ହାରିଲେ ସିଦ୍ଧୁ, ବିପଦରେ ଅର୍ଚ୍ଚନାଙ୍କ ଆସନ!

ମୁମ୍ବାଇ: ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋହରେ ବିଜେପି ଛାଡି ଧରିଥିଲେ କଂଗ୍ରେସ ହତ। କଂଗ୍ରେସ ଭିତରେ ରହିବି କରିଥିଲେ କନ୍ଦଳ। ମୁଖ୍ୟମନ୍ତ୍ରୀ ଆସନ ପାଇବା ପାଇଁ ଅନେକ ପାମ୍ପଡ ମଧ୍ୟ ବେଲିଥିଲେ। କିନ୍ତୁ  ସିଦ୍ଧୁଙ୍କ ଏ ସବୁ ପରିଶ୍ରମ ଏବେ ପାଣି ଫାଟିଯାଇଛି। ହାତକୁ ଆସିପାରି ନାହିଁ ପଞ୍ଜାବ ଚୌକି। ପଞ୍ଜାବ ନିର୍ବାଚନରେ ହାରି ଯାଇଛନ୍ତି ନବଜୋତ ସିଂହ ସିଦ୍ଧୁ। ତେବେ ସିଦ୍ଧୁଙ୍କ ନିର୍ବାଚନୀ ହାରିବା ଏବେ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍‌ ସିଂହଙ୍କ ପାଇଁ ଅଡୁଆ ହୋଇଛି। ଅର୍ଚ୍ଚନାଙ୍କ […]

archana and sidhu

archana and sidhu

Madhupriya Mistry
  • Published: Thursday, 10 March 2022
  • Updated: 10 March 2022, 04:51 PM IST

Sports

Latest News

ମୁମ୍ବାଇ: ପଞ୍ଜାବ ମୁଖ୍ୟମନ୍ତ୍ରୀ ମୋହରେ ବିଜେପି ଛାଡି ଧରିଥିଲେ କଂଗ୍ରେସ ହତ। କଂଗ୍ରେସ ଭିତରେ ରହିବି କରିଥିଲେ କନ୍ଦଳ। ମୁଖ୍ୟମନ୍ତ୍ରୀ ଆସନ ପାଇବା ପାଇଁ ଅନେକ ପାମ୍ପଡ ମଧ୍ୟ ବେଲିଥିଲେ। କିନ୍ତୁ  ସିଦ୍ଧୁଙ୍କ ଏ ସବୁ ପରିଶ୍ରମ ଏବେ ପାଣି ଫାଟିଯାଇଛି। ହାତକୁ ଆସିପାରି ନାହିଁ ପଞ୍ଜାବ ଚୌକି। ପଞ୍ଜାବ ନିର୍ବାଚନରେ ହାରି ଯାଇଛନ୍ତି ନବଜୋତ ସିଂହ ସିଦ୍ଧୁ।

ତେବେ ସିଦ୍ଧୁଙ୍କ ନିର୍ବାଚନୀ ହାରିବା ଏବେ ଅଭିନେତ୍ରୀ ଅର୍ଚ୍ଚନା ପୂରନ୍‌ ସିଂହଙ୍କ ପାଇଁ ଅଡୁଆ ହୋଇଛି। ଅର୍ଚ୍ଚନାଙ୍କ ଚୌକି ପ୍ରତି ବିପଦ ଘନେଇବାରେ ଲାଗିଛି। ସିଦ୍ଧୁ କୁଆଡେ ଅର୍ଚ୍ଚନାଙ୍କ ଆସନ ଛଡାଇ ନେଇଯିବା ନେଇ ଚର୍ଚ୍ଚା ହେଉଛି। ପରାଜୟ ପରେ ସିଦ୍ଧୁଙ୍କ ରାଜନୈତିକ କ୍ୟାରିଅର ଶେଷ ହୋଇଯାଇଥିବା କୁହାଯାଇଛି। ଏଥିପାଇଁ ସେ ପୁଣି ଥରେ କମେଡି କିଙ୍ଗ କପିଲ ଶର୍ମାଙ୍କ ଶୋ'କୁ ଫେରି ପାରନ୍ତି। ଯଦି ଏଭଳି ହୁଏ ଅର୍ଚ୍ଚନା ପୂରନ୍‌ ସିଂହଙ୍କୁ ନିଜ ଚୌକି ଛାଡିବାକୁ ପଡିବ। ସିଦ୍ଧୁଙ୍କୁ ପୁଣି ଥରେ କପିଲ ଶର୍ମା ଶୋ'ରେ ଦେଖିବା ପାଇଁ ଅନେକ ଲୋକ ଉତ୍ସାହିତ ଅଛନ୍ତି।

