଥିଲା । ଏହି ସମୟରେ ତାଙ୍କ ମା’ ତାଙ୍କ ସହ ଥିଲେ । ଏହାପରେ ତାଙ୍କୁ ହିରୋଙ୍କ ସହ ଶୋଇବା ପାଇଁ ଅଫର ଦିଆଯାଇଥିଲା । ଏହାପରେ କିଶ୍ୱର ଭଦ୍ର ଭାବେ ଏହି ଅଫରକୁ ମନା କରି ସେଠାରୁ ଚାଲି ଆସିଥିଲେ ବୋଲି କହିଛନ୍ତି ।

ସୂଚନା ମୁତାବକ କିଶ୍ୱର ଏବେ ଗର୍ଭବତୀ ଅଛନ୍ତି । ତାଙ୍କ ସ୍ୱାମୀ ସୁୟଶ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଏବଂ ସେ କିଶ୍ୱରଙ୍କ ଧ୍ୟନ ରଖୁଛନ୍ତି । ପ୍ରେଗ୍‌ନେନ୍ସି ସମୟର କିଛି ନା କିଛି ଫଟୋ ଏବଂ ଭିଡିଓକୁ କିଶ୍ୱର ବେଳେ ବେଳେ ନିଜ ଇନଷ୍ଟାଗ୍ରାମରେ ସେଆର ମଧ୍ୟ କରୁଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story