https://twitter.com/Niranjan__Dalvi/status/1501828778351226880?s=20&t=8Bv6HpUnZoPwy-ATXjFrWg

ନବଜୋତ ସିଂହ ସିଦ୍ଧୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବା ପାଇଁ ସ୍ୱପ୍ନ ଦେଖିଥିଲେ। ଏହି ସ୍ୱପ୍ନକୁ ପୂରା କରିବା ପାଇଁ ସେ ପଞ୍ଜାବ ବିଧାନସଭା ନିର୍ବାଚନ-୨୦୨୨ ଲଢ଼ିଥିଲେ। ତେବେ ସିଦ୍ଧୁଙ୍କ ଏହି ସ୍ୱପ୍ନ କିନ୍ତୁ ଏବେ ଭାଙ୍ଗି ଯାଇଛି। ଏଭଳି ସ୍ଥିତିରେ ସିଦ୍ଧୁ ଅର୍ଚ୍ଚନା ପୂରନ୍‌ ସିଂହଙ୍କ ଚୌକିକୁ ପୁଣି ହାତେଇବାକୁ ଚେଷ୍ଟା କରିବେ ବୋଲି ସୋଶାଲ ମିଡିଆରେ ଅନେକ ମିମ୍ସ ଭାଇରାଲ ହେଉଛି।

ଏହାରି ଭିତରେ ଫିଲ୍ମମେକର ଅଶୋକ ପଣ୍ଡିତ ସିଦ୍ଧୁଙ୍କୁ କପିଲ ଶର୍ମା ଶୋ'କୁ ବ୍ୟାକ୍‌ କରିବା ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ସେ ଟ୍ୱିଟ୍‌ କରି କହିଛନ୍ତି, ସିଦ୍ଧୁ ଚାହିଁଲେ ବି 'ଦ କପିଶ ଶର୍ମା ଶୋ'କୁ ଫେରିପାରିବେ ନାହିଁ। ଫେଡେରେସନ୍‌ ଅଫ୍‌ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ଲୋଇ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ପାକିସ୍ତାନକୁ ସମର୍ଥନ କରିବା ନେଇ ନନ୍‌ କପରେସନ୍‌ ଇସୁ କରିଛନ୍ତି। ଏହାର ଅର୍ଥ ସେ 'କପିଲ ଶର୍ମା ଶୋ'କୁ ଯାଇପାରିବେ ନାହିଁ।

ନବଜୋତ ସିଂହ ସିଦ୍ଧୁ କପିଲ ଶର୍ମାଙ୍କ କମେଡି ନାଇଟ୍‌ସ ୱିଥ କପିଲ ଏବଂ ଦ କପିଲ ଶର୍ମା ଶୋ'ର ଜଜ୍‌ ରହିସାରିଛନ୍ତି। ସେ ନିଜ ଶାଏରୀ ଏବଂ ଜୋକ୍‌ ପାଇଁ ବେଶ୍‌ ଜଣାଶୁଣା। ସେ ବହୁ ବର୍ଷ ହେଲା କପିଲଙ୍କ ଶୋ' ଛାଡି ସାରିଛନ୍ତି। ସେ ଛାଡିବା ପରେ ଅର୍ଚ୍ଚନା ପୂରନ ସିଂହ ତାଙ୍କ ସ୍ଥାନ ନେଇଛନ୍ତି।

https://twitter.com/ashokepandit/status/1501863120498610177?s=20&t=JXPnSsyQBhwg8iElhv6-RQ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story